ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି କେନ୍ଦ୍ରାପଡା ସାଂସଦ ତଥା ଲୋକପ୍ରିୟ ଓଡିଆ ସୁପର ଷ୍ଟାର ଅନୁଭବ ମହାନ୍ତି । ଏହିଥର କୈଣସି ପାରିବାରିକ ବିବାଦ କୁ ନେଇ ମାମଲା ନୁହେଁ । ବରଂ ସେ ନିଜର ଅପକୋମିଂ ଫିଲ୍ମ ପାଇଁ ସେ ଚର୍ଚ୍ଚା କୁ ଆସିଛନ୍ତି । ହଁ ବନ୍ଧୁଗଣ ଯେତେ ବେଳେ ଓଡିଆ ସିନେମା ର ଧାରା ବଦଳୁଛି ଯେତେ ବେଳେ ଓଡିଶା ରେ ମୈଳିକ କାହାଣୀ ର ଆଦର ବଢୁଛି ଯେତେ ବେଳେ ଆମେ ମାନେ ଉଦାହରଣ ସ୍ୱରୂପ ଦମନ ଚଳଚିତ୍ର କୁ ନେଉଛନ୍ତି ।
ଠିକ୍ ସେତିକି ବେଳେ କେନ୍ଦ୍ରାପଡା ସାଂସଦ କମ୍ ବ୍ୟାକ୍ କରୁଛନ୍ତି । ଜାହାକୁ ନେଇ ନାନାଦି ଆଲୋଚନା ମଧ୍ୟ ଚାଲିଛି । ଭିନ୍ନ ଭିନ୍ନ କଥା ପ୍ରସଂଶକ ଙ୍କ ମୁହଁରୁ ସୁଣିବାକୁ ମିଳୁଛି । ଏହିଥର ପୁଣି ଭାଇ ଫେରିଲେ ବୋଲି କହୁଛନ୍ତି । ଆଉ ସୋସିଆଲ ମିଡିଆ ରେ ଅପକୋମିଂ ଫିଲ୍ମ କୁ ନେଇ ନିଜେ ନିଜେ ବ୍ୟାନର ତିଆରି କରି ସୋସିଆଲ ମିଡିଆ ରେ ଆପଲୋର୍ଡ କଲେଣି ।
ହଁ ବନ୍ଧୁଗଣ ଦିର୍ଘ 4 ବର୍ଷ ପରେ ଯେଉଁ ପ୍ରଶ୍ନ ଅନୁଭବ ଙ୍କୁ ପଚାରୁଥିଲେ । ଏହି ପରବର୍ତି ସିନେମା ରେ ତାହାର ଉତ୍ତର ସମସ୍ତ ଙ୍କୁ ମିଳିଯିବ । ହଁ ବନ୍ଧୁଗଣ ପ୍ରଶଂସକ ଙ୍କ ପ୍ରଶ୍ନ ସିନେ ପ୍ରେମି ଙ୍କ ପ୍ରଶ୍ନ ଏବେ ସମସ୍ତ ଙ୍କ ପ୍ରଶ୍ନ ରେ ପୂର୍ଣ୍ଣଛେଦ ପଡୁଛି । କାରଣ ଅନୁଭବ ଙ୍କ ଡ୍ରିମ୍ ପ୍ରଜେକ୍ଟ ରାବଣ କୁ ବଡ ଆକାରରେ ରିଲିଜ କରାଯିବାର ଯୋଜନା ରହିଛି । ହେଲେ ତାହା ପୂର୍ବରୁ ଅନୁଭବ ଙ୍କ ଆଉ ଏକ ସିନେମା ନିର୍ମାଣ ହୋଇ ପରଦା କୁ ଆସିବାକୁ ଯାଉଛି ।
ହଁ ବନ୍ଧୁଗଣ ଜାହାର ନାମ ରହିଛି ଲଭ ଇନ ଲଣ୍ଡନ ଜାହାର ସୁଟିଂ ଏବେ ଲଣ୍ଡନ ରେ ଚାଲିଛି ଏବଂ ଅନୁଭବ ମଧ୍ୟ ବର୍ତମାନ ସମୟ ରେ ଲଣ୍ଡନ ରେ ରହିଛନ୍ତି । ଯଦିଓ ସେ ଏହି ନେଇ କୈଣସି ସୂଚନା ଦେଇ ନାହାଁନ୍ତି ମାତ୍ର ସୋସିଆଲ ମିଡିଆ ରେ ଏହାର ଗୁଡାଏ ଫୋଟ ଏବଂ ଭିଡ଼ିଓ ଦେଖିବାକୁ ମିଳୁଛି । ତେବେ ଏହି ସବୁ ମଧ୍ୟରେ ଅନୁଭବ ଙ୍କ ଆପକୋମିଂ ଫିଲ୍ମ ପାଇଁ ଅନେକ ଅନେକ ଶୁଭେଚ୍ଛା ଜଣେଇଛନ୍ତି ତାଙ୍କର ଫେନ୍ସ ମାନେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।