ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଅନୁଭବ ମହାନ୍ତି ଙ୍କ ଦ୍ୱିତିୟ ବିବାହ କୁ ନେଇ ବହୁତ ଚର୍ଚ୍ଚା ରେ ରହିଛନ୍ତି । ଆଉ ଏବେ ଏକ ଚର୍ଚ୍ଚା ର ବିଷୟ ସାମ୍ନାକୁ ଆସିଛି କି ରାକେଶ ରୋଶନ ମହାନ୍ତି । ଅନୁଭବ ଙ୍କ ଏହି ବିବାହ ରେ ତାଙ୍କ ସହିତ ଫୋଟ ଉଠେଇଛନ୍ତି । ହେଲେ ଅନୁଭବ ମହାନ୍ତି ଙ୍କ ଏହି ବିବାହ ସତ କି ମିଛ ଏହେ ଚାରିଆଡେ ସସ୍ପେନ୍ସ ରହିଛି । ସେ କହିଛନ୍ତି କି ବହୁତ ସୁନ୍ଦର ସାଜସଯ୍ୟା ସହିତ ମଣ୍ଡପ ର ଡେକୁରେସନ ବି ବହୁତ ଭଲ ହୋଇଥିବାର ସେ ସୂଚନା ପ୍ରଦାନ କରିଥିଲେ । ବେଦି ଉପରେ କନ୍ୟା ମଧ୍ୟ ଥିଲେ ।
ତେବେ ଉଭୟ ପକ୍ଷର ଲୋକ ମାନେ ମଧ୍ୟ ରହିଥିଲେ । ସେ ଜଣେ ଅନୁଭବ ଙ୍କର ବହୁତ ବଡ ଫ୍ୟାନ ଅଟନ୍ତି । ଏବଂ ଏମିତି ଅନୁଭବ ଙ୍କର ଶୁଭ ଯାତ୍ରା ପାଇଁ ଶୁଭେଚ୍ଛା ଜଣେଇ ଥଲେ । ଏବଂ ସେ କହିଥଲେ କି କୋଙ୍ଗ୍ରଜୁଲେସନ ଇୟର ଜର୍ନି ବୋଲି ଲେଖିଥିଲେ । ହେଲେ ସେ ଲେଖି ନଥିଲେ ଅନୁଭବ ମହାନ୍ତି ବିବାହ କରିଲେ ତେବେ କେମିତି ବିହାହ କରିଥିଲେ । ହେଲେ ସେ କେମିତି ବିବାହ କରିଛନ୍ତି ସେହି କଥା ମଧ୍ୟ କାହାକୁ ଜଣା ନାହିଁ ।
ତେବେ ଏହି ଫୋଟ ରୁ ଜଣା ପଡୁଛି ସୁପର ଷ୍ଟାର ଅନୁଭବ ମହାନ୍ତି ବର ବେଶରେ ଜଣେ ଯୁବତୀ ଙ୍କୁ ବେଦିରେ ବସିଥିବା ଫୋଟ ସାମାଜିକ ଗଣମାଧ୍ୟମ ରେ ବହୁଳ ମାତ୍ରାରେ ପ୍ରସାରିତ ହୋଇଥିଲା । ତେବେ ଓଲିଉଡ ର ସୁପର ଷ୍ଟାର ଅନୁଭବ ମହାନ୍ତି ଏବଂ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶନୀ ଙ୍କ ମାମଲା କୋର୍ଟ ରେ ବିଚାର ଧୀନ ଥିବାର ଉକ୍ତ ଫୋଟ କୁ ଲୋକ ସତ ବୋଲି ଭାବି ନେଇଥିଲେ ।
ଅନୁଭବ ଙ୍କୁ ବଦନାମ କରିବା ଉଦ୍ଧେଶ୍ୟ ରେ କେହି ଏମିତି କରିଛି କି ଚଳଚିତ୍ର ର ପ୍ରୋମସନ ପାଇଁ ଏମିତି ଜାଣି ସୁଣି କରାଜାଇଛି ସ୍ପଷ୍ଟ ହୋଇ ନାହିଁ । ଏମିତି କି ଅନୁଭବ ଦ୍ୱତିୟ ବିବାହ କରିଥିବା ନେଇ ଅନେକ ବୈଦ୍ଧିକ ଗଣମାଧ୍ୟମ ରେ ପ୍ରକାଶିତ ହେଉଛି । ତେବେ ଓଲିଉଡ ର ସୁପରଷ୍ଟାର ଅନୁଭବ ମହାନ୍ତି ସତ ସତିକା ବିବାହ କରି ନାହାଁନ୍ତି । ବରଂ ଭାଇରଲ ହୋଇଥିବା ଫୋଟ ତାଙ୍କର ଆଗାମୀ ଚଳଚିତ୍ର ର ଦୃଶ୍ୟ ବୋଲି ସୂଚନା ଦିଆଜାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।