ଖେଳ ଖେଲିଦେଲେ ଅପରାଜିତା, ବାବୁଶାନ୍ ଙ୍କୁ ନପଠେଇ ରିୟା ରିସେପସନ କୁ ଏକା ଆସିଲେ !

reception

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଅପରାଜିତା ଙ୍କ ବୁଦ୍ଧି ଙ୍କୁ ଅନେକ ତାରିଫ ବି କରୁଛନ୍ତି । ଅପରାଜିତା ଗୋଟିଏ ମାଡରେ ବନ୍ଧୁତ୍ୱ ର ନିଦର୍ଶନକୁ ଔପଚାରିକତା ସହିତ ପୂରଣ ବି କଲେ ଆଉ କୈଣସି ଏକ ବଡ ଅଘଟଣ ହେବାରୁ ରୋକିବି ଦେଲେ । ପ୍ରକୃତି, ତୃପ୍ତି, ଏବଂ ବାବୁସାନ ଙ୍କ ବିବାଦ ଯେଉଁ ରୂପ ନେଇଥିଲା ସେ ଚାହୁଁ ନଥିଲେ ପୁଣି ବାବୁସାନ ଏବଂ ପ୍ରକୃତି ତାଙ୍କ ଜିବନ ରେ ଏମିତି କିଛି ଅଘଟଣ ଘଟୁ ।

ଆଉ ଯେଉଁଥି ପାଇଁ ନିଶ୍ଚିତ ଏକ ବୁଦ୍ଧିମାନ ର କାମ କଲେ ଅପରାଜିତା । ବିବାହ ର ଆୟୋଜନ ମଝିରେ ଅପରାଜିତା ଆସିଲେ ଏବଂ ଯେତିକି ସମୟ ରିଆ ଏବଂ ସୁନିଲ ଙ୍କ ସହିତ ଅତିବାହିତ କରିଲେ ଚୁପଚାପ୍ ଆସିଲେ ଏବଂ ଚୁପଚାପ ଚାଲିଗଲେ । ନାଁ କାହା ସହିତ ବେଶି କଥା ବର୍ତ୍ତା କଲେ ନାଁ ଗଣ ମଧ୍ୟମ କୁ କିଛି ପ୍ରତିକ୍ରିୟ ଦେଲେ । ଏମିତି କି ପ୍ରକୃତି ମିଶ୍ର ଏବଂ ତାଙ୍କର ଆମ୍ନା ସାମ୍ନା ହୋଇଥିବା କଥା କୁହାଜାଉଛି । ତେବେ ଅପରାଜିତା କେବଳ ବିବହ କୁ ଔପଚାରିକତା ପୂରଣ କରିବା ପାଇଁ ଆସିଥିଲେ ନାଁ ସେ କାହାକୁ ଆଭୟଡ କରୁଥିଲେ ।

Aparajita 1

ଏହି ନେଇ ଅନେକ ବର୍ତମାନ ସମୟ ରେ ପ୍ରଶ୍ନ ପଚାରିବା ଆରମ୍ଭ ବି କରିସାରିଛନ୍ତି । ଅନ୍ୟ ପକ୍ଷେ ବାବୁସାନ ଏବଂ ତାଙ୍କର ଧର୍ମ ପତ୍ନୀ ତୃପ୍ତି ବି ବାହାଘର କୁ ଆସି ପାରିଥାନ୍ତେ । ବାବୁସାନ ଙ୍କ ବହୁତ ଭଲ ସାଙ୍ଗ ହେଲେ ରିଆ ଦେ । ଜାହାଙ୍କ ସହ ସେ 5 ରୁ ଅଧିକ ସିନେମା ବି କରିଛନ୍ତି । ତେବେ ବାବୁସାନ ଏବଂ ତାଙ୍କର ଧର୍ମ ପତ୍ନୀ ତୃପ୍ତି ବି ବାହାଘର କୁ ଆସି ପାରିଥାନ୍ତେ ହେଲେ ଏହା ସେ କଲେ ନାହିଁ ଏହାକୁ ନେଇ ଅନେକ ପ୍ରଶ୍ନ ବି ଉଠୁଛି ।

ତେବେ କେବଳ ଔପଚାରିକତା ପୂରଣ କରିବା ଲାଗି ଅପରାଜିତା ଆସି ନବ ଦମ୍ପତୀ ଙ୍କୁ ଆଶ୍ରୀବାଦ କରିି ଚୁପ କରି ଚାଲିଗଲେ । ତେବେ କଣ ସେ ମନେ ମନେ ବଡ ଅଘଟଣ କୁ ଏଡେଇବା ପାଇଁ ସେ ମନେ ମନେ ଚାହୁଁଥିଲେ କି । ଏବଂ ସେମିତି ବେଳେ ସେହି ପରି ଗୋଟେ ଘଟଣା ପୁଣି ଥରେ ସାମ୍ନା କୁ ନଆସୁ ସେହିଥି ପାଇଁ ବୁଦ୍ଧିମତା ର ପରିଚୟ ଦେଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *