କେଉଁ ଚେର ତକିଆ ତଳେ ରଖି ଶୋଇଲେ ରୋଗ ଯନ୍ତ୍ରଣା ଦୂର ହୋଇଥାଏ । ଆଜିର Top 30 ଅନୁଚିନ୍ତା

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଘରର ରୋଷେଇ ଘରେ କେବେବି ଔଷଧ ରଖିବା ଉଚିତ୍ ନିହେଁ ଏହା ଅଶିଭ ଏବଂ ଅମଙ୍ଗଳକାରୀ ହୋଇଥାଏ ତାସହିତ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିବାର ସମ୍ଭାବନା ରହିଥାଏ । ରୋଗଗ୍ରସ୍ତ ଲୋକମାନଙ୍କୁ ଫଳ ଏବଂ ଔଷଧ ଇତ୍ୟାଦି ଦାନକରିବା ଦ୍ୱାରା ମଙ୍ଘଳକାରୀ ହୋଇଥାଏ ଏବଂ ଝଟିଳ ରୋଗ ଦୂରହୋଇ ସୁସ୍ଥତା ପ୍ରାପ୍ତ ହୋଇଥାଏ ।

ଯଦି ଗଣ୍ଠିବାତ , ମୁଣ୍ଡବିନ୍ଧା , କଣ୍ଠ ରୋଗ କିମ୍ବା କୌଣସି ଯନ୍ତ୍ରଣା ହେଇଥାଏ ତେବେ ହନୁମାନ ବାହୁକ ପାଠକରିବା ଦ୍ୱାରା ରୋଗ ଯନ୍ତ୍ରଣା ଦୂରହୋଇଥାଏ । ଯଦି କୌଣସି ଜଟିଳ ରୋଗ ଦେଖାଦେଇଥାଏ ତେବେ ହନୁମାନ ଙ୍କ ଆରାଧନା କରିବା ଉଚିତ୍ ଏବଂ ହନୁମାନ ଚାଳିସା ପାଠ କରିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ । ଆୟୁର୍ବେଦ ଅନୁସାରେ ଜପ , ହବନ , ଦେବତାଙ୍କ ପୂଜାକରିବା ଦ୍ୱାରା ଶରୀର ରୋଗମୁକ୍ତ ହୋଇଥାଏ ଏବଂ ମନ୍ତ୍ରଉଚ୍ଚାରଣ କରିବାଦ୍ୱାରା ପ୍ରଭାବଶାଳୀ ହୋଇଥାଏ ।

jitu das

ଆୟୁର୍ବେଦ ଅନୁସାରେ ଦେବତା ମାନଙ୍କୁ ଧ୍ୟାନ କିମ୍ବା ସ୍ମରଣ କରି ଔଷଧ ଖାଇବାଦ୍ୱାରା ମଙ୍ଗଳକାରୀ ହୋଇଥାଏ ତାସହିତ ଶାରିରୀକ ଏବଂ ମାନସିକ ରୋଗ ଦୂର ହୋଇଥାଏ । କାଶିବା କିମ୍ବା ଛିଙ୍କିବା ସମୟରେ ମୁହଁରେ କପଡା ଦେଇ ଛିଙ୍କିବା ଉଚିତ୍ ଏହା ସାମାଜିକ ଶିଷ୍ଠାଚାର ହୋଇଥାଏ ଏବଂ ସଂକ୍ରମମ ବ୍ୟାପିବାର ସମ୍ଭାବନା କମିଥାଏ ।

ଅନ୍ୟଲୋକଙ୍କର ରେଜର , ତୁଥ ବ୍ରସ , ତଉଲିଆ , ନକ କଟା ଏବଂ ରୁମାଲ ଇତ୍ୟାଦି ବ୍ୟବହାର କରିବା ଉଚିତ୍ ନୁହେଁ ଏହାଦ୍ୱାରା ସଂକ୍ରମିତ ରୋଗ ବ୍ୟାପିଥାଏ । ଖାଦ୍ୟଖାଇବା ପୂର୍ବରୁ ଭଲଭାବେ ସାବୁନରେ ସଫାକରିବା ଉଚିତ୍ ଏହାଦ୍ୱାରା ସଂକ୍ରମିତ ରୋଗ ବ୍ୟାପିବାର ସମ୍ଭାବନା କମ୍ ହୋଇଥାଏ । ଯଦି କୈଣସି ଲୋକ ବାରମ୍ବାର ରୋଗଗ୍ରସ୍ଥ ହେଇଥାନ୍ତି ତେବେ ଶିବଲିଙ୍ଗ ଉପରେ ଗୁଆଘିଅ ଅଭିଷେକ କରିବାଦ୍ୱାରା ରୋଗ ଦୂରହୋଇଥାଏ ଏବଂ ବଂଶବୃଦ୍ଧି ହୋଇଥାଏ ।

jitu das

ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ମନ ଶାନ୍ତରହିବା ସହିତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଶିବଲିଙ୍ଗ ଉପରେ କ୍ଷୀରଅର୍ପଣ କରିବାଦ୍ୱାରା ଶୁଭହେବା ସହିତ ମଙ୍ଗଳକାରୀ ହୋଇଥାଏ ଏବଂ ତୀକ୍ଷ୍ମ ବୃଦ୍ଧି ପ୍ରାପ୍ତ ହୋଇଥାଏ । ଯଦି ଘରେ କଳହ ଦେଖାଦେଉଥାଏ ତେବେ ଶିବଲିଙ୍ଗ ଉପରେ କ୍ଷୀର ଅର୍ପଣ କରିବାଦ୍ୱାରା କଳହ ଦୂରହୋଇଥାଏ ।

ଅଧିକ ଦିନ ରୋଗାଗ୍ରସ୍ତ ହୋଇଥିଲେ ତକିଆ ତଳେ ମାଣିକ୍ୟରଖି ଶୋଇବାଦ୍ୱାରା ଶିଭ ହୋଇଥାଏ ଏବଂ ଶରୀର ଶୀଘ୍ର ଆରୋଗ୍ୟ ହୋଇଥାଏ । ଯଦି ରୋଗଗ୍ରସ୍ତ କାରଣରୁ ଅସହ୍ୟ ଯନ୍ତ୍ରଣା ହେଉଥାଏ ତେବେ ଅଟୀରେ କଳାଖସା ଏବଂ ସୋରିଷ ତେଲ ମିଶାଇ ରୁଟିକରି ରୋଗୀଙ୍କ ମୁଣ୍ଡ ତାରିପଟେ ସାତଥର ବୁଲାଇ ମଇଁଷିକୁ ଖାଇବାକୁ ଦେବାଦ୍ୱାରା ଆରୋଗ୍ୟ ହୋଇଥାଏ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *