ପୁଣି ରାସନ କାର୍ଡରେ ଆସୁଛି ବଡ଼ ଖବର | ଏବେ ହିଁ ଦେଖନ୍ତୁ…

ration card 2

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନେ ଜଣେ ରାସନ କାର୍ଡ ହିତାଧିକାରୀ ତେବେ ଜାଣି ରଖନ୍ତୁ ଆପଣ ମାନଙ୍କ ପାଇଁ ଆସୁଛି କିଛି ଖୁସୀ ଖବର । ପୁଣି ଏକ ବର୍ଷ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ ଏହି କଥା ଆପଣ ମାନେ ଜାଣିଥିବେ ସରକାର କିଛି ଦିନ ପୂର୍ବରୁ ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନା । ଜାହା ମାଧ୍ୟମରେ କେନ୍ଦ୍ର ସରକାର ଙ୍କ ପାଖରୁ ମିଳିଥାଏ ମାଗଣା ରାସନ । ଆସନ୍ତୁ ସଂମ୍ପର୍ଣ୍ଣ ଆପଡେଟ ନଜର ପକେଇବା ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

କେନ୍ଦ୍ର ସରକାର ଗରିବ ଙ୍କୁ ମାଗଣା ଖାଦ୍ୟ ଦେବା ପାଇଁ କେବିନେଟ ରେ ଏକ ବଡ ନିସ୍ପତି ନେଇଛନ୍ତି । ରାଷ୍ଟ୍ରିୟ ସୁରକ୍ଷା ଅଧିନିୟମ ଆଧାରରେ ଦେଶରେ 80 କୋଟି ଜନତା ଙ୍କୁ ମାଗଣା ରେ ମିଳୁଥିବା ରାସନ ଅବଦ୍ଧି କୁ ଆଉ ଗୋଟିଏ ବର୍ଷ ପାଇଁ ବଢେଇଛନ୍ତି । ଶୁକ୍ରବାର ଏହି ନେଇ ସୂଚନା ଦେଇଛନ୍ତି କେବିନେଟ ମନ୍ତ୍ରୀ ପିୟୁସ ଗୟେଲ । ଏହିଥିରେ କେନ୍ଦ୍ର ସରକାର ଙ୍କ ଉପରେ ଲକ୍ଷ କୋଟି ଟଙ୍କାର ଆର୍ଥିକ ବୋଝ ଭାର ବଢିବ ।

Ration card update

ରାସନ ପାଇଁ ଲୋକଙ୍କୁ ଗୋଟିଏ ଟଙ୍କାବି ଦେବାକୁ ପଡିବ ନାହିଁ । ଏହି ଯୋଜନା ଉପରେ ସରକାର ପ୍ରତି ବର୍ଷ 2 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କେନ୍ଦ୍ରିୟ ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ପିୟୁସ ଗୟେଲ କହିଛନ୍ତି ସରକାର ରାଷ୍ଟ୍ରୀୟ ସୁରକ୍ଷା ଖାଦ୍ୟ ଆଧାରରେ ଚାଉଳ , ଗହମ ଏବଂ ଅନ୍ୟ ଶସ୍ୟ କ୍ରମଃଶ କିଲୋ ପିଛା 3 ଟଙ୍କା ,2 ଟଙ୍କା ଏବଂ 1 ଟଙ୍କାରେ ସରକାର ଦେଇଥାନ୍ତି ।

ତେବେ ସରକାର ନିସ୍ପତି ନେଇଛନ୍ତି ଯେ 2023 ଡିସେମ୍ବର ପର୍ଯ୍ୟନ୍ତ ଲୋକ ଙ୍କୁ ସଂମ୍ପର୍ଣ୍ଣ ମାଗଣା ରେ ରାସନ ମିଳିବ । ଏହା ପୂର୍ବରୁ ସରକାର ସେପ୍ଟେମ୍ବର ରେ ଏହାର ସମୟ ସୀମାକୁ ବୃଦ୍ଧି କରି 3 ମାସ ପର୍ଯ୍ୟନ୍ତ ବଢେଇ ଥିଲେ । ଜାହାକି 2022 ଡିସେମ୍ବର 31 ପର୍ଯ୍ୟନ୍ତ ଥିଲା । ହେଲେ ଏବେ ଏହାକୁ ଆହୁରି 1 ବର୍ଷ 2023 ଡିସେମ୍ବର ପର୍ଯ୍ୟନ୍ତ କୁ ବୃଦ୍ଧି କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *