White ରାସନ କାର୍ଡ ଥିଲେ ମିଳିବ ଏହି ସବୁ ସୁବିଧା,ଜାଣିରଖନ୍ତୁ ହ୍ଵାଇଟ ରାସନ ବିଷୟରେ ଏହି ବଡ କଥାକୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କଣ ଆପଣ ମାନେ ହ୍ଵାଇଟ ରାସନ କାର୍ଡ ବିଷୟ ରେ ଜାଣିଛନ୍ତି କି ? ଏହି କାର୍ଡ ବଡ଼ କାମରେ ଆସିଥାଏ । ସରକାରଙ୍କ ତରଫରୁ ମିଳିବ ଏହି ସବୁ ସୁବିଧା। ରାସନ କାର୍ଡ ଜରିଆରେ ଲୋକଙ୍କର ସବୁ କାମ ସହଜରେ ହୁଏ। ସେମିତିରେ ବି ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ରାସନ କାର୍ଡ ଯୋଗାଇ ଦିଆ ଯାଏ। ସେହି ମଧ୍ୟରୁ ହ୍ଵାଇଟ ରାସନ କାର୍ଡ ମଧ୍ୟ ଅନ୍ୟତମ ଅଟେ ।

ହେଲେ ଏହି ବିଷୟରେ ଆଲୋଚନା ଏତେ ମାତ୍ରାରେ ହୋଇ ନଥାଏ । ଏଥିରେ ଲୋକଙ୍କୁ ଅନେକ ପ୍ରକାରର ସହାୟତା ହୋଇଥାଏ । ରାଜ୍ୟ ସରକାର ନିଜ ଅଞ୍ଚଳର ଲୋକଙ୍କ ପାଇଁ ଏହି ଯୋଜନା ଲାଗୁ କରନ୍ତି । ଏହା ମଧ୍ୟରେ ହ୍ଵାଇଟ ରାସନ କାର୍ଡ ସାମିଲ ରହିଛି । ଏଥିରେ ଲୋକଙ୍କର ଅନେକ ଆବଶ୍ୟକତା ପୂରଣ ହୁଏ । ତେବେ ବନ୍ଧୁଗଣ ହ୍ଵାଇଟ ରାସନ କାର୍ଡ ଭାରତର ସେହି ନାଗରିକଙ୍କୁ ଜାରି କରାଯାଏ ଯେଉଁମାନେ ଗରିବ ଶ୍ରେଣୀ ରେଖା ତଳେ ରହିଛନ୍ତି ।

Ration

11 ହଜାର ଟଙ୍କାରୁ କମ ରୋଜଗାର ଥିବା ଲୋକଙ୍କୁ ଏହା ମିଳିଥାଏ । ଏହାର ଲାଭ ସମସ୍ତେ ଉଠାଇ ପାରିବେ ନାହିଁ । ଏହା ସେହି ପରିବାରକୁ ମିଳେ ଯେଉଁ ମାନଙ୍କ ବାର୍ଷିକ ଆୟ 1 ଲକ୍ଷ ଟଙ୍କା ବା ତା ଠାରୁ କମ ଅଟେ । ପରିବାରରେ 4 ହେକ୍ଟର ଜମି ଓ ଭୂମି ଥିଲେ ମଧ୍ୟ ଏହା ତାଙ୍କୁ ମିଳିଥାଏ । ତେବେ ରାଜ୍ୟ ସରକାର ଏଥିରେ ଚାଉଳ, ଗହମ, ଚିନି, ତେଲ ଭଳି ସାମଗ୍ରୀ ହ୍ଵାଇଟ ରାସନ କାର୍ଡ ଧାରୀଙ୍କ ପାଇଁ ସୁବିଧା ଯୋଗାଇ ଦିଅନ୍ତି ।

ରାଜ୍ୟ ସରକାର APL ପରିବାରକୁ 100 ପ୍ରତିଶତ ସଠିକ ମୂଲ୍ୟରେ ପ୍ରତି ମାସରେ 10 କେଜି ଭଳି ସାମଗ୍ରୀ ଯୋଗାଇ ଦେଇଥାନ୍ତି। ଏହା ସହିତ ରାସନ କାର୍ଡ ଧାରୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଏ । ତେବେ ମଝିରେ ମଧ୍ୟ ଶୁଣିବାକୁ ମିଳିଥିଲା କି ରାସନ କାର୍ଡ ସରକାର ବନ୍ଦ କରିବାକୁ ଯାଉଛନ୍ତି। ହେଲେ ଏହାକୁ ନେଇ କୌଣସି ବି ସ୍ପଷ୍ଟ ସୂଚନା ମିଳିନାହିଁ । ବିଭିନ୍ନ ପ୍ରକାରର ରାସନ କାର୍ଡ ମଧ୍ୟରୁ ହ୍ଵାଇଟ ରାସନ କାର୍ଡ ଗୋଟିଏ। ତେବେ ନିଜର ସମସ୍ତ କାର୍ଡ ଯତ୍ନର ସହ ରଖନ୍ତୁ । କାହାକୁ ଦିଅନ୍ତୁ ନାହିଁ । ନିଜେ ରଖନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *