କିଏ ଦେଇଥିଲା, କିଏ ଲୁଚେଇଛି । ଧଳା ଅଣ୍ଡାକୁ ଖୋଜୁଛି ଇଡ଼ି

Archana Nag

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କେଉଁଠି ହଜିଛି ସୁନ୍ଦରୀ ଅର୍ଚ୍ଚନା ର ଦାମୀ କାର ଅଣ୍ଡଭର । ଆଉ ଲୋକ ଏହାକୁ ସୁଣିବା ପରେ କହୁଛନ୍ତି ଅଣ୍ଡା ହଜିଛି ଧଳା ଅଣ୍ଡା । କୁଆଡେ ଅର୍ଚ୍ଚନା ର ଧଳା ରଙ୍ଗର ଏଣ୍ଡଭର ଟା ଏବେ କେଉଁଠି ହଜିଜାଇଛି । ଏମିତି ଚର୍ଚ୍ଚା ମଧ୍ୟରେ ଲୋକ କହୁଛନ୍ତି ଧଳା ଅଣ୍ଡା ଟି ହଜିଛି ନା ଯିଏ ଦେଇଛି ସିଏ ନେଇ ଜାଇଛି ।

ତେବେ କିଏ ଦେଇଛି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ସୋର ରେ ହଁ ବନ୍ଧୁଗଣ ଇଡି ର ତଦନ୍ତ ଏବେ ନୂଆ ମୋଡରେ ପହଁଚିଛି କାରଣ ଅର୍ଚ୍ଚନା ଚଢୁଥିବା 40 ଲକ୍ଷ ଟଙ୍କାର ଧଳା ଏଣ୍ଡଭର କାର ର ଏବେ ପତ୍ତା ମିଳୁନାହିଁ । ଲୋକ କହୁଥିବା 40 ଲକ୍ଷ ଟଙ୍କାର ଏହି ଧଳା ଅଣ୍ଡାକୁ ଖୋଜିବାରେ ଲାଗିଛି ଇଡି । ତେବେ ଏହି ଏଣ୍ଡଭର ବା ଇଣ୍ଡାଟି କୁଆଡେ ଗଡିଛି ତାହାକୁ ଜାଣିବା ପାଇଁ NHI କୁ ଚିଠି ଲେଖିଛି ଇଡି ।

Archana Nag

ଆଉ ଚର୍ଚ୍ଚା ହେଉଛି ଅର୍ଚ୍ଚନା ଗଡଉଥିବା ଏଣ୍ଡଭର କାର କୁ କୁଆଡେ ଗୋଟେ ନେତା ଉପହାର ଦେଇଥିଲେ । ଏହି ବିଷୟ ରେ ଇଡି ପ୍ରମାଣ ପାଇ ସାରିଛି ହେଲେ ବିଳିଷ୍ଟ ପ୍ରମାଣ ପାଇନାହିଁ । ଆଉ ସଠିକ୍ ପ୍ରମାଣ ପାଇ ସାରିବା ପରେ ସେହି ନେତା ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବ ଇଡି । ଏମିତି କି କୁଆଡେ ଗିରୋଫ ବି କରି ପାରେ ତେବେ NHI କୁ ଚିଠି ଲେଖିଛି ଇଡି । କାରଣ ଏହି ଧଳା ଇଣ୍ଡା ଗାଡିରେ କୁଆଡେ ପାଷ୍ଟଆର୍ଡ ଲାଗିିଥିଲା ।

ଏହି ଗାଡି କେଉଁ କେଉଁ ଟୋଲ ଗେଟ ଦେଇ କୁଆଡେ ଜାଇଛି ସେହି ସବୁର ତଥ୍ୟ NHI ପାଖରେ ଥିବ । ତେଣୁ NHI କୁ ଚିଠି ଲେଖିଛି ଇଡି । ଆଉ NHI ସୂଚନା ଦେବା ପରେ ଇଡି କୁ ଅନେକ ଫାଇଦା ହେବ। ଏହା ସହିତ ଅର୍ଚ୍ଚନା ର ଗତି ବିଧିର ପୁରୁଣା ତଥ୍ୟ ବି ମିଳିଯିବ । ଏହି ସବୁ ମଧ୍ୟରେ ଗାଁ ଲୋକ ମାନେ ଯେତେ ବେଳେ ଅର୍ଚ୍ଚନା ର ଏଣ୍ଡଭର ହଜିଛି ବୋଲି ବୁଝି ପାରୁନାହାଁନ୍ତି ତେବେ ସେମାନେ କହୁଛନ୍ତି କି ଅର୍ଚ୍ଚନା ର କୁଆଡେ ଧଳା ଅଣ୍ଡା ଟା ହଜିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *