ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଁ ସଞୀବ ପାଳ ଙ୍କୁ ଭଲ ପାଉଥିଲି ଗତ ତିନି ବର୍ଷ ହୋଇଗଲା । ଏବଂ ସେ ମୋ ସହିତ ସବୁକିଛି ସ୍ୱାମୀ ସ୍ତ୍ରୀ ର ସଂମ୍ପର୍କ ମଧ୍ୟ ରଖିସାରିଛନ୍ତି । ଏବଂ ବିଗତ 3 ବର୍ଷ ହେଲା ସେ ମୋର ସବୁ ଖରାପ ଫୋଟ ସବୁ ଥିଲା ସେହି ସବୁ ଧରିକି ସେ ସବୁ ବେଳେ ମତେ ସନ୍ଧେହ କରୁଛି । ଏବଂ ସେ ମତେ କହୁଛି କି ସେ ମୋର ଫୋଟ ଭାଇରଲ କରିବି । ଏବଂ ମୁଁ ଯେଉଁଠିକୁ ଡାକିବି ତୁ ସେଇଠି କୁ ଆସିବୁ ନହଲେ ସେହି ଫୋଟ ସବୁ ମୁଁ ଭାଇରଲ କରିଦେବି ।
ବିଶାଖାପାଟନା ମୁଁ ମେଡିକାଲ କୁ ଜାଇଥିଲି ଆଉ ସେ ସେଠାରେ ମତେ ଶଙ୍ଖା ସିନ୍ଦୁର ପିନ୍ଧେଇଥିଲା । ଆଉ ମୁଁ ଜାଣିଛି ସେ ମୋ ସ୍ୱାମୀ ମୁଁ ତାଙ୍କର ସ୍ତ୍ରୀ ବୋଲି ହେଲେବି ସେ ମତେ ଧମକଉଛି ବୋଲି ମୁଁ ବି ସମସ୍ତ ଙ୍କ ଆଗକୁ ଶଙ୍ଖା ସିନ୍ଦୁର ପିନ୍ଧି ବାହାରି ଗଲି । ହେଲେ ଏବେ ସେ ମତେ କହୁଛି ତୁମେ ପୂର୍ବ ପରି ସୁନ୍ଦୁର ପିନ୍ଧନି ଆଉ ମୋ ସହିତ ପୂର୍ବ ପରି ସଂ-ମ୍ପର୍କ ରଖିବା ପାଇଁ ସବୁ ସଂମ୍ପର୍କ ରଖିବା ସହିତ ଆସିବି ଯିବି ସବୁ କିଛି କରିବି ତୋ ସହିତ ।
ହେଲେ ମୁଁ କହିଲି ମୁଁ ଶଙ୍ଖା ସିନ୍ଦୁର ପିନ୍ଧିଛି ଆଉ ସମସ୍ତ ଙ୍କ ସାମ୍ନାକୁ ପଳେଇ ଆସିଥିବା ବେଳେ ତୁମେ ତମର ସ୍ତ୍ରୀ ବୋଲି ତୁମେ ମାନ ମୁଁ ବି ତୁମକୁ ମୋର ହଜବେଣ୍ଡ ବୋଲି ମାନିଛି । ହେଲେ ସେ ଏବେ କହୁଛି କି ତୁ ମାଲକାନା ଗିରି ଜାଇକି ରହ ମୁଁ ଏବେ ଆସି ପାରିବି ନାହିଁ ।
ଏବଂ ମୁଁ ପରେ ତାଙ୍କୁ 4.500 ଟଙ୍କା ଭଡା ବାବଦ କୁ ମାଗିଥିଲି ସେ ପ୍ରଥମ ମାସ ଦେଇଥିଲା ହେଲେ ବର୍ତମାନ ସମୟରେ ସେ ଆଉ ମୋ ସହିତ ଭଲରେ କଥା ହେଉନଥିବା ବେଳେ ମୋ ସେ ବ୍ଲାକମେଲିଂ କରିବା ସହିତ ମୋ ନମ୍ବର କୁ ବ୍ଲକ୍ ମଧ୍ୟ କରିଦେଉଛି । ଏମିତି ବେଳେ ମୁଁ ଯେତେ ବେଳେ ଜାଇ ତା ଘର ସାମ୍ନାରେ ଜାଇ ବସିଥିଲି ହେଲେ ସେମାନେ ସେଠାରୁ ମତେ ଧୋକା ଦେବା ସହିତ ମାଡ ମଧ୍ୟ ମାରିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।