୯ ବର୍ଷର ପ୍ରେମ ହେଲା ସଫଳ, ପ୍ରେରଣାଙ୍କ ମଥାରେ ଲାଗିଲା ଅଶ୍ୱିନୀଙ୍କ ସିନ୍ଦୂର !

Ashwin

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅନ୍ୟକୁ ଲଭରେ ସକ୍ସେସ୍ ଦେଉଥିବା ଲଭ ଗୁରୁ ଅନ୍ୟକୁ ଲଭରେ ସକ୍ସେସ୍ ଦେଇଛନ୍ତି । ଦୁହେଁ ବର୍ତମାନ ସମୟ ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଦୁଇ ପ୍ରେମ ପକ୍ଷୀ ଙ୍କ ବିବାହ ସରିଥିବା ବେଳେ ଏବେଠାରୁ ଆରମ୍ଭ ହେବାକୁ ଯାଉଛି ସେମାନଙ୍କ ନୂଆ ବୈବାହିକ ଜିବନ ।

ନିଜର ପ୍ରିୟଜନ ଏବଂ ବନ୍ଧୁ ବାନ୍ଧବ ଙ୍କ ସମେତ ଓଲିଉଡ ର କଳାକାର ରଜନୈତିକ ବ୍ୟକ୍ତି ବିଶେଷ ପ୍ରତିଷ୍ଟିତ ବ୍ୟବସାୟୀ , ଏବଂ କିଛି ଆଗ ଧାଡିର ବ୍ୟକ୍ତି ବିଶେଷ ମାନେ ଅଶ୍ୱନୀ ଏବଂ ପ୍ରେରଣା ଙ୍କ ବାହାଘର ରେ ଯୋଗ ଦେଇଥିଲେ । ଆଉ ଡିଜେ ଲାଇଟ ସହିତ ବହୁତ ଠୁମକା ମଧ୍ୟ ଦେଇଥିଲେ ।

Ashwin

ଅନ୍ୟପଟେ ପ୍ରେରଣା ମଧ୍ୟ ଲାଲ ଟୁକଟୁକ ସାଧବ ବୋହୁ ହୋଇ ଅପେକ୍ଷା କରିଥିଲେ ନିଜର ମନର ରାଜାଙ୍କୁ । ଚାରିଆଡେ ରଜନି ଗନ୍ଧା ଏବଂ ଡିଜେ ଲାଇଟ ରେ ସଜା ହୋଇଥିଲା । କେବଳ ସେତିକି ନୁହେଁ ଚାରିଆଡେ ଆଶ୍ୱନୀ ଏବଂ ପ୍ରେରଣା ଙ୍କ ଫୋଟ ବି ଲାଗିଥିଲା । ତେବେ ଶେଷରେ ଦିର୍ଘ 9 ବର୍ଷର ବ୍ୟବଧାନ ପରେ ସଫଳ ହେଲା ସେମାନଙ୍କ ପ୍ରେମ ଏବଂ ପଡିଲା ସେମାନଙ୍କ ହାତ ଗଣ୍ଠୀ । ଆଉ ଶେଷରେ ସାତ ଜନ୍ମ କୁ ସାକ୍ଷୀ ରଖି ବିବାହ କରିଛନ୍ତି ।

ଗୋଟିଏ ଆଡ ସୁଟିଂ ରେ ଦେଖା ହୋଇଥିଲେ ଓଲିଉଡ ର ଏହି ଦୁଇ ଯୋଡି । ତେବେ ଆପଣ ମାନେ ଜାଣିଥିବେ ଅଶ୍ୱନୀ ଏବଂ ପ୍ରେରଣା ବହୁତ ଭଲ ଆଙ୍କରିଂ କରିଥାନ୍ତି । ଏହା ସହିତ ଅଶ୍ୱନୀ ବହୁତ ସାରା ସିନେମା ରେ ଅଭିନୟ କରିଛନ୍ତି । ବହୁତ ସାରା ରିଆଲିଟି ସୋ ବହୁତ ସାରା ୱେବସିରିଜ ରେ ବି ମଧ୍ୟ ସେ ଅଭିନୟ କରିଥିବାର ଦେଖିବା ମିଳିଛନ୍ତି ଅଶ୍ୱନୀ ।

ଏହା ସହିତ ଅଶ୍ୱନୀ ଙ୍କର ବହୁତ ସାରା ଆଲବମ୍ ବି ସାରା ଓଡିଶା ରେ ରିଲିଜ ହୋଇଥିବାର ଦେଖିବା ପାଇଁ ମିଳିଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଓଲିଉଡ ର ଜବର୍ଦୋସ୍ତ ଯୋଡି ଅଶ୍ୱନୀ ଏବଂ ପ୍ରେରଣା କେମିତି ଲାଗନ୍ତି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *