ପୁଣି ଓଡ଼ିଶା କୁ ମାଡି ଆସୁଛି ଭୟଙ୍କର ବାତ୍ୟା- ଏହି ସବୁ ଜିଲ୍ଲା ରେ ସ୍କୁଲ୍ କଲେଜ ଛୁଟି ଘୋଷଣା

Cyclone

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ପାଣିପାଗ ବିଭାଗ ପକ୍ଷରୁ ଆସିଛି ନୂଆ ସୂଚନା । ତେବେ ଶ୍ରୀ ଲଙ୍ଗ ଆଡକୁ ଯାଉଛି ଏକ ବାତ୍ୟା ବା ସାଇକ୍ଲୋନ ସର୍କ୍ୟୁଲେସନ । ବର୍ତମାନ ତାହା ଏକ ଡିଫରେସନ ରେ ପରିଣତ ହୋଇଛି ଜାହାର ପ୍ରଭାବ ଓଡିଶା ଉପରେ ବି ଦେଖିବା ପାଇଁ ମିଳିବ । ଓଡିଶାରେ ଆସନ୍ତା ଦିନ ମାନଙ୍କରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି ହୋଇଛି ।

ଏପଟେ ଅବପାତ ପ୍ରଭାବରେ ରାଜ୍ୟରେ ବଢୁଛି ଶୀତ ଆସନ୍ତା 24 ଘଣ୍ଟା ମଧ୍ୟରେ ଜାରି ହେଲା ହାଇ ଆଲର୍ଟ । ଆସନ୍ତା ଅବପାତ ପ୍ରଭାବରେ ରାଜ୍ୟରେ ବଢୁଛି ଶୀତ ଆସନ୍ତା 24 ଘଣ୍ଟା ପରେ ଶୀତ ଆହୁରୀ ବଢିବା ନେଇ ହୋଇଛି ହାଇ ଆଲର୍ଟ ସ୍କୁଲ ଏବଂ କଲେଜ୍ ଗୁଡିକ ଏହି ସବୁ ଜିଲ୍ଲାରେ ଛୁଟି ହେବା ନେଇ ବଡ ଘୋଷଣା ହୋଇଛି ।

cold

ଏପଟେ ବଙ୍ଗୋପସାଗର ରେ ସକ୍ରିୟ ଅବପାତ ପ୍ରଭାବ ରେ ଥଣ୍ଡା ଏବଂ ଉତ୍ତରା ବାୟୁ ପ୍ରଭାବିତ ହେଉଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନର ରାତିର ତାପମାତ୍ରା ତଳକୁ ଖସିବା ସହିତ ବଢିଛି ଶୀତ ତେବେ ଡିସେମ୍ବର 26 ରୁ ରାତି ତାପମାତ୍ରା 2 ରୁ 3 ଡୀଗ୍ରି ବଢିବ ଓଡିଶା ଉପରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବ ଜାହାକି ଯେଉଁଥିରେ 26 ରୁ 28 ତାରିଖ ରେ ଯାଏ ଘଡଘଡି ସମ୍ଭାବନା ରହିଛି ।

ତେବେ 29 ତାରିଖ ରୁ ପୁଣି ତାପମାତ୍ରା କମିବ ବୋଲି ପାଣିପାଗ ବିଶେଷଜ୍ଞ୍ୟ ମାନେ କହିଛନ୍ତି । ତେବେ 29 ତାରିଖ ରୁ ପୁଣି ତାପମାତ୍ରା କମିବ ବୋଲି ପାଣିପାଗ ବିଶେଷଜ୍ଞ୍ୟ ମାନେ କହିଛନ୍ତି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡିଶାରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ର କୁହୁଡି ପଡିବ । ସ୍ଥାନେ ସ୍ଥାନେ କୁହୁଡି ଅଧିକ ଥିବା ହେତୁ ରାସ୍ତା ଗୁଡିକ ଠିକ୍ ଭାବେ ଦେଖାଯିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ ହୋଇଛି ।

ସେହି ପରି ଏହାରି ମଧ୍ୟରେ ଦିଲ୍ଲୀ ସରକାର ଆଦେଶ ଜାରି କରିଛନ୍ତି 1 ଜାନୁଆରୀ ରୁ ସମସ୍ତ ସ୍କୁଲ ଏବଂ କଲେଜ ଛୁଟି ରହିବ 15 ଦିନ ପର୍ଯ୍ୟନ୍ତ । ତେବେ ବଢୁଥିବା ଶୀତ କୁ ଦୃଷ୍ଟିରେ ରଖି ଏମିତି ନିସ୍ପତି ନେଇଛନ୍ତି ଦିଲ୍ଲୀ ସରକାର । ଏହା ସହିତ 2 ଜନୁଆରୀ ରୁ 14 ଜାନୁଆରୀ ଯାଏ ରମିଡେଣ୍ଟ କ୍ଲାସ ର ଆୟୋଜନ ହେବାକୁ ଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *