ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ବିବାହିତ କି ? କେନ୍ଦ୍ର ସରକାର ଆଣିଛନ୍ତି ନୂଆ ୟୋଜନା । ମିଳିବ ମାସକୁ 18,500 ଟଙ୍କା । ବର୍ତମାନ ସମୟ ରେ ବିବାହିତ ମାନଙ୍କ ପାଇଁ ଖୁସୀ ଖବର । କେନ୍ଦ୍ର ସରକାର ବର୍ତମାନ ସମୟ ରେ ବିବାହିତ ମାନଙ୍କ ପାଇଁ ନୂଆ ଯୋଜନା ଆଣିଛନ୍ତି । ଯେଉଁଥିରେ ତାଙ୍କୁ ଅନେକ କିଛି ସୁବିଧା ମିଳିବାକୁ ଯାଉଛି । ତେବେ କେନ୍ଦ୍ର ସରାକାର ଙ୍କ ଅନେକ ଯୋଜନା ମଧ୍ୟରୁ ପ୍ରତି ମାସରେ ଅନେକ ଲୋକ ମାନଙ୍କୁ ଟଙ୍କା ମିଳୁଛି ।
ସେହି ପରି ଗୋଟେ ଯୋଜନା ହେଲା ପ୍ରଧାନ ମନ୍ତ୍ରୀ ବୟା ବନ୍ଦନା ଯୋଜନା । ଏହି ଯୋଜନା ରେ ଆପଣ ମାନଙ୍କୁ ପ୍ରତି ମାସରେ କିଛି ଟଙ୍କା ମିଳିବ । ଏହି ଯୋଜନା ର ଲାଭ 2023 ମାର୍ଚ୍ଚ 31 ଯାଏ ଆପଣ ମାନେ ଉଠେଇ ପାରିବେ । ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି ଏହା ଏକ ପ୍ରକାରର ପେନସନ ଯୋଜନା । ଏହିଥିରୁ ଆପଣ ମାନଙ୍କୁ ପ୍ରତି ମାସରେ ଟଙ୍କା ମିଳିବ । ଏହିଥିରେ ପତି ପତ୍ନୀ ଙ୍କୁ ମାସକୁ 18,500 ଟଙ୍କା ମିଳିବ ।
ସବୁଠୁ ଖାସ କଥା ହେଲା ଏହିଥିରେ ଟଙ୍କା ରଖିବା ବହୁତ ସୁରକ୍ଷିତ ଅଟେ । ଏବଂ 10 ବର୍ଷ ପରେ ଆପଣ ମାନଙ୍କୁ ସୁଧ ସହିତ ଟଙ୍କା ମିଳିବ । ତେବେ ଆପଣ ମାନେ ଭାବୁଥିବେ କେମିତି ମିଳିବ ଏହି ଟଙ୍କା । ଯଦି ପତି ପତ୍ନୀ ଏହି ଯୋଜନା ରେ 15 ଲକ୍ଷ ଟଙ୍କା ଲେଖାଏଁ ଏହି ଯୋଜନା ରେ ନିବେଶ କରିବେ ତେବେ ସେମାନଙ୍କୁ 30 ଲକ୍ଷ ଟଙ୍କା ଉପରେ 7.4 ପ୍ରତିଶତ ସୁଧ ମିଳିବ ।
ଏହି ରାଶି ଉପରେ ଆପଣଙ୍କୁ ବାର୍ଷିକ ଦୁଇ ଲକ୍ଷ 22 ହଜାର ର ଆୟ ହୋଇ ପାରିବ । ଏବଂ ଏହି ରାଶି ପେନସନ ଭାବେ ଆପଣଙ୍କ ଖାତାକୁ ଆସିବ । ଯଦି ଆପଣ ଏକାକି ଏହି ଯୋଜନା ରେ ନିବେଶ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଅଧିକତମ 15 ଲକ୍ଷ ଟଙ୍କା ନିବେଶ କରି ପାରିବେ । ଯେଉଁଥିରେ ଆପଣ ମାନଙ୍କୁ 1 ଲକ୍ଷ 11 ହଜାର ଟଙ୍କା ଅର୍ଥାତ ମାସିକ 9,250 ଟଙ୍କା ମିଳିବ । ଏହି ଯୋଜନା ର ଅବଦ୍ଧି 10 ବର୍ଷ ରହିଛି । ଆପଣ 10 ବର୍ଷ ପାଇଁ ଏହି ଯୋଜନା ରେ ଟଙ୍କା ନିବେଶ କରିବେ ଏବଂ 10 ବର୍ଷ ପରେ ଆପଣ ମାନଙ୍କୁ ସୁଧ ମୂଳ ସହିତ ଟଙ୍କା ମିଳିଯିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।