ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ସମୟ ପାଇଁ ଓଡିଆ ସିନେମା ଜଗତ ପାଇଁ ଯାହା ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିଛି । ଆଜି ପ୍ରସିଦ୍ଧ କଳାକାର ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଏବଂ ଓଡିଆ ସିନେମା ଜଗତରେ ଶୋକ ର ଲହରୀ ଖେଳି ଯାଇଛି । ଓଡିଆ ସିନେମା ପାଇଁ ଆଉ ଏକ ଦୁଃଖଦ ଖବର । ହୃଦଘାତରେ ତାଙ୍କର ମୃ-ତ୍ୟୁ ହୋଇଥିଲା ସୂଚନା ମିଳିଛି ।
ରାଜ୍ୟ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ପୂର୍ବରୁ ସୁନା ଶଙ୍ଖାଳି, ପବିତ୍ର ବନ୍ଧନ ସିନେମା ସେ ସଫଳ ଭାବରେ ପରିଚିତ କରାଇପାରିଥିଲା । ତେବେ ଏହାଙ୍କର ଲିଖିତ ଦ୍ୱାରା ନିର୍ଦ୍ଦେଶିତ ଓଡିଆ ନାଟକ ଭାଉଲିମକା ବୋକ ଅପ ରେକର୍ଡ ରେ ସ୍ଥାନ ପାଇଁଛି । ସିନେମା ଅପେକ୍ଷା ସେ ନାଟକ କ୍ଷେତ୍ରରେ ସେ ଅଧିକ ସକ୍ରିୟ ଥିଲେ । ବିଭିନ୍ନ ମଞ୍ଚରେ ଅନେକ ନାଟକ ଦର୍ଶକଙ୍କ ପ୍ରସଂଶା ସାଉଁଟି ପାରିଛି ।
ବର୍ତ୍ତମାନ ସେ ବାବା ନାମକ ନାଟକ ଭାବରେ କାର୍ଯ୍ୟ କରୁଥିଲେ । ରବିବାର ସକାଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଓଡ଼ିଆ ସିନେମା ଜଗତର ଜଣାଶୁଣା ନିର୍ଦ୍ଦେଶକ ଲେଖକ ତଥା ନାଟ୍ୟକାର ପ୍ରଦୀପ ଭୋଳଙ୍କ ୫୯ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଛି ।
ଏକ ଧାରାରେ ସେ ଜଣେ ସିନେମା ନିର୍ଦ୍ଦେଶକ । ତାଙ୍କ ନିର୍ଦ୍ଦେଶିତ ତିନି ସିନେମା ପାଇଁ ରାଜ୍ୟ ଶ୍ରେଷ୍ଠ ପୁରସ୍କାର ପାଇଁଥିବା ବେଳେ ତାଙ୍କର ଅନେକ ନିର୍ଦ୍ଦେଶିତ ସୁପରହିଟ୍ ହୋଇଥିଲା । ଓଡିଆ ସିନେମା ନିର୍ଦ୍ଦେଶକ ପ୍ରଦୀପ ଭୋଳଙ୍କ ପରଲୋକ ହୋଇଛି । ହୃଦଘାତରେ ମୃ-ତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କ ପରଲୋକ ରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଓଡିଆ ସିନେମା ଜଗତରେ ଶୋକ ର ଲହରୀ ଖେଳି ଯାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।