ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହା ହେଉଛି ଜଙ୍ଗଲ ର ସେହି ଭୟାନକ ଅଗ୍ନୀ ଯେଉଁଥିରେ ସବୁ କିଛି ଜଳିଯାଏ । ହେଲେ ଆପଣ କେବେ ଚିନ୍ତା କରିଛନ୍ତି କି ଜାହା ବିନା ଅଗ୍ନୀ ରେ ଜଳିଯାଏ ତାହା ହେଉଛି ସେହି ଭୟନକ ବନ୍ୟା ଯେଉଁଥିରେ ସବୁକିଛି ଭାସିଯାଏ । ହେଲେ ଆପଣ କେବେ ବିଚାର କରିଛନ୍ତି ଜାହା ବିନା ବନ୍ୟାରେ ଭାସିଯାଏ । ହଁ ବନ୍ଧୁଗଣ ଆଜିର ଯୁବ ପୀଢି ବିନା ଅଗ୍ନୀ ଜଳିଜାଉଛନ୍ତି ଏବଂ ବିନା ବନ୍ୟାରେ ଭାସିଯାଉଛନ୍ତି । ତାହାକୁ ଆପଣ ମାନେ କଣ କହିଲେ ଆଜିର ଯୁବ ପୀଢି ମାନେ ହ-ସ୍ତ-ମୈ-ଥୁନ ପରି ରୋଗରେ ପିଡିତ ହେଉଛନ୍ତି ।
ଏବଂ ଯେଉଁ ମାନେ ବର୍ତମାନ ସମୟ ରେ ଏହି ଭୟଙ୍କର ରୋଗରେ ପଡି ପଶ୍ଚ୍ୟାତାପ କରୁଛନ୍ତି । କିନ୍ତୁ କଣ କରିବା ସେମାନେ ହଲେଇବା ଦ୍ୱାରା କଣ କଣ କ୍ଷେତି ହୋଇଥାଏ ସେମାନେ ଜାଣିନାହାଁନ୍ତି । ବାରମ୍ବାର ହଲେଇବା ଦ୍ୱାରା ବ୍ୟକ୍ତି ଙ୍କୁ ଧାତୁ ରୋଗ ହୋଇଯାଏ । ଯାହା ଦ୍ୱାରା ସେମାନେ ଭୟଙ୍କର ସମସ୍ୟା ର ସମ୍ମୁଖୀନ ହୋଇଜାଇଥାନ୍ତି । ତାର ମନରେ 24 ଘଣ୍ଟା ସଂ-ମ୍ଭୋ-ଗ ଏବଂ ହ-ସ୍ତ-ମୈ-ଥୁନ କରିବାର ବିଚାର ଆସେ ।
ତାର ଶରୀର ରେ ବ୍ରଣ ଆସିବା ଚେହେରା ରେ କଳାଦାଗ ପଡିବା ଆଖିର ଚାରି ପାଖରେ ନୀଳ ଦାଗ ପଡିଯିବା ଦାଢୀ ର ଅଭାବ ହେବା, ସ୍ମର୍ତ୍ତି ଶକ୍ତି ର ଅଭାବ ହେବା, ପରିସ୍ରା ରେ ବିର୍ଯ୍ୟପାତ ହେବା , ଅଣ୍ଡକୋଷ ବୃଦ୍ଧି ହେବା , ଅଣ୍ଡୋକୋଷ ରେ ପ୍ରିଡା ହେବା ଶରୀର କୋମଜୋର ହେବା , ନିଦ ଅଧିକ ଆସିବା , ଦିନ ସାରା ଅଳସୁଆ ଲାଗିବା , କାମ କରିବାକୁ ମନ ନ ଲାଗିବା , ଉଦାସ ଲାଗିବା , ହୃତପିଣ୍ଡ ଜୋରରେ କମ୍ପନ କରିବା , ନିଶ୍ୱାସ , ପ୍ରଶ୍ୱାସ ନେବାରେ ଅସୁବିଧା ହେବା , ଅଣ୍ଟା ଦରଜ ହେବା , ମୁ୍ଣ୍ଡ ଦରଜ ହେବା , କିଡ୍ନୀ ଦୂର୍ବଳ ହେବା , ରାତିରେ ଶୋଇଥିବା ଅବସ୍ଥା ରେ ପରିସ୍ରା କରିବା , ମାନଶୀକ ଅସ୍ଥିରତା ଦେଖାଦେବା , ବିଚାର ଶକ୍ତିର ହ୍ରାସ ହେବା , ଖରାପ ସ୍ୱପ୍ନ ଆସିବା , ମାନଶୀକ ଅସାନ୍ତି ଏବଂ ସ୍ୱପ୍ନଦୋଷ ଭଳି ଅନେକ ଭୟଙ୍କର ସମସ୍ୟା ଦେଖାଜାଇଥାଏ ।
ଏହି ସବୁ ସମସ୍ୟା ବ୍ୟକ୍ତି କୁ ମୃ-ତ୍ୟୁ ମୂଖକୁ ଟାଣି ନେଇଥାଏ । ମୁଁ ଜାଣିଛି କୈଣସି ଯୁବକ ଏହି ସବୁ ଅସୁବିଧାରେ ପଡି କେବେବି ମୃ-ତ୍ୟୁ ବରଣ କରିବାକୁ ଚାହିଁବ ନାହିଁ । ତେବେ ବନ୍ଧୁଗଣ ଏହି ସବୁ ସମସ୍ୟାର ସମାଧାନ ହେଲା କେବଳ ବ୍ରହ୍ମଚର୍ଯ୍ୟା ପାଳନ କରିବା । ତେବେ ଏହି ବ୍ରହ୍ମଚର୍ଯ୍ୟା ପାଳନ କରିବା ପାଇଁ ଆମେ କେବେ କୈଣସି ମନ୍ତ୍ର ବତେଇବୁ ନାହିଁ ।
ଆମେ କେବଳ ଏତିକି କହିବୁ ଆପଣ ମାନେ ପ୍ରତି ଦିନ 4 ରୁ 5 ଟା ମଧ୍ୟରେ ଉଠି କେବଳ ପ୍ରାଣାୟମ୍ କରନ୍ତୁ । ଏବଂ ଏହା ସହିତ ସାତ୍ୱିକ ଭୋଜନ କରନ୍ତୁ । ଏବଂ ବିର୍ଯ୍ୟ କୁ ଗାଢ କରିବା ପାଇଁ ପ୍ରତିଦିନ ସକାଳୁ 80 ଗ୍ରାମ ଅଅଁଳା ଚୂର୍ଣ୍ଣ , 20 ଗ୍ରାମ୍ , ହଳଦୀ , ଏବଂ ମିଶ୍ରୀ ଚିିନି ମିସେଇ 2 ଗ୍ରାମ୍ ଲେଖାଏଁ ସେବନ କରନ୍ତୁ । ଏହା କରିବା ଦ୍ୱାରା ବିର୍ଯ୍ୟ ଗାଢ ହେବା ସହିତ ବ୍ରହ୍ମ ଚର୍ଯ୍ୟା ପାଳନ ରେ ଅନେକ ଲାଭ ମିଳେ । ତା ସହିତ ଅ-ଶ୍ଲୀ-ଳ ଭିଡ଼ିଓ ଦେଖିବା ସହିତ ଅଶ୍ଳୀଳ ସାଙ୍ଗ ସାଥି ଙ୍କୁ ତ୍ୟାଗ କରନ୍ତୁ ଜାହା ଆପଣଙ୍କ ଜିବନ କୁ ବଦଳେଇ ଦେବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।