ସୂର୍ଯ୍ୟ କୁମାରଙ୍କୁ ନେଇ ଏମିତି କଣ କହିଦେଲେ ମାକ୍ସୱେଲ

Suryakumar 1

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୂର୍ଯ୍ୟ କୁମାର ଙ୍କୁ ନେଇ ମେକ୍ସୱେଲ ଙ୍କ ବଡ ବୟାନ । ବିଗବେସ୍ ଲିଙ୍କ୍ ଖେଳିବାକୁ ନେଇ କହିଲେ ଏମିତି । ସୂର୍ଯ୍ୟ କୁମାର ଙ୍କୁ କିଣିବା ପାଇଁ ପଇସା ନାହିଁ । ଏହି ବର୍ଷ ସେ ଯେମିତି ଭାବେ ରେକର୍ଡ ସୃଷ୍ଟି କରିଛନ୍ତି ତାହା ଦେଖି କ୍ରିକେଟ ର ଅନେକ ଭେଟରାନ ଆଶ୍ଚର୍ଯ୍ୟ ହୋଇଛନ୍ତି । ଅକ୍ଟୋବର ନଭେମ୍ବର ରେ ଅଷ୍ଟେଲିଆ ରେ ଖେଳାଜାଇଥିବା ଟି ଟ୍ୱେଣ୍ଟି ବିଶ୍ୱକପ୍ ରେ ସେ ତୃତୀୟ ସର୍ବାଧିକ ରୋନ ସ୍କୋରର ହୋଇଥିଲେ ।

ସେ ବିଶ୍ୱକପ୍ ରେ 2039 ରନ ସ୍କୋର କରିଥିଲେ । ନ୍ୟୁଜରାଣ୍ଡ ପକ୍ଷରୁ ଶେଷ ହୋଇଥିବା ନିକଟ ର ଟିଟ୍ୱେଣ୍ଟି ସିରିଜ ରେ ସର୍ବାଧିକ ସ୍କୋରର ହୋଇଥିଲେ । ଏହି ଇନିଙ୍ଗ୍ସ ରେ ସେ ଗୋଟିଏ ଶତକ ସହିତ 224 ରନ ସ୍କୋର କରିଥିଲେ । ଏହା ସୂର୍ଯ୍ୟ କୁମାର ଙ୍କ ଚମତ୍କାର ବ୍ୟଟିଂ ରହିଥିଲା । ଯେଉଁଥି ପାଇଁ ହାର୍ଦ୍ଧିକ ପାଣ୍ଡିଆ ଙ୍କ ଦଳ 0/1 ରେ ଜିତିଥିଲା ।

Suryakumar

ଅଷ୍ଟେଲିଆ ର ଗ୍ଲେନ ମେକ୍ସୱେଲ ମଧ୍ୟ ସୂର୍ଯ୍ୟ କୁମାର ଙ୍କ ଏମିତି ପଦର୍ଶନ ଦେଖି ଆଶ୍ଚର୍ଯ୍ୟ ହୋଇଜାଇଥିଲେ । ଯେତେ ବେଳେ ସୂର୍ଯ୍ୟକୁମାର ଙ୍କ ବିଗ ବେସଲିଗ୍ ଖେଳିବା ବିଷୟ ରେ ପଚରା ଜାଇଥିଲା ସେତେବେଳେ ସେ ଗୋଟିଏ ମଜାଳିଆ ଉତ୍ତର ଦେଇଥିଲେ ।

ଯେତେ ବେଳେ ଗ୍ଲେନ ମେକ୍ସୱେଲ ଙ୍କୁ ପଚରା ଜାଇଥିଲା କି କଣ ସୂର୍ଯ୍ୟ କୁମାର ଙ୍କୁ ବିଗ ବେସଲିଗ୍ ଖେଳିବାର ସୁଯୋଗ ମିଳିବ କି । ତେବେ ସେତେ ବେଳେ ଗ୍ଲେନ ମେକ୍ସୱେଲ କହିଥିଲେ ଆମ ପାଖରେ ତାଙ୍କୁ କିଣିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ନାହିଁ । କୈଣସି ସୁୟୋଗ ନାହିଁ । ତାଙ୍କୁ ଯଦି ଆମେ କିଣନ୍ତି ତେବେ ସବୁ ଖେଳାଳି ଙ୍କୁ ବରଖାସ୍ତ କରିବାକୁ ହେବ ବୋଲି ମେକ୍ସୱେଲ କହିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *