‘ଏଇଟା ମଞ୍ଚ, ତୁମ ଖଟ ନୁହଁ ଯେ ତୁମେ ଏଠି ନ-ଙ୍ଗ-ଳ ନାଚ କରିବ, ଯାହା ଦର୍ଶକ ଚାହୁଁ ନାହାଁନ୍ତି ତାକୁ ତୁମେ….’ Daitari Panda

Daitari Panda

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତମେ ଜୋତା ମାଡ ଖାଇବନି ତ ଆଉ କିଏ ଖାଇବ । ତେବେ ଦର୍ଶକ ଜାହାକୁ ଚାହୁଁ ନାହାଁନ୍ତି ତେବେ ତୁମେ ମାନେ କାହିଁକି ସେମିତି ନାଚୁଛ ତେବେ ଏହି ଘଟଣା ଆଗରୁ ଘଟିଥିବା ବେଳେ ଆମେ ମନା କରିଥିଲୁ ଏହାକୁ ନେଇ ଆମ ସଂଙ୍ଗ ବି ମନା କରିଥିଲା । ତେବେ ଦର୍ଶକ ଯିଏ ଆମ ପାଇଁ ଭଗବାନ ସେମାନେ ବି ଚାହୁଁନଥିଲେ , ସେମାନେ ବି ମନା କରିଥିବା ବେଳେ ଆମେ କହିବା ହଁ ଦେଖ । ସମସ୍ତେ କଣ ଏହି ସବୁ କୁ ଦେଖିବା ପାଇଁ ଭଲ ପାଆନ୍ତି ସମସ୍ତେ କଣ ଏହି ସବୁ କୁ ଦେଖିବା ପାଇଁ ଚାହାଁନ୍ତି ଇଏ ପରା ମଞ୍ଚ କଣ ଭାବିଛ କି ଏହାକୁ ଇଏ କଣ ତମ ଖଟ ।

ତେବେ ଦର୍ଶକ ବନ୍ଧୁ ଏମିତି ରେ ଯେତେ ବେଳେ ଭଦ୍ରକ ଜିଲ୍ଲା ଚରମ୍ପା ରେ ଚାଲିଥିଲା ଯାତ୍ରା ସେହି ସମୟ ରେ ଏକ ଅଭାବନିୟ ଘଟଣା ଦେଖିବା ପାଇଁ ମିଳିଥିଲା । ତେବେ ରାଜନନ୍ଦୀନି ପାର୍ଟି ପକ୍ଷରୁ ନାଚ ପରବେଶଣ କରୁଥିଲେ ରାନୀ ପ୍ରିୟଦର୍ଶନୀ । ତେବେ ରାନୀ ଙ୍କ ନାଚ କୁ ଜଣେ ମହିଳା ବିରୋଧ କରି ଜୋତା ପକେଇ ଥିବାର ଦେଖିବା ପାଇଁ ମିଳିଥିଲା ।

da

ତେବେ ଏହାକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା ଟାଈଗର ଦୈତାରୀ ପଣ୍ଡା । ତେବେ ସେ କବିବା ଅନୁସାରେ ଏ ଘଟଣା ଆଗରୁ ଘଟି ଥିଲା ଯାହା ସବୁ ହେଇଥିଲା ସମସ୍ତେ ଜାଣିଛନ୍ତି । ସମସ୍ତେ ସଚେତନ ଅଛନ୍ତି ପୁଣି ପୁନରାବୁର୍ତ୍ତୀ କରିବା ଆବଶ୍ୟକତା ନଥିଲା । ଦର୍ଶକ ଜୋତା ଫୋପାଡିବେ ଏଇଟା ଗୋଟେ ଲଜ୍ଜା କଥା ।

ଆଉ ସେ ଜାହାବି ହେଲେବି କଳାକାର ସେ ଆମ ପାର୍ଟିର ନହେଲେ ବି ତାକୁ ଆମେ ଡାକିଣି ଆଣି ଥିଲୁ । ଆମେ ଡାକିକି ଆଣିବା ଭୁଲ ଆମେ ଆଣିଲୁ ଯଦି ତାକୁ ସେହି ଭଳିଆ ନିର୍ଦ୍ଦେଶ ଦେବା ଉଚିତ ଥିଲା । ଏ ସବୁ ସିଷ୍ଟମ ବନ୍ଦ କରନ୍ତୁ ଯାତ୍ରା କଳା ବଞ୍ଚି ରହୁ । ଏଭଳି ଦୁର୍ଘଟଣା ଘଟି ଯାଉଛି ତେଣୁ ସଚେତନ ରୁହନ୍ତି । ଯାହା ଦର୍ଶକ ଚାହୁଁନି ଯଦି ଆପଣ କରିବେ ଜୋତା ମାଡ ଖାଇବେନି’ ।

ବନ୍ଧୁଗଣ ମଞ୍ଚ ଉପରେ ଛୋଟ ଛୋଟ ଡ୍ରେସ ପିନ୍ଧି ନାଚୁ ଥିଲେ ରାଣୀ ପ୍ରିୟଦର୍ଶନୀ । ତେବେ ଭଲ ମେକପ୍ ନେବା ସହ ଦର୍ଶକ ଙ୍କ ମୋନରଂଞୀନ କରିବା ପାଇଁ ବହୁତ ଠୁମୁକା ଉପରେ ଠୁମକା ଲଗାଉଥିଲେ ରାଣୀ ହେଲେ ଅଚାନକ ଭାବେ ରାନୀ ଙ୍କ ନୃତ୍ୟ ଦେଖି ରାଗି ଜାଇ ଜଣେ ମହିଳା ତାଙ୍କ ଉପରେ ଜୋତା ଫୋପାଡି ଥିବାର ଦେଖବା ପାଇଁ ମିଳିଥିଲେ । ତେବେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କ ମତାମତ କଣ ରହିଛି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *