‘ଓଡ଼ିଶା ଆସିଲେ ଗୋବର ବୋଳିବୁ’ |

sora

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ସମସ୍ତେ ମର୍ମାହତ ଓଡିଶା ବାସୀ ଭାରତ ବାସୀ ୱେଷ୍ଟ ବେଙ୍ଗଲ ର ଜଣେ ମନ୍ତ୍ରୀ ଅଖିଲ ଗିରି । ଯେଉଁ ଭଳିଆ କ୍ରିଟିସାଇଜ କରିଛି ଆମର ରାଷ୍ଟ୍ରପତି ମହଦୟା ଙ୍କୁ । ଜଣେ ଅନେଷ୍ଟ ଲେଡି , ଜଣେ ଟ୍ରେଣ୍ଡ ଲେଡି । ହାଇଲି ଏଜୁକେଟେଡ ଲେଡି , ତାଙ୍କର ଜିବନ ରେ ଏମେଲେ ହୋଇଥିଲେ । ସେ ମନ୍ତ୍ରୀ ହୋଇଥିଲେ ଗଭର୍ନର ହୋଇଥିଲେ । ରାଷ୍ଟ୍ରପତି ହୋଇଛନ୍ତି ।

ଯେଉଁ ରାଜ୍ୟକୁ ଯାଉଛନ୍ତି ଆଦରରେ ଗ୍ରହଣ କରୁଛନ୍ତି ଆମର ଏଠାକୁ ଆସିଥିଲେ ପୁରୁଣା ପରମ୍ପରା ସ୍କୁଲ ବେଳେ ଯେଉଁ ସ୍କୁଲରେ ପଡିଥିଲେ ଗଲେ । ଯେଉଁ ଖଟରେ ବସିଥିଲେ ବସିଲେ । ପୁରୀ ଗଲେ ବଡଦାଣ୍ଡରେ ତଳେ ଶୋଇ ମୁଣ୍ଡିଆ ମାରିଲେ । ଶିକ୍ଷକ ମାନଙ୍କ ସହିତ ମିଶିଲେ । ଆମ ମାନଙ୍କ ମିଶିଲେ ବହୁତ ଭଲ ଆଦର୍ଶ କଲେ ହେଲେ ବର୍ତମାନ ସମୟ ରେ ତାଙ୍କୁ ଯେଉଁ କଟୁ ବାଖ୍ୟା କରାଜାଇଛି କଳାକୁ ନେଇ । ମାମତା ବାନାର୍ଜି ତମେ କଣ ଗୋରା ତମେ ତାହାଲେ କଣ ପାଇଁ ମୂଖ୍ୟ ମନ୍ତ୍ରୀ ଅଛ ।

sura

ଏହି ଗିରି ଅଖିଲ ଗିରି ଙ୍କୁ ତୁରନ୍ତ ରିଜାଇନ ଦେବାକୁ ନିର୍ଦ୍ଧେଶ ଦିଅ । ଆରେଷ୍ଟ କର ଭାରତ ର ରାଷ୍ଟ୍ରପତି ଙ୍କୁ ଯେଉଁ ଭଳିଆ ସେ କ୍ରିଟିସାଇଜ ସେ କରିଛନ୍ତି । ଆମ ଓଡିଆ ଝିଅଙ୍କୁ , ଆଦିବାସୀ ଝିଅଙ୍କୁ , ଭାରତ ବର୍ଷର ଗର୍ବଙ୍କୁ ଯଦି ଏହି ପରି ଭାବେ କ୍ରିଟିସାଇଜ କରିବେ ତେବେ ଆମେ କେବେବି ବର୍ଦାସ୍ତ କରିବୁ ନାହିଁ ।

ଏହି ଅଖିଲେସ କେବେ ଭୁବନେଶ୍ୱର ଓଡିଶା ଆସେ ତେବେ କେବଳ ଗୋବର ବୋଳା ହେବ ତା ମୁହଁ ରେ । ମାଟିରେ ଆମେ ଉହ୍ଲେଇ ଦେବୁ ନାହିଁ ଆମ ଓଡିଆ ଝିଅ ପ୍ରତି ଯେଉଁ କଟୁ ବାକ୍ୟ ସେ କରିଛନ୍ତି । ତେବେ ସେହିଥି ପାଇଁ ତାଙ୍କୁ ତୁରନ୍ତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ସହିତ ତାଙ୍କୁ ସସପେଣ୍ଡ କରାଯାଉ ବୋଲି ନିଜର ମନ୍ତବ୍ୟ ରେ ସୁର ରାଉତରାୟ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *