ରାଷ୍ଟ୍ରପତି ହେବାକୁ ଟ୍ରମ୍ପ ପ୍ରସ୍ତୁତ | ଆମେରିକାରେ ବଦଳିବ ସରକାର

Trump 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଷ୍ଟପତି ହେବକୁ ପ୍ରସ୍ତୁତ ହେଉଛନ୍ତି ଟ୍ରମ୍ପ । 24 ରେ ଆମେରିକା ଦେଖିବ ମହା ଲଢେଇ । ଏବେବି ଟ୍ରମ୍ପ ଉପରେ ରହିଛି ଦୂର୍ନୀତି ଅଭିଯୋଗ ଆଗାମୀ 2024 ରେ ହେବାକୁ ଯାଉଛି ଆମେରିକା ର ରାଷ୍ଟ୍ରପତି ନିର୍ବାଚନ । ଯେଉଁଥିରେ ନାମାଙ୍କନ ଦାଖଲ କରିଛନ୍ତି ଚର୍ଚ୍ଚିତ ରାଷ୍ଟପତି ଡୋନାଲ ଟ୍ରମ୍ପ ।

ଟ୍ରମ୍ପ ନାମାଙ୍କନ ଭରିବା ପରେ ଏବେ ଆମେରିକା ଠୁ ଆରମ୍ଭ କରି ଭାରତ ରେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି । ଡାଇନାମିକ ନିସ୍ପତି ଏବଂ ବାକ ପ୍ରବଣତା କୁ ନେଇ ଚର୍ଚ୍ଚା ରେ ରହୁଥିବା ଟ୍ରମ୍ପ । ପୁଣି ଥରେ ରାଷ୍ଟ୍ରପତି ହେବା ନେଇ ଆଶା ରଖିଛନ୍ତି । ପ୍ରଶଂସକ ଙ୍କୁ ସଂମ୍ମନ୍ଧନ କରି ଟ୍ରମ୍ପ କହିଛନ୍ତି ଯେ ଆମେରିକା ଏବେ କମ୍ ବ୍ୟାକ୍ କରିବ । ଏହି ଉଦ୍ଧେଶ୍ୟ ରେ ସେ ଏହି କଥା କହିଥିବା ବେଳେ ଏହା କେବଳ ତାଙ୍କୁ ହିଁ ଜଣା ତେବେ ସେ ବର୍ତମାନ ର ରାଷ୍ଟ୍ରପତି ଜୋ ବାଇଡେନ ଙ୍କୁ ଟାର୍ଗେଟ କରି କହିଥିବା ଏମିିତି ଚର୍ଚ୍ଚା ହେଉଛି ।

Trump

ଟ୍ରମ୍ପ ରାଷ୍ଟ୍ରପତି ଥିବା ସମୟ ରେ ତାଙ୍କର ଡାଇନାମିକ ନିସ୍ପତି ଏବଂ ବାକ ପ୍ରବଣତା କୁ ନେଇ ସବୁ ବେଳେ ଚର୍ଚ୍ଚା ରେ ରହିଥାନ୍ତି ସେ ଚାଇନା ସହିତ ବ୍ୟବସାୟିକ ସଂମ୍ପର୍କ କୁ ନେଇ ହେଉ କିମ୍ବା ଇରାନ ର ସାମରିକ ଉତ୍ତେଜନା । ଅଥବା ପ୍ରତି ମୂହୁର୍ତ୍ୱ ରେ ପରମାଣୁ ଯୁଦ୍ଧ ର ଧମକ ଦେଉଥିବା ଉତ୍ତର କୋରିଆ କୁ ନାଲି ଆଖି ଦେଖେଇବାର କଥା । ସବୁବେଳେ ଟ୍ରମ୍ପ ଏହି ଦିଗରେ କିଛି ନ ବୁଝି ନସୁଝି ନିସ୍ପତି ନେଉଥିବାର ଚର୍ଚ୍ଚା ହେଉଛି ।

ଯାହା ପରବର୍ତି ମୂହୁତ୍ୱ ରେ ବିଶ୍ୱକୁ ଏକ ନୂଆ ବିପଦ କୁ ଠେଲି ଦେଇଥାଏ । ତେବା ରାଷ୍ଟ୍ରପତି ଜାଲ ରୁ ଉହୁରିବା ପରେ ଆଇନ ଜାଲରେ ଛନ୍ଦି ହୋଇ ପଡିଥଲେ ଟ୍ରମ୍ପ । ରାଷ୍ଟ୍ରପତି ଙ୍କ ପଦକୁ ଅପବ୍ୟବହାର କରି ସେ ଅନେକ କାଗଜ ପତ୍ର ରେ ହେରା ଫେରି କରିଥିବା ନେଇ ଅଭିଯୋଗ ଆସିଥିଲା । ଏବଂ ଏମିତି ରେ 2024 ନିର୍ବାଚନ ରେ ଟ୍ରମ୍ପ ଙ୍କୁ ସମର୍ଥନ ଏକ ବିସ୍ପୋରକ ପରିସ୍ଥିତି ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *