ଏଥର ମାଟ୍ରିକ ପରୀକ୍ଷୀ ରେ ହେବ ନୁଆ ଢୀଞ୍ଚା । ଏମିତି ହେବ ପରୀକ୍ଷା

Examiner

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମେଟ୍ରିକ ଛାତ୍ରଛାତ୍ରୀ ଙ୍କ ଲାଗି ଆଉ କିଛି ନୂଆ ସୂଚନା । ତେବେ 2022-23 ମେଟ୍ରିକ ପରିକ୍ଷା ମାର୍କ ପଦ୍ଧଥି ରେ ଆସୁଛି ଆଉ କିଛି ବଡ ଖବର । ତେବେ ଆସନ୍ତୁ ନଜର ପକେଇବା କି ଏହିଥର କେଉଁ ପଦ୍ଧଥି ରେ ମେଟ୍ରିକ ପିଲା ମାନଙ୍କୁ ମିଳିବ ମାର୍କିଂ । ଚଳିତ ଥର ମେଟ୍ରିକ ସମେଟିଭ ୱାନ ପରିକ୍ଷା ଆରମ୍ଭ ହୋଇଛି ସେହିଥି ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଜାଇଛି ।

ବିଭିନ୍ନ ନୋଡାଲ ସେଣ୍ଟର କୁ ମଧ୍ୟ ପ୍ରଶ୍ନ ପତ୍ର ପଠାଜାଇଛି । ପରିକ୍ଷା କୁ ଶୃଙ୍ଖଳିତ ଏବଂ କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କୁଆର୍ଡ ଗଠନ ମଧ୍ୟ ହୋଇଛି । ତେବେ ଏହି ମଧ୍ୟରେ ପରିକ୍ଷାର ସମେଟିଭ ୱାନ ପରିକ୍ଷାରେ 15 ଜଣ କପି କରି ଧରା ପଡିଛନ୍ତି । ଏପଟେ ମାର୍କିଂ ରେ ହୋଇଛି ନୂ ପଦ୍ଧଥି । ଚଳିତ ଥର ସମେଟିଭ ୱାନ ଏବଂ ସମେଟିଭ ଦୁଇ ପରିକ୍ଷା ସହିତ ଇଣ୍ଟରନେଲା ଆସେସ ମେଣ୍ଟ ପରିକ୍ଷା ରୁ ପରିକ୍ଷାର୍ଥି ଙ୍କ ମାର୍କ ମୂଲ୍ୟାୟନ କରାଯିବ ।

school Staff

ତେବେ ଚଳିତ ବର୍ଷ 54712 ଜଣ ଛାତ୍ରଛାତ୍ରୀ ଙ୍କୁ 3029 ଟି କେନ୍ଦ୍ର ରେ ପରିକ୍ଷା ଦେବେ । ତେବେ ସେହି ପରି ମଧ୍ୟମା ରେ 2914 ଜଣ ପରିକ୍ଷାର୍ଥି ଙ୍କ ପାଇଁ 108 ଟି କେନ୍ଦ୍ର ରହିଥିବା ବେଳେ ଅପନ ସ୍କୁଲ ସାର୍ଟିଫିକେଟ ପାଇଁ 7181 ଜଣ ପରିକ୍ଷାର୍ଥି 46 ଟି କେନ୍ଦ୍ର ରେ ପରିକ୍ଷା ଦେବେ ।

ଆଉ ଏହା ସହିତ ନକ୍ସନ ପ୍ରଭାବିତ ସେଣ୍ଟର ର 22 ଟି ନୋଡାଲ ସେଣ୍ଟର କରାଜାଇଛି । ଯେଉଁଥିରେ କନ୍ଧମାଳ 7 ଟି ମାଲକାନା ଗିରି 10 ଟି କୋରାପୁଟ 5 ଟି ଥାନାକୁ ସାମିଲ କରାଜାଇଛି । ଚଳିତ ବର୍ଷ ସ୍କୁଲ ଠାରୁ 10 କିଲୋମିଟର ଭିତରେ ସବୁ ସେଣ୍ଟର ହୋଇଛି । ତେବେ ପରିକ୍ଷା 10 ରୁ ଆମରମ୍ଭ ହୋଇ ମଧ୍ୟନ ଯାଏ ଚାଲିବ କେବଳ ଗଣିତ ପରିକ୍ଷା ଦିନ ଅଧିକ 15 ମିନିଟ ସମୟ ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *