ବାହାଘର ପରେ ଶାଶୁଘର ଏମିତି କରିଦେଲେ ତୁଳସୀ ସିରିଏଲ ହିରୋଇନ ସ୍ୱତେଲିନ

Swetalina

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ କରି ଶାଶୁ ଘର ଚାଲିଜାଇଛନ୍ତି ସ୍ୱତେଲିନା ଭଟ୍ଟାଚାର୍ଯ୍ୟ । ତେବେ ବନ୍ଧୁଗଣ ଆପଣ ମାନେ ସ୍ୱତେଲିନା ଭଟ୍ଟାଚାର୍ଯ୍ୟ ଙ୍କୁ ତୁଳସୀ ସିରିଏଲ ରେ ଅଭିନୟ କରୁଥିବାର ଦେଖିବା ପାଇଁ ପାଇଥିବେ । ତାହାଲେ ସ୍ୱତେଲିନା ଭଟ୍ଟାଚାର୍ଯ୍ୟ ବର୍ତମାନ ସମୟ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇସାରିଛନ୍ତି । ଆଉ ସେ ଶବମ୍ ଙ୍କୁ ବିବାହ କରିଛନ୍ତି ।

ତାହାଲେ ବିବାହ ଟି ତାଙ୍କର ବହୁତ ଧୁମ୍ ଧାମ୍ ରେ ହୋଇଥିବା ବେଳେ ସେହିଥିରେ ଓଲିଉଡ ର ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ତାହାଲେ ତୁଳସୀ ସିରିଏଲ ରେ ବୋହୁ କେରେକ୍ଟର ରେ ନଜର ଆସିଥିଲେ ସ୍ୱତାଲିନା । ତେବେ ଏହି ସିରିଏଲ ରେ ସେ ମିଛି ମିଛିକା ବୋହୁ ହୋଇଥିବା ବେଳେ ସେ ରିଏଲ ଲାଇଫ୍ ରେ ବୋହୁ ହୋଇ ସାରିଛନ୍ତି । ତାହାଲେ ରିଏଲ ଲାଇଫ୍ ରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

Swetalina

ଏହା ସହିତ ସେ ବର୍ତମାନ ସମୟ ରେ ଶାଶୁ ଘରେ ରହୁଥିବାର ନଜର ଆସିଛନ୍ତି । ତାହାଲେ ତାଙ୍କର ବିବାହ ବର୍ତମାନ ସମୟ ରେ ଶିବମ୍ ଙ୍କ ସହିତ ହୋଇଥିବା ବେଳେ ବର୍ତମାନ ସମୟ ରେ ସ୍ୱତେଲିନା ଭଟ୍ଟାଚାର୍ଯ୍ୟ ଶାଶୁ ଘରେ ରହିଛନ୍ତି । ଆପଣ ମାନଙ୍କ ପ୍ରିୟ ଅଭିନେତ୍ରୀ ଛନ୍ଦିତା ତାହାଲେ ଆପଣ ମାନେ ଜାଣିଥିବେ ସ୍ୱତାଲିନା ଏବଂ ଛନ୍ଦିତା ଦୁହେଁ ବେଷ୍ଟ ଫ୍ରେଣ୍ଡ ଅଟନ୍ତି । ଦୁହେଁ ପରସ୍ପର ସହିତ ଅଧିକାଶଂ ସମୟ ରେ ସୋସିଆଲ ମିଡିଆ ରେ ନଜର ଆସିଥାନ୍ତି ।

ତେବେ ସେମାନେ ଦୁହେଁ ତୁଳସୀ ସିରିଏଲ ରେ ଅଭିନୟ କରୁଥିଲେ । ଏହା ପରେ ପରେ ସେମାନେ ମଙ୍ଗୁାଳା କନ୍ୟା ସିରିଏଲ ରେ ବି ଏକା ସହିତ ଅଭିନୟ କରିଥିଲେ । ତାହାଲେ ଏହି ଦୁଇ ହିରୋଇନ ଏକା ସାଙ୍ଗରେ ସୋସିଆଲ ମିଡିଆ ରେ ନଜର ଆସିଛନ୍ତି । ତେବେ ବର୍ତମାନ ସମୟ ରେ ସ୍ୱତେଲିନା ଭଟ୍ଟାଚାର୍ଯ୍ୟ ଙ୍କ ଶାଶୁ ଘରକୁ ଜାଇଛନ୍ତି ଛନ୍ଦିତା ଆଉ ସେଠାରେ ତାଙ୍କ ସହିତ ସମୟ ବିତେଇବା ସହ ତାଙ୍କ ସହିତ ବହୁତ ମଜା ମସ୍ତି କରୁଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *