କିଏ ହେବ ବରଗଡ ଧନୁଯାତ୍ରାରେ କଂସ ? କାହା ହସ ଦର୍ଶକଙ୍କୁ ଆସିବ ପସନ୍ଦ ?

Dhanu jatra

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସୁଛି ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରା ଡିସେମ୍ବର 27 ତାରିଖ ରୁ ଜାନୁଆରୀ 6 ତାରିଖ ଯାଏ । ବରଗଡ ରେ ଆୟୋଜିତ ହେବ ଧନୁଯାତ୍ରା ମହତ୍ସୋବ । ମୁକ୍ତକାଶ ଧନୁଯାତ୍ରା ମୋହତ୍ସୋବ ରେ ଏହି ବର୍ଷ କିଏ ହେବ ମହାରାଜା କଂଶ ଏବଂ କାହାର ଅଟହାସ୍ୟ ରେ କମ୍ପିବ ଗୋପପୁର ।

ଦିର୍ଘ 11 ଦିନ ଧରି ମଥୁରା ନଗରି ପାଲଟି ଜାଉଥିବା ବରଗଡ ରେ କିଏ କରିବ ରାଜୁତି ଚଳିତ ଥର ଧନୁଯାତ୍ରା ରେ କିଏ ହେବ କଂଶ କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ ତାହାକୁ ନେଇ ଦର୍ଶକ ଧନୁ ଯାତ୍ରା ପ୍ରେମି କଳାକାର ଙ୍କ ମନରେ ପ୍ରବଳ ଉତ୍କଣ୍ଠା ଆସନ୍ତା ନଭେମ୍ବର 7 ତାରିଖ ରେ ଉଗ୍ରସେନ ବାସୁଦେବ , ଦେବକି ନାରଦ ସେନାକୁ ନେଇ କଳାକାର ମାନଙ୍କୁ ଚୟନ କରାଯିବ ।

dhanu

ସେହି ପରି ନଭେମ୍ବର 9 ରେ ମହାମନ୍ତ୍ରୀ ଅକ୍ଷୃଡ ସାର୍ତକୀ କଳାକାର ଚୟନ ହେବେ । ନଭେମ୍ବର 10 ରେ ମୂଖ୍ୟ ନାୟକ ଧନୁଯାତ୍ରା ର ମହାରାଜ କଂସ ଙ୍କ ଚୟନ କରାଯିବ । ଚଳିତ ବର୍ଷ କଂସଶ କଳାକାର ପାଇଁ 56 ଜଣ ପ୍ରତିଯୋଗୀ ଙ୍କ ମଧ୍ୟ ରୁ ବଛାଯିବ । ଚଳିତ ବର୍ଷ ଧନୁଯାତ୍ରା କୁ 75 ବର୍ଷ ପୂରଣ ହେଉଥିବା ହେତୁ ଏକ ଡାଇମଣ଼୍ଡ ଜୁଗଲ୍ଜି ପାଳନ କରିବା ଧନୁଯାତ୍ରା କମିଟି ନିସ୍ପତି ନେଇଛନ୍ତି ।

ଧନୁଯାତ୍ରା ରେ ଗାଇଡ ଲାଇନ ଅନୁସାରେ ଚଳିତ ଥର କଳାକାର ଚୟନ ପକ୍ରିୟା ଆରମ୍ଭ ହୋଇଛି । ମହାରାଜ କଂଶ ଙ୍କ ସହିତ ସଂମ୍ପର୍ଣ୍ଣ 10 ଟି ଚରିତ୍ର କୁ ବଛାଯିବ ବୋଲି ନିସ୍ପତି ନିଆଜାଇଛି । ଏବଂ ମହାମନ୍ତ୍ରୀ ପାଇଁ 22 ଜଣ ବ୍ୟକ୍ତି ନାମାଙ୍କନ ଦାଖଲ କରିଥିବା ବେଳେ 10 ଜଣ ଚାଣୁର , 19 ଜଣ ମୁଷ୍ଟିକ ପାଇଁ 10 ଅକୃର ଅଭିନୟ ପାଇଁ 8 ଦେବକି , ଉଗ୍ରସେନ 7 ଜଣ , ବାସୁଦେବ 19 ନାରଦ 3 ଏବଂ ସନେପତି ପାଇଁ 37 ଜଣ କଳାକାର ନାମାଙ୍କନ ଦାଖଲ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *