ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବଙ୍ଗୋପସାଗର ରେ ସାମ୍ଭାବ୍ୟ ବାତ୍ୟା ମାଣ୍ଡୋସ ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନା 8 ରେ କରିପାରେ ଲେଣ୍ଡଫଲ । ଚାଲନ୍ତୁ ସଂମ୍ପର୍ଣ୍ଣ ଅପଡେଟ କଣ ରହିଛି ଜାଣିନେବା । ତେବେ ବନ୍ଧୁଗଣ ବଙ୍ଗୋପସାଗର ରେ ଦାନା ବାନ୍ଧୁଛି ଘୃର୍ଣ୍ଣିଂ ବଳୟ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଲଘୁଚାପ ପରେ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଭାରତିୟ ପାଣିପାଗ ବିଭାଗ ।
ତତା IMD 8 ତାରିଖ ସୁଧା ତାମିଲନାଲ , ପଣ୍ଡିଚେରୀ , ଆନ୍ଧ୍ରପ୍ରଦେଶର ଉପକୂଳ ବର୍ତ୍ତି ଅଞ୍ଚଳରେ ସାମ୍ଭାବ୍ୟ ବାତ୍ୟା ମାଣ୍ଡୋସ ଲେଣ୍ଡଫଲ କରିବା ନେଇ ଜଣା ପଡିଛି । ତେବେ ବନ୍ଧୁଗଣ ବାତ୍ୟାକୁ ନେଇ ଭୟ ବଢିବାରେ ଲାଗିଛି । IMD ର ରିପୋର୍ଟ ଅନୁଯାୟୀ ଦକ୍ଷିଣ ଆଣ୍ଡାମାନ ସଗର ଏବଂ ଏହାର ଆଖ ପାଖ ଅଞ୍ଚଳରେ ଘୃର୍ଣ୍ଣିଂ ବଳୟ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ମଙ୍ଗଳବାର ସୁଧା ବଙ୍ଗୋପସାଗର ରେ ଲଘୁଚାପ ର ରୂପ ନେବ ।
ପରେ ଏହା ବାତ୍ୟା ମାଣ୍ଡୋସ ର ରୂପ ନେଇ ଦକ୍ଷିଣ ପୂର୍ବ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ, ତାମିଲନାଡୁ , ପଣ୍ଡିଚେରୀ ଉପରେ ଏହାର ପ୍ରଭାବ ପକେଇବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସୂଚନା ଅନୁସାରେ ବଙ୍ଗୋପସାଗର ରେ ସୃଷ୍ଟ ଲଘୁଚାପ । 8 ତାରିଖ ସକାଳ ସୁଧା ତାମିଲନାଡ ଏବଂ ପଣ୍ଡିଚେରୀ ର ଉପକୂଳ ବର୍ତ୍ତି ଅଞ୍ଚଳରେ ଲେଣ୍ଡଫଲ କରିବ ।
ସାମ୍ବାବ୍ୟ ବାତ୍ୟା ମାଣ୍ଡୋସ ପ୍ରଭାବରେ ଆଣ୍ଡାମାନ ନିକୋବର ଦୀପ ପୁଞୀରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷାର ସମ୍ଭାବନା ରହିଛି । 7 ତାରିଖ ମଧ୍ୟାନ୍ନ ସୁଧା ତାମିଲ ନାଡୁ , ପଣ୍ଡିଚେରୀ ଏବଂ ଉତ୍ତର ଉପକୂଳ ର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେବେ ଏହି ବାତ୍ୟା ମାଣ୍ଡୋସ ପାଇ ପବନ ବେଗ ବଢିବା ସହିତ ଘଣ୍ଟା ପ୍ରତି 55 ରୁ 65 କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।