ରିୟଲ ଲାଇଫ ହିରୋଙ୍କ ସହ ଛନ୍ଦି ହେଲେ ଅଭିନେତ୍ରୀ ରିୟା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ବନ୍ଧନ ରେ ବାନ୍ଧିହେଲେ ଅଭିନେତ୍ରୀ ରିଆ ଦେ । ତେବେ ବନ୍ଧୁଗଣ ଆପଣ ମାନେ ରିଆ ଦେ ଙ୍କ ବହୁତ ସାରା ଫିଲ୍ମ ନିଶ୍ଚିତ ଭାବେ ଦେଖିଥିବେ । ତେବେ ବହୁତ ଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଆସୁଛନ୍ତି ରିଆ । ଆଉ ଶେଷରେ ନିଜର ରିୟଲ ଲାଇଫ୍ ରେ ବିବାହ କରିଛନ୍ତି ରିଆ । ତେବେ ସେ ସୁନିଲ ଙ୍କୁ ବିବାହ କରିଛନ୍ତି ।

ତେବେ ଗତ କାଲି ସଂନ୍ଧ୍ୟାରେ ବହୁତ ନିଡାମ୍ବର ଭାବେ ସରିଛି ରିଆଙ୍କ ବାହାଘର । ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବୈବାହିକ ଜିବନ । ନିଜର ବୟଫ୍ରେଣ୍ଡ ସୁନିଲ ଦଳାଇ ଙ୍କୁ ନିଜର ଜିବନ ସାଥି ଭାବେ ବାଛି ବହୁତ ଖୁସୀ ରହିଛନ୍ତି ରିଆ । ଜାହାର ଫୋଟ ଏବଂ ଭିଡିଓ ସୋସିଆଲ ମିଡିଆରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

Riya Dey

ତେବେ ବନ୍ଧୁଗଣ ରିଆଙ୍କ ଘର ବାଲେଶ୍ୱର ହୋଇଥିବା ବେଳେ ତାଙ୍କର ବିବାହ କିଛି ବଙ୍ଗେଲୀ ରିତି ରିୱାଜ ରେ ଶେଷ ହୋଇଛି । ତେବେ ଏହି ବିବାହ ରେ ଅଭିନେତ୍ରୀ ଦେବଜାନୀ , ପୁନମ , ପ୍ରେରଣା , ଙ୍କ ସମତେ ଅନ୍ୟ ମାନେ ବି ଯୋଗଦେଇଥିଲେ । ତେବେ ପୂର୍ବରୁ ମଧ୍ୟ ମେହେନ୍ଦୀ , ହଳଦୀ , ଏବଂ ସଂଙ୍ଗିତ ପାର୍ଟିରେ ରିଆ ବହୁତ ସୁନ୍ଦର ଦେଖାଯାଉଥିଲେ ।

ତେବେ ବନ୍ଧୁଗଣ କ୍ରିମିନାଲ , ଏମିତି ବି ପ୍ରେମ ହୁଏ , ତୁ ମୋ ଦେହର ଛାଇ, ପାଗଳ କରିଛୁ ତୁ , ଗୋଲାପି ଗୋଲାପି , ରଘୁପତି ରାଘବ ରାଜା ରାମ ଭଳି ଫିଲ୍ମ ରେ ଭିନ୍ନ ଭିନ୍ନ ହିରୋ ଙ୍କ ସହିତ ଅଭିନୟ କରିଥିବାର ଦେଖିବା ପାଇଁ ମିଳିଛନ୍ତି ।

Riya

ତେବେ ଆଜିର ନିଜ ଜିବନ ର ପ୍ରକୃତ ଜିବନ ସାଥି ପାଇଥିବା ବେଳେ ରଆ ବହୁତ ଖୁସୀରେ ରହିଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ରିଆ ଦେ ଙ୍କ ଅଭିନୟ କୁ କେତେ ପରିମାଣ ରେ ଭଲ ପାଆନ୍ତି ଏବଂ ଆପଣ ମାନଙ୍କୁ ତାଙ୍କର କେଉଁ ଫିଲ୍ମ ବେଶି ଭଲ ଲାଗିଛି । ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *