Untalented Guy ଉଦିତ, ଗାଳି କରିଲେ କାନରୁ ଧୂଆଁ ବାହାରେ ! ଶୁଣନ୍ତୁ ତାଙ୍କ ମଧୁର ବାଣି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଯେଉଁ ବ୍ୟକ୍ତି ଙ୍କ ବିଷୟ ରେ ସୂଚନା ପ୍ରଦାନ କରିବା ପାଇଁ ଯାଉଛୁ ସେ ଆଉ କେହି ନୁହଁନ୍ତି ବରଂ ଉଦିତ ନାୟକ ବା Untalented Guy । ତେବେ ସେମିତି ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ ଯଦି ଜାଣିନାହାଁନ୍ତି ତେବେ ଆମେ ଆପଣ ମାନଙ୍କୁ ଜଣେଇ ଦେବୁ ।

ସେ କହିଛନ୍ତି – ହେଲୋ ହାଇ ନମସ୍କାର ତେବେ ମୁଁ ବାଲେଶ୍ୱର ରୁ ପ୍ରଥମ ଥର ପାଇଁ ଭୁବନେଶ୍ୱର ଆସିଛି ଏବଂ ଏଠାରେ ମୁଁ ଏକ ଗୀତ ର ସୁଟିଂ ପାଇଁ ଆସିଛି । ତେବେ ମତେ ଏଠାକୁ ବାବୁଭାଇ ପ୍ରଡୋକ୍ସର ରୁ ଡକାଜାଇ ଥିବା ବେଳେ ସେ ବହୁତ ଭଲ ଲୋକ ବୋଲି କହିଛନ୍ତି । ଏବଂ ସେ ବର୍ତମାନ ସମୟ ରେ ଭୁବନେଶ୍ୱର ଆସି ବହୁତ ବଡ ବଡ ଲୋକ ମାନଙ୍କ ସହିତ ମିଶୁଛନ୍ତି ଏବଂ ବହୁତ କଥା ମଧ୍ୟ ସିଖିବା ପାଇଁ ମିଳୁଛି ।

Udit

ତେବେ ସେ ନିଜର ଚେନ୍ନାଲ କୁ ଏହି ପରି ନାମ ରଖିବା ପଛର କାରଣ ହେଲା ମୁଁ ଜାଣି ନଥିଲି କି ମୋ ଭିତରେ କଣ ସବୁ ଟେଲେଣ୍ଟ ରହିଛି ସେହିଥି ପାଇଁ ସେହିଥି ପାଇଁ ଏମିତି ଗୋଟେ ଚେନ୍ନାଲ ନାମ ଦେଇ ଦେଇଦେଇଥିଲି । ଏବଂ ତା ପରେ ଏହା ଏମିତି ଚାଲିଛି ତ ଚାଲିଛି । ତେବେ ସେ କହିଛନ୍ତି କି ସ୍ଲାଙ୍ଗ୍ସ ବ୍ୟବହାର କରିବା ପଛର କାରଣ ହେଲା ସେ କହିଛନ୍ତି ରି ଏମିତି କେହି ଲୋକ ନାହିଁ ଯିଏ କେବେବି କାହାକୁ ସୋଦୁ ନଥିବ ।

ତେବେ ରିଏଲ ଲାଇଫ ଏବଂ ସୋସିଆଲ ମିିଡିଆ ବହୁତ ଅଲଗା ଅଟେ । ତେଣୁ ମୁଁ ଖରାପ କହିବାରେ ଯଦି କେହି ବହୁତ ଖୁସୀ ହେଉଛି ତେବେ ତାହା ମୋ ପାଇଁ ଖରାପ ନୁହେଁ । ସେମିତି ରେ ମୋ ଚେନ୍ନାଲ ଯେତେ ବେଳେ ବି ଆରମ୍ଭ ହୋଇଥିଲା ସେତେ ବେଳେ ବହୁତ ପାଲା ହୋଇଥିଲା ବହୁତ ଲୋକ ଖରାପ କହୁଥିଲେ ଏବଂ ବହୁତ ଲୋକ ଭଲ ବି କହୁଥିଲେ ।

ହେଲେ ପରେ ମୋ ଭିଡିଓ କୁ ନେଇ ବହୁତ ଲୋକ ମାନେ ସୋପୋର୍ଟ କରିଲେ ଆଉ ଆଜି ସେହି ଭଲ ପାଇବା ପାଇଁ ମୁଁ ଏଠାରେ ରହିଛି । ଆଉ ଏହି ସବୁ ପଛରେ ମତେ ଘରେ କେହିବି ମନା କରିନାହାଁନ୍ତି । ଯେଉଁଥି ପାଇଁ ଆଜି ମୁଁ ଏହି ପରି ଭିଡ଼ିଓ କରୁଛି ଜାହା ଲୋକ ମାନଙ୍କୁ ବହୁତ ପସନ୍ଦ ବି ଆସୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *