ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମଞ୍ଚେଶ୍ୱର ଅଞ୍ଚଳ ରୁ 33 ଲକ୍ଷ ଟଙ୍କିଆ ଅର୍ଚ୍ଚନା ର ଅଣ୍ଡା ବା ଏଣ୍ଡଭର ଜବଦ କରିଥିଲା ଇଡି । ଆଉ ରବିବାର ଦିନ ଏହାକୁ ଯାଞ୍ଚ କରୁଥିଲା ଇଡି । ଠିକ୍ ଏତିକି ବେଳେ ଏହି କାର ମଧ୍ୟରୁ ନମ୍ବର ପ୍ଲେଟ ମିଳିଥିଲା । ଆଉ ତା ସହିତ ମିଳିଥିଲା ଏକ ଚିଠି ହଁ ବନ୍ଧୁଗଣ ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଙ୍କ ଜବଦ ହୋଇଥିବା କାର କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ ।
କାରଣ ଏହି କାର ଭିତରୁ ଏକ ଚିଠି ମିଳିଥିବା ବେଳେ ଏହି ଚିଠି ରେ କିଛି ଲେଖାଥିବା ସୁଣିବାକୁ ମିଳୁଛି । ତେବେ ଏହି ଚିଠି କୁ ନେଇ ଯେତେ ବେଳେ ସମସ୍ତ ଙ୍କର ଉତ୍କଣ୍ଠା ବଢିଜାଇଛି । କିଏ କିଛି ସୁରାଗ ଦେଇଛି କିଏ କଣ କହିବାକୁ ଚାହୁଁଛି କି ଜାହା ଇଡି ଆଗରେ ନ କହି ପାରି ସିଧା ସଳଖ ଚିଠି ରେ ଲେଖି ଦେଇଛି । ଜାହାକୁ ନେଇ ଇଡି ଖୋଳତାଳ କରୁଛି ।
ଏହି କାର ଜବଦ ହେବା ପରେ ବହୁ ବଡ ବଡିଆ ଙ୍କ ସଂମ୍ପୃକ୍ତି ସାମ୍ନାକୁ ଆସୁଛି । କିଏ ଏହି ଗାଡି କୁ ଲୁଚେଇ ରଖିଥିଲା ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେପଟେ ଅର୍ଚ୍ଚନା ନାଗର ଫାସରେ ପଡିଥିବା 10 ରୁ ଅଧିକ ପ୍ରଭାବ ଶାଳୀ ଙ୍କୁ ତଦନ୍ତ କାରୀ ସଂସ୍ଥା ବା ଇଡି ନୋଟିସ ଜାରି କରିଛି ।
ଅର୍ଚ୍ଚନା ଙ୍କ ବ୍ୟାଙ୍କ୍ ଏକାଉଣ୍ଟ ଯାଞ୍ଚ ବେଳେ ସଂମ୍ପର୍କ ହାଇ ପ୍ରଫାଇଲ ଲୋକଙ୍କ ସଂମ୍ପୃକ୍ତି ସାମ୍ନାକୁ ଆସିଛି । ଆଉ ସେମାନଙ୍କୁ ନୋଟିସ ହୋଇସାରିଥିବା ବେଳେ ଯାହା ଫଳରେ ସେହି ବଡ ବଡିଆ ଙ୍କ ମୁଣ୍ଡରେ ଏବେ ଚଡକ ପଡିଛି । ହାଜର ହେବା ପୂର୍ବରୁ ସେମାନେ ଓକିଲୋ ଖୋଜିବା ଆରମ୍ଭ କରିଦେଲେଣି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।