୭୧ ବର୍ଷିୟ ବୃଦ୍ଧଙ୍କୁ ଡେଟ କରୁଥିଲେ ୨୩ ବର୍ଷିୟ ଯୁବତୀ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ୭୧ ବର୍ଷୀୟ ବୃନ୍ଧଙ୍କୁ ଡେଟ୍ କରୁ କରୁଥିଲେ ୨୩ ବର୍ଷୀୟ ଯୁବତୀ । ବର୍ତ୍ତମାନ ବିବାହ କରିବାକୁ ହେଲେଣି ପ୍ରସ୍ତୁତ । ଯାହାକୁ ନେଇ ଲୋକଙ୍କ ମନରେ ଚର୍ଚ୍ଚା । ସେପଟେ କୁହାଯାଏ ପ୍ରେମରେ ବୟସ, ଧର୍ମ ଓ ମନ କିଛି ଫରକ ପଡେନି କିନ୍ତୁ ବେଳ ଏମିତିକି କପୁଲ ମାନେ ଦେଖିବାକୁ ପାଉଥାଏ ଯାହାକୁ ନେଇ ଆମେ ଚିନ୍ତାରେ ପଡିଯାଉ ।

କୌତୁହଳ ର ବିଷୟ ଏପରି କପୁଲ ଦେଖି ଲୋକମାନେ ହୁଏତ ସେମାନଙ୍କୁ ବାପ ଝିଅ କିମ୍ବା ଜେଜେବାପା ନାତୁଣୀ ବୋଲି ଭାବି ପାରନ୍ତି । କିନ୍ତୁ ସେମାନେ ପ୍ରେମ କରୁଥିବା ନଜର ଆସିଥାଏ । ଏମିତି ଏକ ଯୁବତୀ ଅନଲାଇନ୍ ପ୍ଲାଟଫର୍ମ ରେ ତାଙ୍କ ପ୍ରେମ କାହାଣୀକୁ ସେୟାର କରିଛନ୍ତି । ଯିଏ ତାଙ୍କ ଠାରୁ ୪୮ ବୟସ ବଡ ପୁରୁଷଙ୍କ ସହ ସମ୍ପର୍କ ରଖିଛନ୍ତି । ତେଣୁ ଜଣେ ୭୧ ବର୍ଷ ର ବୃନ୍ଧଙ୍କୁ ଜଣେ ୨୩ ବର୍ଷୀୟ ଯୁବତୀ ପ୍ରେମ କରୁଛନ୍ତି ।

old man

ଲୋକମାନେ ସମୟର ଅପଚୟ ବୋଲି କହୁଥିବା ବେଳେ ଯୁବତୀ ଜଣକ ବିବାହ କରିବାକୁ ଚାହୁଁଛନ୍ତି । ସେ କହିଛନ୍ତି ଯେ ସେ ତାଙ୍କ ପୁରୁଣା ପ୍ରେମିକ ସହ ଦୁଇ ବର୍ଷ ସମ୍ପର୍କରେ ଅଛନ୍ତି । ବର୍ତ୍ତମାନ ସେ ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏକ ରିପୋର୍ଟ ଅନୁସାରେ ଯୁବତୀ ଜଣକ କହିଛନ୍ତି ଯେ ୭୧ ବର୍ଷୀୟ ପ୍ରେମିକ ସ୍ୱାସ୍ଥ୍ୟ ଏକଦମ୍ ଭଲ ରହିଛି ।

ତାଙ୍କର ୭୧ ବର୍ଷର ପିତା ମାତା ବି ଏବେ ଜିବୀତ ଅଛନ୍ତି । ଏଭଳି ପରିସ୍ଥିତି ରେ ସେ ଆଶା କରିଛନ୍ତି ଯେ ଅତି କମ୍ ରେ ୨୦ ବର୍ଷ ପର୍ଯ୍ୟନ୍ତ ତାଙ୍କ ସହ ବିବାହିତ ଜୀବନ ବିତାଇ ପାରିବେ । ତେବେ ସେ ଜାଣନ୍ତି ଯେ ତାଙ୍କ ପ୍ରେମିକର ପୂର୍ବରୁ ଷ୍ଟୋକ ହୋଇଥିଲା ଏବଂ ସେମାନଙ୍କର କୌଣସି ସନ୍ଧାନ ନାହିଁ ।

ତେଣୁ ତାଙ୍କର ଯତ୍ନ ନେବା ତାଙ୍କର ଦାୟୀତ୍ୱ ହେବ । ଏଥିରେ ଯୁବତୀର କୌଣସି ବି ଅସୁବିଧା ନାହିଁ । ଯୁବତୀର କାହାଣୀ ଶୁଣି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । କିନ୍ତୁ ଲୋକ ତାଙ୍କ ନିଷ୍ପତ୍ତିକୁ ସଠିକ୍ ସମ୍ଭେଦନ ଶୀଳ ବୋଲି କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *