ED କଣ ତଦନ୍ତ କରିବ ? ଅର୍ଚ୍ଚନା ତ ସବୁ ପ୍ରମାଣ ଜଗବନ୍ଧୁ ସହ ମିଶି ନଷ୍ଟ କରିସାରିଲାଣି। ଆଇନଜୀବୀ ବନ ମହାନ୍ତି।

ed

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଏଠାରେ ସଂମ୍ପର୍ଣ୍ଣ ଇନଭେଷ୍ଟିକେସନ ଇଡି କରେ ତେବେ ନିଶ୍ଚିତ ଭାବେ ବହୁତ ଲୋକ ମାନଙ୍କ ଚରିତ୍ର ଆସିବ କେଉଁ ମାନେ ଟଙ୍କା ଦେଇଛନ୍ତି କେଉଁ ରାଜନେତା ହେଉ କେଉଁ ଅଭିନେତା ହେଉ କିମ୍ବା ପ୍ରୋଜଜୋକ ହେଉ କିମ୍ବା କେଉଁ ବିଲ୍ଡର ହେଉ ଏମାନେ କେତେ ଟଙ୍କା ନେଇଛନ୍ତି ଏବଂ ଏମାନେ ଯଦି ଟଙ୍କା ନେଇଛନ୍ତି ତେବେ ଏମାନେ କେବଳ ସେ-କ୍ସୁ-ଆଲ ରିଲେସନ ରଖିବା ପାଇଁ କରିଛନ୍ତି ।

ଏଠାରେ କେବେବି ନ୍ୟାୟ ମିଳିବ ନାହିଁ କେବଳ 30 ଦିନ ମଧ୍ୟରେ ଇଡି ନେବାର ସବୁ ପ୍ରମାଣ ଟେମ୍ପରିଂ ହୋଇସାରିଲାଣି । ତେବେ ଆପଣ ମାନେ ପ୍ରଥମେ ଜଗବନ୍ଧୁ ଙ୍କୁ ରଖିଲେ ଛାଡିଦେଲେ ତେବେ ଜଗବନ୍ଧୁ ଟେମ୍ପରିଂ କଲା ଖଗେଶ୍ୱର ମଧ୍ୟ ପାଖରେ ରହୁଛି ତାକୁ ଧରିଲେ ନାହିଁ । ଲାର୍ଟ୍ରୋପାର୍ଟରେ ଖଗେଶ୍ୱର ନାମ ଆସିଲା ଏବଂ ପରେ ଖଗେଶ୍ୱର ଟେମ୍ପରିଂ କରି କୁଆଡେ ଆକ୍ସନ ନେଇଗଲା । ଶ୍ରଦ୍ଧାଞଳୀ ମଧ୍ୟ ତାହାହିଂ କରିଲା ।

ed

ତେବେ ଆପଣ ମାନେ ସବୁ ପ୍ରମାଣ ଟେମ୍ପରିଂ ହୋଇସାରିବା ପରେ ଇଡି କୁ ନେଇ କରି ଇନ ରେସ୍ପେକ୍ଟ ଅଫ IPC ରେ ଯେଉଁ ଦଫା ରହିଛି ସେହି ଦଫାରେ ଇଡି କିଛି କରି ପାରିବ ନାହିଁ । କେଉଁଟା କରିବ ନାଁ ଏହି ମୋନି ଟେଲରିଂ ଟା ଟଙ୍କା କେଉଁଠୁ ଆଣିଲା ଅର୍ଚ୍ଚନା । କେମିତି ଆଣିଲା କାହା ମାଧ୍ୟମରେ ଆଣିଲା କେଉଁ କେଉଁ ମାନେ ଦେଇଛନ୍ତି । କେଉଁ କେଉଁ ମାନେ ନେଇଛନ୍ତି ।

ଗାଡିର କୋଷ୍ଟ ଏବଂ ଘରର କଷ୍ଟ କେତେ ସରଞାମ ର କଷ୍ଟ କେତେ , ଘୋଡା ର କଷ୍ଟ କେତେ କୁକୁର ର କଷ୍ଟ କେତେ । କେବେ କେବେ କିଣା ହୋଇଥିଲା କାହାକୁ କାହାକୁ ଟଙ୍କା ଦିଆଜାଇଛି । କେଉଁ ମାଧ୍ୟମ ରେ ଟଙ୍କା ଆସିଛି ଆଉ ଏମାନେ ଇନକମ୍ ଟେକ୍ସ ପେଇ ହୋଲ୍ଡାର ଦେଖେଇଛନ୍ତି ନାହିଁ । ତେବେ ଗୋଟେ ଅଭିଯୋଗ ଆସିଲା ଲାର୍ଟ୍ରୋପାର୍ଟରେ ବିଗତ 6 ମାସ ମଧ୍ୟରେ ଏମାନେ 50 କୋଟି ଟଙ୍କାର ଟ୍ରାଞାକ୍ସନ କରିଛନ୍ତି ।

Jagbandhu Archana

ତେବେ ପ୍ରକୃତରେ ଇଡି ଇନଭେଷ୍ଟିକେସନ କରେ ତେବେ ନିଶ୍ଚିତ ଭାବେ ବହୁତ ଲୋକ ମାନଙ୍କ ଚରିତ୍ର ଆସିବ କେଉଁ ମାନେ ଟଙ୍କା ଦେଇଛନ୍ତି କେଉଁ ରାଜନେତା ହେଉ କେଉଁ ଅଭିନେତା ହେଉ କିମ୍ବା ପ୍ରୋଜଜୋକ ହେଉ କିମ୍ବା କେଉଁ ବିଲ୍ଡର ହେଉ ଏମାନେ କେତେ ଟଙ୍କା ନେଇଛନ୍ତି ଏବଂ ଏମାନେ ଯଦି ଟଙ୍କା ନେଇଛନ୍ତି ଜଣା ପଡିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *