ଓଡିଶା ଆଡକୁ ମାଡି ଆସୁଛି ବାତ୍ୟା । ହୋଇଯାଆନ୍ତୁ ସାବଧାନ…

batya

ଆପଣ ମାନଙ୍କୁ ଆମର ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସୃଷ୍ଟି ହୋଇଥିବା ଲଘୁଚାପ ମାଲେସିଆ ର କୋଷ୍ଟାଲ ରିଜନ ରେ ରହିଛି ହେଲେ ତାହା ବର୍ତମାନ ସମୟ ରେ ଅଧିକ ଘନିଭୂତ ହୋଇ ଆସନ୍ତା 24 ରୁ 36 ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗର କୁ ଆସିଯିବ । ଏବଂ ଜାହା ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରୀ ଘନିଭୂତ ହୋଇ ଆନ୍ଧ୍ର ଓଡିଶା ଉପକୂଳ ହୋଇପାରେ ବୋଲି ଆକଳନ ହୋଇଛି ।

ତେବେ ଏହି ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କେଉଁ କେଉଁ ଜିଲ୍ଲାକୁ ହାଇ ଆଲର୍ଟ ଜାରି ହୋଇଛି । କେଉଁ ଏହି ଲଘୁଚାପ କେଉଁ କେଉଁ ଜିଲ୍ଲା ଉପରେ ପ୍ରଭାବ ପକେଇବ ସେହି ବିଷୟ ରେ ସଂମ୍ପର୍ଣ୍ଣ ସୂଚନା ଆମେ ମାନେ ଜାଣିନେବା । ତେବେ ବନ୍ଧୁଗଣ ଦକ୍ଷିଣ ଆଣ୍ଡାମାନ ସାଗର ରେ 24 ରୁ 36 ଘଣ୍ଟା ମଧ୍ୟରେ ଏହି ସାଇକ୍ଲୋନ ସୃଷ୍ଟି ହେବ । ଜାହାକି ସାଇକ୍ଲୋନ ସର୍କ୍ୟୁଲେସନ ହେବା ନେଇ ପୂର୍ବାନୁମାନ ହୋଇଛି ।

batya

ତେବେ ଦକ୍ଷିଣ ଆଣ୍ଡାମାନ ସଗର ରେ କାଲି ଏହି ଘୃର୍ଣ୍ଣି ବଳୟ ହେବ 5 ତାରିଖ ରେ ଦକ୍ଷିଣ ପୂର୍ବ ବଙ୍ଗୋପାସଗର ରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ କ୍ଷେତ୍ର । ଏହା ପରେ ସାମ୍ଭାବ୍ୟ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହିତ ଅଧିକ ଘନିଭୂତ ହେବାର ସୂଚନା ଦେଇଛି ଭାରତିୟ ପାଣିପାଗ ବିଭାଗ ଅଧିକ ଘନିଭୂତ ହେବ ଏହି ଲଘୁଚାପ 7 ତାରି ସକାଳେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଏହି ଅବପାତ ଡିପରେସନ ରେ ପରିଣତ ହୋଇଯିବ ।

ଏହା ପରେ ପଶ୍ଚିମ ଉତ୍ତର ପଶ୍ଚିମ ଆଡକୁ ଗତି କରିବା ସହିତ ଦକ୍ଷିଣ ପଶ୍ଚିମ ଦିଗରେ ଜାହାକି ବଙ୍ଗୋପ ସାଗର ରେ ପହଁଚିବ ଏବଂ ପରବର୍ତି ସମୟ ରେ 8 ତାରିଖ ସକାଳ ବେଳକୁ ତାମିଲନାଡୁ , ପୁଡୁଚେରୀ ଏବଂ ତାମିଲନାଡୁ ର ସଂଲଗ୍ନ ଅଞ୍ଚଳ କୁ ଛୁଇଁବା ସହିତ ଆନ୍ଧ୍ର ପ୍ରଦେଶ ଉପକୂଳ ରେ ପହଁଚିବ ।

ତେବେ ବାତ୍ୟାର ବର୍ତମାନ ସମୟ ରେ ଜାହାକି ପୂର୍ବାନୁମାନ ହୋଇନାହିଁ IMD ଭାରତିୟ ପାଣିପାଗ ବିଭାଗ ସଂସ୍ଥା । ଲଘୁଚାପ ପ୍ରଭାବରେ ଜାହାକି ଆଣ୍ଡାମାନ ନିକୋବର ଦ୍ୱୀପରେ ହାଲୁକା ରୁ ମଧ୍ୟମ ଧରଣ ର ବର୍ଷା ହେବ । ଏହା ସହିତ କେରଳ , କର୍ଣ୍ଣାଟକ , ତାମିଲନାଡୁ , ଓ ଆନ୍ଧ୍ରରେ ଅତ୍ୟାଧିକ ପରିମାଣ ରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *