ବାହାହେବା ପାଇଁ ଝିଅର ପୁଅ ହୋଇଗଲେ ଏହି ଶିକ୍ଷତ୍ରୀ ।

Teacher

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କଥାରେ ରହିଛି ପ୍ରେମ ପାଇଁ କିଛି ବି କରିହେବ । ପ୍ରେମ ଅନ୍ଧ ହୋଇଥାଏ ବୋଲି ଆମେ ସମସ୍ତେ କହୁ ଆଉ ଏହାକୁ ସତ ପ୍ରମାଣିତ କରି ଦେଖେଇଛନ୍ତି ରାଜସ୍ତାନ ଭରତ ପୁର ର ଅୈରବ ଗୁପ୍ତା । ତେବେ ପେଶା ରେ ଶିକ୍ଷକତା କରୁଥିବା ଅୈରବ ସେହି ସ୍କୁଲ ଛାତ୍ରୀ କଳ୍ପନା ଙ୍କୁ ମନେ ମନେ ଭଲ ପାଉଥିଲେ । ଏମିତି କି ତାଙ୍କୁ ବିବାହ କରିବା ଲାଗି ନିଜର ଲିଙ୍ଗ ପରିବର୍ତନ କରିବା ଲାଗି ସେ ନିସ୍ପତି ନେଇଥିଲେ । କେବଳ ନିସ୍ପତି ନୁହେଁ ବରଂ ତାହା ହିଁ କରି ଦେଖେଇ ଦେଲେ ।

ପ୍ରେମ ପାଇଁ କିଏ କାହାର ଜିବନ ନେଇ ଯାଉଛି ତ କିଏ ଜିବନ ବି ଦେଇ ଦେଉଛି । ପ୍ରେମ ଜ୍ୱର ଥରେ ମୁଣ୍ଡରେ ଚଢିଲେ ଉହ୍ଲାଇବାକୁ ନାଁ ଧରେ ନାହିଁ । ଠିକ୍ ଏମିତି ଏକ ପ୍ରେମ କାହାଣୀ ଏବେ ରାଜସ୍ତାନ ରେ ଦେଖିବାକୁ ମିଳିଛି । ମୀରା ରାଜସ୍ତାନର ଜଣେ ସ୍କୁଲ ର ଶିକ୍ଷୟତ୍ରୀ । ମୀରା ଙ୍କ କହିବା କଥା କି ସେ ସିନା ଝିଅ ହୋଇ ଜନ୍ମ ହୋଇଥିଲେ ହେଲେ ତାଙ୍କୁ ପୁଅ ପୁଅ ଅନୁଭବ ହେଉଥିଲା । ସେ ସବୁ ବେଳେ ଚାହୁଁଥିଲେ କି ଝିଅ ଜନ୍ମ ସିନା ହୋଇଛି ହେଲେ କେମିତି ପୁଅ ହେବି ।

mira

ଆଉ ପୁଅ ହେବା ପାଇଁ ସେ ସବୁ ବେଳେ ଚେଷ୍ଟା କରିଥିଲେ । ଏମିତି କି ପୁଅ ପିନ୍ଧୁଥିବା ଡ୍ରେସ୍ ପୁଅ ଯେମିତି ଭାବରେ ମୁଣ୍ଡ କୁଣ୍ଡାନ୍ତି । ସେହି ଭଳି ଭାବେ ତାଙ୍କର ହେୟାର ଷ୍ଟାଇଲ । ଆଉ ଯେଉଁ ଦିନ ଛାତରେ କଳ୍ପନା କୁ ଦେଖିଲେ ମୀରା ତାଙ୍କୁ କାହିଁକି ଝିଅରୁ ପୁଅ ହେବା ପାଇଁ ବହୁତ ଇଚ୍ଚା ହେଲା । କଳ୍ପନା ଙ୍କୁ ଭଲ ପାଇବାକୁ ଇଚ୍ଚା ହେଲା । କଳ୍ପନା ଙ୍କୁ ନିଜ ଜିବନ ର ସାଥି କରିବାକୁ ଇଚ୍ଚା ହେଲା । ନିଜ ସୁଖରେ ଦୁଖଃରେ ଭଲରେ ମନ୍ଦରେ ଭାଗ ବସେଇବାକୁ ଇଚ୍ଚା ହେଲା ।

ହେଲେ କଣ କରିବେ କଳ୍ପନା ଝିଅ ଆଉ ମୀରା ବି ଝିଅ ଅଟେ । ହେଲେ ତଫାତ ଏତିକି ମୀରା ଝିଅ ହେଲେବି ସେ ପୁଅ ହେବାକୁ ଚାହାଁନ୍ତି । ଆଉ ନିଜର ଭାବନା କୁ ନିଜର ଛାତି ଆଗରେ ଖୋଲି କହିଥିଲା । ଏବଂ କଳ୍ପନା ବି ନିଜର ଶିକ୍ଷ୍ୟୟତ୍ରୀ ଙ୍କ ପ୍ରେମ ନିବେଦନ କୁ ଗ୍ରହଣ କରିଲା । ଆଉ ଏହା ପରେ ମୀରା ଏବଂ କଳ୍ପନା ପ୍ରେମ ରାଇଜରେ ଉଡି ବୁଲିଲେ ।

ଦୁହେଁ ଦୁହିଁଙ୍କୁ ନିଜର କରିବେ ବୋଲି ଭାବିଲେ । ଆଉ ସେହିଥି ପାଇଁ ବହୁତ ସାଧନା କରିବାକୁ ପଡିଲା ମୀରା ଙ୍କୁ । ହଁ ବନ୍ଧୁଗଣ ଶିକ୍ଷୟତ୍ରୀ ମୀରା ଅସ୍ତ୍ର ପ୍ରଚାର ଜରିଆରେ ମହିଳା ରୁ ପୁୁରୁଷ ହେଲେ । ଏହା ସହ ସେ ନିଜର ନାମ ବି ବଦଳେଇ ଦେଲେ ଏବଂ ମୀରା ରୁ ଅୈରବ ଗୁପ୍ତା ହୋଇଗଲେ ମୀରା । ଆଉ ଭଲ ପାଉଥିବା ପ୍ରେମିକା ତଥା ଛାତ୍ରୀ କଳ୍ପନା ଙ୍କୁ ବିବାହ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *