11 ଡିସେମ୍ବର 2022 ରାଶିଫଳ – ଆଜିଠୁ ବଦଳିବାକୁ ଜାଉଛି ଏହି ସବୁ ରାଶିଙ୍କ ଭାଗ୍ୟ

rasiphala

ମେଷ ରାଶି- ଆଜି ଆପଣଙ୍କ ଦିନ ମିଳାମିଶା ରହିବ । କୋର୍ଟ କଚେରି ମାମଲାରୁ ଦୁରେଇ ରହିବାକୁ ହେବ । ଆପଣ କେଉଁ ବି ପ୍ରକାରର ବାଦ ବିବାଦରେ ପଡନ୍ତୁ ନାହିଁ । ଆପଣ ଯେତେ ବି ପରିଶ୍ରମ କରିବେ ତାହାର ଅନୁସାରେ ଫଳର ପ୍ରାପ୍ତି ହେବ  । ଚାକିରି କ୍ଷେତ୍ରରେ ସମସ୍ତଙ୍କ ସହ ଭଲ ତାଳମେଳ ବନାଇ ରଖନ୍ତୁ , ଯେଉଁ ବ୍ୟକ୍ତି ମାନେ ଲମ୍ବା ସମୟରୁ ଚାକିରିର ଅନ୍ୱେଷଣରେ ଅଛନ୍ତି ତାଙ୍କୁ ଭଲ ଅବସର ମିଳିପାରିବ , ମା ବାପାଙ୍କ ଆଶିର୍ବାଦ ମିଳିପାରିବ , ଘରର ଛୋଟ ଛୋଟ ଛୁଆଙ୍କ ସହ ଭଲ ସମୟ ବ୍ୟତିତ କରିବେ , ଆପଣ ନିଜ ଚତୁରାଇରେ ସବୁ କାର୍ଯ୍ୟରେ ସଫଳତା ହାସିଲ୍ କରିପାରିବେ । ବିଦ୍ୟାର୍ଥୀଙ୍କୁ କଠିନ ବିଷୟରେ ଧ୍ୟାନ ଦେବାର ଆବଶ୍ୟକତା ଅଛି ।

ବୃଷ ରାଶି- ଆଜି ଆପଣଙ୍କ ମାନ ସମ୍ମାନ ବଢିବ । ଚାକିରି କ୍ଷେତ୍ରରେ ବଡ ଅଧିକାରୀ ଆପଣଙ୍କ କାମକୁ ପ୍ରଶଂସା କରିବେ , ଯାହାକୁ ଶୁଣିକରି ଆପଣଙ୍କ ମନ ହର୍ଷିତ ହେବ  ଯେଉଁ ଯୁବା ଚାକିରି ଅନ୍ୱେଷଣରେ ଅଛନ୍ତି ତାଙ୍କୁ ବି ମିତ୍ରଙ୍କ ଦ୍ୱାରା କିଛି ନୁଆ ଅଫର୍ ମିଳିପାରେ, ଆପଣ ନିଜ ମଧୁର ବାଣୀ ଦ୍ୱାରା ଅନ୍ୟଙ୍କ ହୃଦୟ ଜିତିବାରେ ସଫଳ ହେବେ, ଘର ପରିବାରରେ ଚାଲୁଥିବା ଅସୁବିଧାର ସମାଧାନ ହେବ । ଜୀବନସାଥୀଙ୍କ ସହ ଚାଲୁଥିବା ମତଭେଦ ଦୁର ହୋଇଯିବ, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ଉତ୍ତମ ପ୍ରସ୍ତାବ ମିଲିପାରିବ । ଶଶୁରଘର ପକ୍ଷରୁ କେଉଁ ବ୍ୟକ୍ତି ଯଦି ଆପଣଙ୍କ ଠାରୁ ଉଧାର ନେଇଛନ୍ତି ତେବେ ସେ ଆପଣଙ୍କ ସଂମ୍ପର୍କରେ ଫାଟ ସୃଷ୍ଟି କରିପାରନ୍ତି, ବିଷମ ପରିସ୍ଥିତିରେ ଧୈର୍ଯ୍ୟ ବନାଇ ରଖନ୍ତୁ ।

ମିଥୁନ ରାଶି- ଆଜି ଆପଣଙ୍କ ଦିନ କଠିନ ନଜର ଆସୁଛି । ଆପଣ କେଉଁଠି ବି ପଇସା ନିବେଶ କରିବାର ଯୋଜନା ବନାଇଛନ୍ତି ତେବେ ଆଜିର ଦିନ ଆପଣଙ୍କ ପାଇଁ ମଙ୍ଗଳକାରି ସିଦ୍ଧ ହେବ ନାହିଁ । ଆପଣ ଲମ୍ବା ଯାତ୍ରାରେ ଯାଆନ୍ତୁ ନାହିଁ, କାରଣ ଦୂର୍ଘଟଣା ହେବାର ଆଶଙ୍କା ନଜର ଆସୁଛି । ଘର ପରିବାର ସଦସ୍ୟଙ୍କ ସହ ଅଧିକା ସମୟ ବିତାଇବାକୁ ଚେଷ୍ଟା କରିବେ , ବନ୍ଧୁଙ୍କ ସହ ମନୋରଞ୍ଜକ ଯାତ୍ରାର ପ୍ରୋଗ୍ରାମ୍ ବନାଇପାରନ୍ତି । ପଇସା ଉଧାର ଦେଣଲେଣ କରନ୍ତୁ ନାହିଁ ନହେଲେ ଅର୍ଥହାନୀ ହୋଇପାରେ, ଯଦି ଆପଣ କିଛି ନୁଆ ବେପାର ଆରମ୍ଭ କରିବାକୁ ଯାଉଛନ୍ତି ତେବେ କିଛି ଦିନ ଅଟକିଯାଆନ୍ତୁ । ଜୀବନସାଥୀଙ୍କ ସହ ହୃଦୟର କଥା ସେୟାର୍ କରିବେ । ଯାହାଦ୍ୱାରା ମନ ହାଲକା ରହିବ । ପ୍ରେମ ଜୀବନରେ ଉତଥାନ ପତନ ସ୍ଥିତି ନଜର ଆସୁଛି ।

କର୍କଟ ରାଶି- ଆଜି ଆପଣଙ୍କ ଦିନ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସାମାନ୍ୟ ନଜର ଆସୁଛି । ଆପଣ ନିଜ ଖାଦ୍ୟପେୟରେ ସୁଧାର କରନ୍ତୁ ବାହାର ଖାଦ୍ୟପାନୀୟରୁ ଦୁରେଇ ରୁହନ୍ତୁ । ଭାଗ୍ୟରୁ ଅଧିକା ଆପଣଙ୍କୁ ନିଜ ପରିଶ୍ରମ ଉପରେ ଭରସା କରିବାର ଅଛି, ଚାକିରି କ୍ଷେତ୍ରରେ ଆପଣ ନିଜ ସବୁ କାର୍ଯ୍ୟ ସମୟରେ ପୁରା କରନ୍ତୁ, ନହେଲେ ବଡ ଅଧିକାରୀଙ୍କ ଦ୍ୱାରା ନାରାଜ୍ ହେବାର ସ୍ଥିତି ଉତ୍ପନ୍ନ ହୋଇପାରେ , ଗୁପ୍ତ ଶତ୍ରୁ ଆପଣଙ୍କ କାମ ବିଗାଡିବାରେ ଚେଷ୍ଟା କରିବେ , ବିଜନେସ୍ କରୁଥିବା ବ୍ୟକ୍ତିଙ୍କୁ ଆଜି ଦିନ ଭଲ ରହିବ, ଯଦି ଆପଣ କାହାର ସାହାଯ୍ୟ କରିବେ ତେବେ ଆପଣ ବି ତାଙ୍କ ଠାରୁ ସାହାଯ୍ୟ ପାଇବେ , ମା ବାପାଙ୍କ ଆଶିର୍ବାଦ ନେଇକରି ଯାହା ବି କାର୍ଯ୍ୟ କରିବେ ତାହା ନିଶ୍ଚିତ ଫଳପ୍ରାପ୍ତି ହେବ ।

ସିଂହ ରାଶି- ଆଜି ନୁଆ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ କିଛି ନୁଆ ଅବସର ମିଳିବାର ସଙ୍କେତ ମିଳିବ । ଆପଣ ନିଜ ଭାବନା ସକରାତ୍ମକ ବନାଇ ରଖନ୍ତୁ, ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, ଯଦି ଆପଣ ପୁର୍ବରୁ କାହାକୁ ପଇସା ଉଧାର ଦେଇଛନ୍ତି ତେବେ ତାହା ଫେରିପାରିବେ । ଅଫିସ୍ ର ବାତାବାରଣ ଆପଣଙ୍କ ପକ୍ଷରେ ରହିବ । ବଡ ଅଧିକାରୀଙ୍କ କୃପା ଦୃଷ୍ଟି ମିଳିପାରିବ, ଆପଣ ଯେତେ ପରିଶ୍ରମ କରିବେ ସେହି ଅନୁସାରେ ଫଳ ପ୍ରାପ୍ତି ହେବ ।

କନ୍ୟା ରାଶି- ଆଜି ଆପଣଙ୍କ ଦିନ ବହୁତ ମହତ୍ତ୍ୱପୁର୍ଣ୍ଣ ନଜର ଆସୁଛି । ଆପଣ ନିଜ ଚେଷ୍ଟାରେ ଅଟକିଥିବା କାମକୁ ପୁରା କରିବେ, ଆପଣଙ୍କ ପରିଶ୍ରମ କାର୍ଯ୍ୟରେ ଲାଗିବ, ବିଦ୍ୟାର୍ଥୀଙ୍କୁ କେଉଁ ପ୍ରତିଯୋଗିତା ପରିକ୍ଷାରେ କଠିନ ପରିଶ୍ରମ କରିବାକୁ ପଡିପାରେ, ତେବେ ଯାଇ ସଫଳତା ହାସିଲ୍ କରିପାରିବେ । ସ୍ୱାସ୍ଥ୍ୟ ଭଲ ରହିବ, ଖାଦ୍ୟପେୟରେ ରୂଚି ବଢିବ, କାରୋବାର ବ୍ୟକ୍ତିଙ୍କୁ ଲାଭର ସଂମ୍ଭାବନା ଅଛି ।

ତୁଳା ରାଶି- ଆଜି କେଉଁ କଥାକୁ ନେଇକରି ମାନସିକ ଚିନ୍ତା ବଢିପାରେ, ଯାହାକୁ ନେଇ କାମକାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବାରେ କଠିନତା ରହିବ । ଆପଣ ନିଜ ଉପରେ ନକରାତ୍ମକ ବିଚାରକୁ ଆଣିବାକୁ ଦିଅନ୍ତୁ ନାହିଁ, ବିଜନେସ୍ ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଉପଦେଶ ଦିଆଯାଉଛି କି ଯଦି କେଉଁ ମହତ୍ତ୍ୱପୁର୍ଣ୍ଣ କାଗଜପତ୍ରରେ ହସ୍ତାକ୍ଷର କରୁଛନ୍ତି ତେବେ ଭଲସେ ପଢିନିଅନ୍ତୁ ।

ବିଛା ରାଶି-ଆଜି ଆପଣଙ୍କ ଦିନ ଭଲ ରହିବ, ଭାଇ ଭଉଣୀଙ୍କ ପୁରା ସାହାଯ୍ୟ୍ ମିଳିବ, ଅଚାନକ ଆର୍ଥିକ ଲାଭ ମିଳିବାର ଆଶା ଅଛି, ଉଧାର ଦେଇଥିବା ପଇସା ଫେରିପାରିବେ । ଆପଣ ଲାଭଦାୟକ ଯାତ୍ରାରେ ଯାଇପାରନ୍ତି, ବେପାରରେ ମନ ମୁତାବିକ ଲାଭ କମାଇପାରିବେ, ବେପାରରେ ଲାଭ କମାଇବାରେ ସଫଳ ହେବେ, ରୋଜଗାର ଦିଗରେ କରାଯାଇଥିବା ପ୍ରୟାସ ସଫଳ ହେବ ।

ଧନୁ ରାଶି- ଆଜି ଆପଣଙ୍କୁ ବିଷମ ପରିସ୍ଥିତିରେ ଦେଖିକରି କାମ କରିବାକୁ ହେବ, କେଉଁ ବି ପ୍ରକାରର ବାଦ ବିବାଦରେ ପଡନ୍ତୁ ନାହିଁ, ପରିବାର ଲୋକଙ୍କ ସହ ଅଧିକା ସମୟ କଟାଇବା ପାଇଁ ଚେଷ୍ଟା କରନ୍ତୁ, ଅଚାନକ କେଉଁ ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ, ଯାହାଦ୍ୱାରା ପୁରୁଣା ସ୍ମୃତି ଉଜାଗର ହେବ, କାର୍ଯ୍ୟ କ୍ଷେତ୍ରରେ ନୁଆ ବିଚାର ଆସିବ, ଆଇନ୍ କାମକୁ ନେଇକରି ଅସୁବିଧା ବଢିପାରେ,

ମକର ରାଶି- ଆଜି କାର୍ଯ୍ୟକ୍ଷେତ୍ରରେ ସବୁ ଜିନିଷ ସୁଚାର ରୁପେ ସଂମ୍ପାଦନ ହେବ, ଅଚାନକ କେଉଁ ସଂମ୍ପର୍କୀୟଙ୍କ ଠାରୁ ଖୁସି ଖବର ମିଳିବାର ସଂମ୍ଭାବନା ଅଛି, ସଂମ୍ପତ୍ତି ସହ ଯୋଡି ହୋଇଥିବା ମାମଲାରୁ ଫାଇଦା ମିଳିବ, ଛୋଟ ମୋଟ ବେପାରୀଙ୍କୁ ଲାଭ ମିଳିବ, କାରୋବାରରେ ବୃଦ୍ଧି ହେବ, ବହୁତ ଲମ୍ବା ସମୟରୁ ଅଟକିଥିବା କାମ ପୁରା ହୋଇପାରେ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ମଉକା ମିଳିବ ।

କୁମ୍ଭ ରାଶି- ଆଜି ଆପଣଙ୍କୁ ନିଜ ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବାକୁ ହେବ, ବେପାରରେ ମନ ମୁତାବିକ ଲାଭ ମିଳିବ, ଆଜି କିଛି ବିପଦପୁର୍ଣ୍ଣ କାମ କରନ୍ତୁ ନାହିଁ, ନହେଲେ କ୍ଷତି ହୋଇପାରେ, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ, ପ୍ରେମ ଜୀବନରେ ସୁଧାର ଆସିବ, ବହୁତ ଜଲଦି ପ୍ରେମ ବିବାହ ହୋଇପାରେ, ବେପାରରେ ବିସ୍ତାର ହେବ ।

ମୀନ ରାଶି – ଏହି ଦିନ ଆପଣ ଯେକୌଣସି ନୂତନ ଯୋଜନା ପ୍ରସ୍ତୁତ କରିପାରିବେ | ଲୋକମାନେ କ୍ଷେତ୍ର ସହିତ ଜଡିତ ଯେକୌଣସି ନୂତନ ଯୋଜନା ସହିତ କଥା ହୋଇପାରିବେ | ତୁମର ଅନେକ ପ୍ରକାରର ଦାୟିତ୍। ରହିପାରେ | ପରିବାରର ଆବଶ୍ୟକତା ଏବଂ କାର୍ଯ୍ୟକାରିତା ପାଇଁ ଆପଣଙ୍କୁ ବହୁତ ସମୟ ବିତାଇବାକୁ ପଡିପାରେ | ଅଧିକାରୀମାନେ ମଧ୍ୟ ଆପଣଙ୍କ ଉପରେ ଖୁସି ହୋଇପାରନ୍ତି | ଆପଣଙ୍କ ଆଖପାଖରେ କିଛି ଲୋକ ଆପଣଙ୍କ ଉପରେ ନିର୍ଭର କରିବେ | ପ୍ରେମ ସାଥୀଙ୍କଠାରୁ ସମର୍ଥନ ପାଇବ | ସମ୍ପର୍କ ଅଧିକ ଆନ୍ତରିକତା ହୋଇପାରେ | ଧାର୍ମିକ କାର୍ଯ୍ୟରେ ଆଗ୍ରହୀ ହେବେ | ଅବିବାହିତ ପ୍ରେମୀଙ୍କ ପାଇଁ ଏକ ଭଲ ଦିନ ହୋଇପାରେ | ମା’ଙ୍କଠାରୁ ମଧ୍ୟ ସମର୍ଥନ ପାଇବାର ସମ୍ଭାବନା ଅଛି | ଆଗାମୀ ଦିନରେ ଆପଣ ଆଜି କରାଯାଇଥିବା କାର୍ଯ୍ୟର ଲାଭ ପାଇବେ |

Leave a Reply

Your email address will not be published. Required fields are marked *