ମୁଁ ବାବୁଶାନ୍ ସହିତ କାହିଁକି ଫିଲ୍ମ କରିବି?

film

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ତେବେ ଅନୁଭବ ମହାନ୍ତି ନିଜର ଆଗାମୀ ଫିଲ୍ମ ଲଭ ଇନ ଲଣ୍ଡନ ରେ ବ୍ୟସ୍ତ ରହିଛନ୍ତି । ସେହି ପରି କ୍ଷେତ୍ର ରେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତମାନ ସମୟ ରେ ଅନୁଭବ ମହାନ୍ତି ଙ୍କ ଦୁଇ ଦୁଇଟି ଫିଲ୍ମ ଆସିବା ପାଇଁ ଯାଉଛି । ଜାହାର ନାମ ହେଲା ରାବଣ ଏବଂ ଲଭ ଇନ ଲଣ୍ଡନ । ସେହି ପରି କ୍ଷେତ୍ର ରେ ଅନୁଭବ ମହାନ୍ତି ନିଜର ଫିଲ୍ମ ରାବଣ କୁ ନେଇ ନିଜର ପ୍ରତିକ୍ରିୟା ନିଜର ଫେନ୍ସ ମାନଙ୍କ ସହିତ ରଖି ଥିବାର ଦେଖିବା ପାଇଁ ମିଳିଛନ୍ତି ।

ଏମିତି ରେ ଆପଣ ମାନେ ଜାଣିଥିବେ ବାବୁସାନ ଙ୍କ ଫିଲ୍ମ ଦମନ ହିଟ ହେବା ପରେ ସମସ୍ତେ ଅନୁଭବ ମହାନ୍ତି ଙ୍କ ଫିଲ୍ମ ରାବଣ କୁ ଅପେକ୍ଷା କରି ରହିଛନ୍ତି । କି ତାହାର ଟିଜର କେବେ ରିଲିଜ ହେବ ବୋଲି । ଓ ଅନୁଭବ ମହାନ୍ତି ଙ୍କ ଫେନ୍ସ ମାନେ ଏପରି ବି ପଚାରୁଛନ୍ତି କି ବାବୁସାନ ଙ୍କ ସହିତ ତାଙ୍କର ଫିଲ୍ମ କେବେ ଆସିବ ବୋଲି ।

Anubhav

ତେବେ ଏହାକୁ ନେଇ ଅନୁଭବ ମହାନ୍ତି ମୁହଁ ଖୋଲି କହିଛନ୍ତି ଯେ ଯଦି ଭଲ ଷ୍ଟୋରୀ , ଭଲ ଡିରେକ୍ଟର ଏବଂ ବଢିଆ ପଇସା ଯଦି ମିଳିବ ତେବେ ଆମେ ମାନେ ନିଶ୍ଚିତ ଭାବେ ଏକାଠି ଫିଲ୍ମ କରିବା ପାଇଁ ରାଜି ରହିଛୁ ବୋଲି । ଆଉ ଏମିତି ବେଳେ ସେ ନିଜର ରାବଣ ସିନେମା ର ଟିଜର ର ରିଲିଜ କୁ ନେଇ ଏହି ପରି କହିଛନ୍ତି ଯେ ଯଦି ତାଙ୍କର ସିନେମା ର ଟିଜର ସୋସିଆଲ ମିଡିଆ ରେ ପ୍ରକାଶ ନ ହୁଏ ତେବେ ବହୁତ ଜଲ୍ଦି ଏହି 5 ଦିନ ମଧ୍ୟରେ ବି ହୋଇ ପାରେ ।

ଆଉ ଯଦି ଥେଟର ରେ ହୁଏ ତେବେ ନିଶ୍ଚିତ ଭାବେ ଆଉ କିଛି ସମୟ ଲାଗିବ ବୋଲି ସେ କହିଥିବାର ଦେଖିବା ପାଇଁ ମିଳିଛି । ତେବେ ବନ୍ଧୁଗଣ ଆପଣ ମାନେ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ନୂଆ ଫିଲ୍ମ ରାବଣ କୁ ଦେଖିବା ପାଇଁ କେତେ ପରିମାଣ କେ ଆଗ୍ରହି ରହିଛନ୍ତି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *