କପିଲ ଶର୍ମା ସୋରେ କାହିଁକି କାନ୍ଦିଲେ ବାବୁସାନ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କପିଲ ଶର୍ମା ଶୋରେ ପହଞ୍ଚିଲେ ଓଲିଉଡର ସୁପରଷ୍ଟାର ବାବୁସାନ ତାପରେ ସେଠାରେ ଯାହା ହେଲା ତାହା ଆପଣ ଦେଖିଲେ ଭାବ ବିହୋଳ ହୋଇଯିବେ । ସାରା ଦେଶ ଏବେ ଦେଖିବ ଓଡିଆ ଫିଲ୍ମ ଦମନ । କପିଲ ଶର୍ମା ଶୋରେ ପହଞ୍ଚିଲେ ଏକ ସତ ଘଟଣା ଉପରେ ଆଧାରିତ ଫିଲ୍ମ ଏକ ଡାକ୍ତରଙ୍କ ସଂଘର୍ସ ସମୟର ନିଶ୍ୱାର୍ଥ ସେବା ଉପରେ ଆଧାରିତ ଦମନ ସିନେମାର ସଂପୂର୍ଣ୍ଣ ଟିମ୍ ।

ଆପଣ ତ ସମସ୍ତେ ଜାଣିଥିବେ ଦମନ ହେଉଛି ପ୍ରଥମ ସିନେମା ଯାହା ହିନ୍ଦୀ ରେ ରିଲିଜ ହେବାକୁ ଯାଉଛି । ଆସନ୍ତା ସପ୍ତାହରେ ଏହି ଦମନ ସିନେମାର ଟ୍ରେଲର ଦେଖିବାକୁ ପାଇଁବେ । କିନ୍ତୁ ଏପଟେ ଯାହା ସୂଚନା ରହିଛି ଦମନ ଫିଲ୍ମ ରେ ମେମ୍ବର ମାନେ କପିଲ୍ ଶର୍ମା ଶୋରେ ଜୟନ ହୋଇଛନ୍ତି ।

babusan

ସୋସିଆଲ ମିଡିଆରେ ଯେଉଁ ଖବର ଚର୍ଚ୍ଚାର ବିଷୟ ପାଲଟିଛି ଦମନ ଫିଲ୍ମକୁ ନେଇ । ଏହି ଫିଲ୍ମ ର ଏତେ ରେକର୍ଡ ସାରା ଓଡିଶାରେ ନୁହଁ ସାରା ଭାରତ ବର୍ଷ ରେ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି । ରିଲିଜ ପୂର୍ବରୁ ହିନ୍ଦୀରେ ଭିଉ ଚ୍ୟାନେଲ ଗୁଡିକ ଦମନ ଫିଲ୍ମକୁ ନେଇ ଦର୍ଶକ ମାନଙ୍କ ପାଖରେ ବେଶ୍ ଚର୍ଚ୍ଚା କରି ସାରିଲାଣି । ଦମନ ଫିଲ୍ମକୁ ମଧ୍ୟ ସାରା ଦେଶରେ ବେଶ୍ ଭଲ ପାଇଁବା ମିଳିଛି ।

ପ୍ରତୀକ୍ଷା ଏକ ଓଡିଆ ଚଳଚିତ୍ର ଯାହାକି ପୁଣିଥରେ ହିନ୍ଦୀରେ ରିଲିଜ ହେବାକୁ ଯାଉଛନ୍ତି । ବଡ ଖବର ଯାହା ଆସିଛି ଦମନ ଫିଲ୍ମର ହିନ୍ଦୀ ଡଭିଂ ବାବୁସାନ ମହାନ୍ତି କରିବେ ନାହିଁ । ବାବୁସାନ ବଦଳରେ ଜଣେ ହିନ୍ଦୀ ଭଏସ ଓଭର ଆଟିସିଣ୍ଚ ହିନ୍ଦୀରେ ଦମନ ଫିଲ୍ମକୁ ଡଭିଂ କରିବେ । ଆଉ ଚର୍ଚ୍ଚା ହେଉଛି କି କପିଲ୍ ଶର୍ମା ଶୋରେ ପହଞ୍ଚିଲେ ଦମନ ଫିଲ୍ମର ଟିମ୍ କିନ୍ତୁ ଏହାକୁ ନେଇ କୌଣସି ସୂଚନା ଜଣା ପଡି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *