ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପାର୍ଲେଜି ଗୋଟିଏ ଏମିତି ବିସ୍କୁଟ ଜାହା ପ୍ରାୟ ସମସ୍ତେ ଏହାକୁ ନିଜ ପିଲାବେଳୁ ଜାଣିଛନ୍ତି । ଆଉ ବହୁତ ଘରେ ପାର୍ଲେଜି ବିସ୍କୁଟରୁ ମଧ୍ୟ ତାଙ୍କ ଦିନର ଆରମ୍ଭ ହୁଏ । ଆମେ ଆଉ ଆପଣ ଛୁଆ ବେଳୁ ହିଁ ପାର୍ଲେଜି ବିସ୍କୁଟ ଖାଇଥାନ୍ତି । ଏହା ବିଷୟରେ ଏମିତି କିଛି କଥା ରହିଛି ଯାହାକୁ ଆପଣ ଜାଣିନଥିବେ । ପାର୍ଲେଜି ଗୋଟିଏ ଭାରତୀୟ କମ୍ପାନୀ । ଏହାର ଆରମ୍ଭ ଇଂରେଜ ଶାସନ କାଳରୁ ପ୍ରସ୍ତୁତ ହେଉଛି ।
ମୁମ୍ବାଇ ଭିଲେ ପାର୍ଲେର ଚୈହାନ ପରିବାର 1929 ରେ ଏହି ପାର୍ଲେ କମ୍ପାନୀ ଆରମ୍ଭ କରିଥିଲେ । ଏହି କମ୍ପାନୀ ଆରମ୍ଭରେ ପେଷ୍ଟ୍ରୀ, କୁକୀଜ , କେକ ବନାଉଥିଲେ । ଏହା ପୁରା ବିଶ୍ୱରେ ସବୁଠୁ ସେଲ୍ଲିଙ୍ଗ ବିସ୍କୁଟ ଥିଲା । ପାର୍ଲେଜିର ଟେଷ୍ଟ ବହୁତ ସ୍ଵାସ୍ଥ୍ୟକର ମଧ୍ୟ । କିନ୍ତୁ ବଜାରରେ ଏହି ବିସ୍କୁଟ ବିକ୍ରିକୁ ଦେଖକି ପାର୍ଲେ ମଧ୍ୟ 1939 ରେ ବିସ୍କୁଟ ବନେଇବା ଆରମ୍ଭ କରିଦେଲା ।
1980 ପର୍ଯ୍ୟନ୍ତ ଏହା ପାର୍ଲେ ଗ୍ଲୁକୋ ନାମରେ ଏହି ବିସ୍କୁଟ ଆସିଥିଲା । ତାପରେ ଏହାର ନାମ ବଦଳି ପାର୍ଲେ ଜି ହୋଇଥିଲା । ଶସ୍ତା ଓ ଗୁଣବତା କାରଣରୁ ହେବ ଲାଗି ପାର୍ଲେ ବିସ୍କୁଟ ବହୁତ ହୀଟ ହୋଇଥିଲା । ସେଇ ସମୟରେ ସ୍ଵତନ୍ତ୍ର ଆନ୍ଦୋଳନ ସମୟରେ ଏହି ଲଢେଇକୁ ଲଢୁଥିଲେ । ସେ ଛୋଟ ମୋଟ ଭୋକକୁ ମିଟାଇବା ପାଇଁ ପାର୍ଲେଜି ଖାଇ ଥିଲେ ।
ପାର୍ଲେଜୀରେ ଥିବା ଏହି ଛୋଟ ଝିଅର ଛବି ଦେଖୁଥିବେ । ସେ ଆଜି ବହୁତ ବଡ ହୋଇଗଲେଣି । ଏହି ଝିଅଟିର ନାମ ଅଟେ ନିରୁ ଦେଶପାଣ୍ଡେ । ସେ ନାଗ ପୁରରେ ରୁହନ୍ତି । ନିରୁ ଯେବେ ଚାରି ବର୍ଷର ଥିଲେ ତାଙ୍କ ପିତା ଗୋଟେ ଫୋଟ ଉଠାଇ ଥିଲେ ଆଉ ସେହି ଫୋଟୋକୁ ସେ ପାର୍ଲେ କମ୍ପାନୀକୁ ପଠାଇ ଥିଲେ । ଏହି ଫୋଟୋକୁ ସେହି ସମୟରେ ପାର୍ଲେ କମ୍ପାନୀ ସିଲେକ୍ଟ କରିଥିଲେ ।
ସେହି ଦିନଠାରୁ ଏହାର ପ୍ରିଣ୍ଟିଙ୍ଗ ଆରମ୍ଭ ହୋଇଥିଲା । ନିରୁଦେଶ ପାଣ୍ଡେ ଆଜି 65 ବର୍ଷର ହୋଇସାରିଛନ୍ତି । ବନ୍ଧୁଗଣ ପୁରା ଇତିହାସରେ ଏମିତି ପ୍ରଥମ ଥର ହୋଇଛି କି କୌଣସି ଏକ ବ୍ରାଣ୍ଡ ଉପରେ ବିଜ୍ଞାପନ ପାଇଁ ଗୋଟିଏ ଫୋଟୋର ବ୍ୟବହାର କରାଯାଇଛି । ବନ୍ଧୁଗଣ ଆପଣଙ୍କୁ ପାର୍ଲେ ବିସ୍କୁଟ କେମିତି ଲାଗେ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।