ଆଦିତିଙ୍କ ଲଭ ବଲରେ ଇଶାନ ଆଉଟ I

Isaan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ସମସ୍ତ ଖେଳ ପ୍ରମିକ ହୃଦୟ ରେ ବ୍ୟାଟସ୍ ମ୍ୟାନ ଇସାନ କିସନ । ଦିନିକିଆରେ ୨୦୦ତକ ଅର୍ଜନ କରି ସେ ଏବେ ଚାରିଆଡ଼େ ଚର୍ଚ୍ଚା ସାଉଁଟୁଛନ୍ତି । ୨୦୦ତକ ତାଲିକାରେ ଇସାନଙ୍କ ନାମ ସଚିନ୍ ତେନ୍ଦୁଲକର, କ୍ରିସଗାର୍ଲ, ରୋହିତ ଶର୍ମାଙ୍କ ଭଳି ବଡ ଖେଳାଳିଙ୍କ ସହ ତାଙ୍କ ନାମ ଯୋଡି ହୋଇ ଯାଇଛି ।

ତେବେ ଏବେ ଇସାନଙ୍କ ଗାର୍ଲଫ୍ରେଣ୍ଡ କୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚା ଚାଲିଛି । ଟିମ୍ ଇଣ୍ଡିଆର ଶ୍ରେଷ୍ଠ ଯୁବକ ଇସାନ କିସନ ଖେଳାଳୀଙ୍କ ଗାର୍ଲଫ୍ରେଣ୍ଡ ହେଉଛନ୍ତି ଆଦିତି ହୁଣ୍ଡିଆ । ଆଦିତି ହୁଣ୍ଡିଆ ଦେଖିବାକୁ ଖୁବ୍ ସୁନ୍ଦର ଏବଂ ବେଶ୍ ଗ୍ଲାମରିୟସ୍ ମଧ୍ୟ । ଇସାନଙ୍କ ଗାର୍ଲଫ୍ରେଣ୍ଡକୁ ନେଇ ଏବେ ସୋସିଆଲ ମିଡିଆରେ ଏବେ ବେଶ୍ ଚର୍ଚ୍ଚା ଚାଲିଛି ।

Isaan

ଇନଷ୍ଟାଗ୍ରାମ ରେ ତାଙ୍କର ୨ଲକ୍ଷରୁ ଅଧିକ ଫଲୋରସ ମଧ୍ୟ ଅଛନ୍ତି । ଆଦିତି ହୁଣ୍ଡିଆ ୨୦୧୭ରେ ଫେମିନା ମିସ୍ ଇଣ୍ଡିଆ ଫାଇନାଲିଷ୍ଟ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ସେ ୨୦୧୮ ରେ ମିସ୍ ନେସନାଲ ସୁପର ଇଣ୍ଡିଆ ପୁରସ୍କାର ମଧ୍ୟ ଜିତିଛନ୍ତି । ଆଦିତି ଜଣେ ମଡେଲ ସହ ତାଙ୍କର ଷ୍ଟାଇଲିଷ୍ଟ ଲୋକ ପାଇଁ ସେ ସବୁବେଳେ ଚର୍ଚ୍ଚା ରେ ଥାନ୍ତି । ଅନେକ ସମୟରେ ଇସାନଙ୍କ ସହ ଆଦିତି ଫଟୋ ମଧ୍ୟ ବେଶ୍ ଭାଇରାଲ ହୋଇଥାଏ ।

ଦୁହେଁ ଏକା ସାଙ୍ଗ ରେ ବେଶ୍ ଟାଇମ୍ସ ମଧ୍ୟ ସ୍ପେଣ୍ଟ କରିଥାନ୍ତି । ଆଦିତି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ରେ ଇସାନଙ୍କ ଫଟୋ ସହିତ ହାର୍ଟ ଚିହ୍ନ ମଧ୍ୟ ଦେଇଛନ୍ତି । ଆଦିତି ଓ ଇସାନ ଦୁହେଁ ଏକା ସାଥିରେ ଟାଇମ୍ସ ସ୍ପେଣ୍ଟ କରୁଥିବା ନଜର ଆସୁଥିବା ବେଳେ ଏଇ ସମ୍ପର୍କକୁ ନେଇ ଦୁହିଁଙ୍କ ମଧ୍ୟରୁ କେହି ବି ଖୋଲାେଖାଲି ଭାବରେ କେହି କିଛି ପ୍ରତିକ୍ରିୟା ରଖି ନାହାଁନ୍ତି । ଆଦିତି ହୁଣ୍ଡିଆକୁ ୨୦୨୨ରେ ଆଇପିଏଲ ରେ ମଧ୍ୟ ଦେଖିବାକୁ ମିଳିଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *