ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡ଼ିଆ ଫିଲ୍ମ ଦମନକୁ ଦେଖି ପ୍ରକୃତି ମିଶ୍ର କଣ ପ୍ରତିକ୍ରିୟା ରଖିଛନ୍ତି ଆସନ୍ତୁ ସେହି ବିଷୟରେ ଜାଣିନେବା। ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ କି ଯେତେବେଳେ ଦମନ ଫିଲ୍ମ ରିଲିଜ ହୋଇନଥିଲା ସେହି ଦମନ ଫିଲ୍ମର ପ୍ରମୋସନ କରିବା ଲାଗି ବାବୁସାନ୍ ମହାନ୍ତି ଏବଂ ପ୍ରକୃତି ମିଶ୍ର ଚେନ୍ନାଇ ଯାଇଥିଲେ ଆଉ ସେଠାରୁ ତାଙ୍କ ପାରିବାରିକ ବିବାଦ ଆରମ୍ଭ ହୋଇଥିଲା ।
ଯେଉଁଥି ପାଇଁ ପ୍ରକୃତି ମିଶ୍ର ଏବଂ ବାବୁସାନ୍ ମହାନ୍ତି ଅଲଗା ହୋଇ ଯାଇଥିଲେ ଆଉ ତଥାପି ପ୍ରକୃତି ମିଶ୍ର ବାବୁସାନ୍ ଙ୍କ ଫିଲ୍ମ ଦେଖିଛନ୍ତି ବୋଲି କହିଛନ୍ତି ଆଉ ସେ କହିଛନ୍ତି କି ଏହି ଦମନ ଫିଲ୍ମ ଟି ବହୁତ ଭଲ ହୋଇଛି ଆପଣମାନେ ବି ଆସନ୍ତୁ ଆଉ ଦେଖନ୍ତୁ ତେବେ ବନ୍ଧୁଗଣ ପ୍ରକୃତି ମିଶ୍ର ଆହୁରି ବି କହିଛନ୍ତି ଯେ ଏହି ପରି ଯଦି ଆପଣମାନେ ଓଡିଆ ଫିଲ୍ମ କୁ ଭଲ ପାଇବେ ନିହାତି ଆମ ଓଡିଆ ଇଣ୍ଡଷ୍ଟ୍ରୀ ଆଗକୁ ବଢିବ।
ବର୍ତ୍ତମାନ ସମୟରେ ଦମନ ଫିଲ୍ମର ହିନ୍ଦୀରେ ଡବିଂ ପାଇଁ ମୁମ୍ବାଇ ଯାଇଛନ୍ତି ଅଭିନେତା ବାବୁସାନ୍ ମହାନ୍ତି ହେଲେ ଏଥର ତାଙ୍କ ସହିତ ଯାଇଛନ୍ତି ସ୍ତ୍ରୀ ତୃପ୍ତି ଆଉ ପ୍ରକୃତି ମିଶ୍ର ଯାଇ ନାହାଁନ୍ତି । ତେବେ ପୂର୍ବରୁ ଗତ ଜୁଲାଇ ମାସରେ ଏହି ଦମନ ଫିଲ୍ମର ପ୍ରମୋସନ୍ ପାଇଁ ଚେନ୍ନାଇ ଯାଇଥିବା ବେଳେ ବାବୁସାନ୍ ମହାନ୍ତିଙ୍କ ସହିତ ରହିଥିଲେ ।
ତୃପ୍ତି ବାବୁସାନ ମହାନ୍ତିଙ୍କ ସହିତ ପ୍ରକୃତି ଙ୍କୁ ଦେଖି ଉତ୍କିପ୍ତ ହୋଇଥିଲେ । ସ୍ତ୍ରୀ ତୃପ୍ତି ଆଉ ବାବୁସାନ୍ ମହାନ୍ତି ଏବଂ ପ୍ରକୃତି ମିଶ୍ରଙ୍କୁ ଚେନ୍ନାଇରେ ମଧ୍ୟ ଦେଖିବା ପାଇଁ ମିଳିଥିଲା ଯାହା ଫଳରେ ବାବୁସାନ୍ ଓ ତୃପ୍ତିଙ୍କ ମଧ୍ୟରେ ଦାମ୍ପତ୍ୟ ବିବାଦ ମଧ୍ୟ ଦେଖା ଦେଇଥିଲା । ତେବେ ବର୍ତମାନ ସମୟ ରେ ଦମନ ଫିଲ୍ମ ଦେଖି ପ୍ରକୃତି ମିଶ୍ର ଙ୍କ ଏହି ପରି କିଛି ପ୍ରତିକ୍ରିୟା ରହିଥିବାର ସୂଚନା ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।