ମାସକୁ ମିଳିବ ୧୮ ହଜାର ୫ ଶହ ଟଙ୍କା ,ବିବାହିତ ଙ୍କ ପାଇଁ ଖୁସି ଖବର !

married

ଆପଣ ମାନଙ୍କୁ ଆମର ପୋର୍ଟଲ କୁ କରୁଛୁ । ବନ୍ଧୁଗଣ ବିବାହିତ ହୋଇଛନ୍ତି କି? ଆପଣଙ୍କ ପାଇଁ ଖୁସି ଖବର । ମୋଦି ସରକାର ଆଣିଛନ୍ତି ନୂଆ ଯୋଜନା । ମାସକୁ ମିଳିବ ୧୮ ହଜାର ୫ଶହ ଟଙ୍କା । ବିବାହିତଙ୍କ ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ନୂଆ ଯୋଜନା । ଏଣିକି ଏଥିରେ ଆପଣ ନିବେଶ କରି ଆପଣ ମାସକୁ ୧୮ ହଜାର ୫ ଶହ ଟଙ୍କା ରୋଜଗାର କରି ପାରିବେ । ପ୍ରଧାନମନ୍ତ୍ରୀ ବୈବନ୍ଦନା ଅନୁଯାୟୀ ଆପଣ ଏହାର ଲାଭ ଉଠାଇ ପାରିବେ ।

୨୦୨୩ ମାର୍ଚ୍ଚ ୩୧ ସୁଧା ଆପଣ ଏହି ଯୋଜନାର ଲାଭ ପାଇଁ ପାରିବେ । ଏହି ଯୋଜନା ଏକ ପେନସନ ଯୋଜନା ହୋଇଥିବା ବେଳେ ଉଭୟ ପତି ପତ୍ନୀକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ନିବେଶ କରିବାକୁ ହେବ । ଏହି ନିବେଶର ଅବଧି ୧୦ବର୍ଷ ହୋଇଥିବା ବେଳେ ୩୦ ଲକ୍ଷ ଟଙ୍କା ଉପରେ ଆପଣଙ୍କୁ ୭.୪୦ ପ୍ରତିଶତ ସୁଧ ମିଳିବ । ଯାହାକୁ ହିସାବ କରିବାକୁ ଗଲେ ମାସକୁ ପ୍ରାୟ ୧୮ ହଜାର ୫ ଶହ ଟଙ୍କା ହେବ ।

marriag

ଯଦି ଆପଣ ଏହି ଯୋଜନାରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଅତି କମ୍ ରେ ୧୫ ଲକ୍ଷ ଟଙ୍କା ନିବେଶ କରିବାକୁ ହେବ । ଏହି ରାଶି ଉପରେ ଆପଣ ବାର୍ଷିକ ୨ ଲକ୍ଷ ୨୨ ହଜାର ର ଆୟ କରି ପାରିବେ । ଯଦି ଏହି ସୁଧ ଟଙ୍କାକୁ ମାସ ହିସାବରେ ବଣ୍ଟାଯାଏ ତେବେ ମାସକୁ ଜଣକୁ ୧୮ ହଜାର ୫ ଶହ ଟଙ୍କା ମିଳିବ । ଏହି ରାଶି ପେନସନ ଭାବରେ ଆପଣଙ୍କ ଖାତାକୁ ଆସିବ ।

ଯଦି ଆପଣ ଏକାକୀ ଏହି ଯୋଜନା ରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣ ୧୫ ଲକ୍ଷ ଟଙ୍କା ନିବେଶ କରି ପାରିବେ । ଯେଉଁଥିପାଇଁ ଆପଣଙ୍କୁ ୧ ଲକ୍ଷ ୧୧ ହଜାର ଟଙ୍କା ଅର୍ଥାତ୍ ମାସିକ ୨ ହଜାର ୨ଶହ ୫୦ ଟଙ୍କା ମିଳିବ । ନିବେଶର ସର୍ବନିମ୍ନ ଅବଧି ୧୦ ବର୍ଷ ହୋଇଥିବା ବେଳେ ଏହାପରେ ସୁଧ ସମେତ ସମସ୍ତ ଟଙ୍କା ଫେରି ପାଇଁବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *