ଅର୍ଚ୍ଚନାକୁ ସୁନା ଉପହାର ଦେଇ, ଭଲକରି ଖାଇ ଯାଇଛନ୍ତି ଏହି ଆଇଏଏସ୍ ବାବୁ

Archana g

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଣିବା ଲୋକ ସୁଣରେ ଅର୍ଚ୍ଚନା କୁ କିଏ ସୁନା ଦେଇଛି ରେ ଆଉ ସୁନା ଦେବା ପରେ ଅର୍ଚ୍ଚନା ଘରୁ ଭଲ କିରି ଖାଇ ଜାଇଛି ରେ । କୁହାଜାଉଛି ସେ କୁଆଡେ ଗୋଟେ ଆଇଏସ ଅଫିସର । ହଁ ବନ୍ଧୁଗଣ ଅର୍ଚ୍ଚନା ନାଗ କୁ ଯେତେ ଦିନ ଇଡି ରିମାଣ୍ଡ ରେ ରଖି ପଚରାଉଚୁରା କରୁଛି ସେତେ ନୂଆ ନୂଆ କଥା ଏବେ ପଦାକୁ ଆସିବାରେ ଲାଗିଛି ।

ରିମାଣ୍ଡ ର ଆଠ ଦିନରେ ଇଡି ଏମିତି ଏକ ତଥ୍ୟ ପାଇଛି ଜାହା ପ୍ରସାଶନିକ ମହଲ ରେ ହଇଚଇ ସୃଷ୍ଟି କରିଛି । ପ୍ରସାଶନିକ ବାବୁ ମାନଙ୍କ ଆଖିରୁ ନିଦ ହଜି ଜାଇଛି । କାରଣ ଏହି ପ୍ରସାଶନିକ ବାବୁ ମାନଙ୍କ ମଧ୍ୟରୁ ଜଣେ କୁଆଡେ ଅର୍ଚ୍ଚନା କୁ ସୁନା ଉପହାର ଦେଇଥିଲେ । ଆଉ ପେଟେ ଖାଇ ଘରୁ ଜାଇଥିଲେ । ହଁ ବନ୍ଧୁଗଣ ଅର୍ଚ୍ଚନା ସହିତ ରାଜ୍ୟର ଜଣେ ଯୁବ ଆଇଏସ ଅଫିସର ଙ୍କ ସହିତ ଘନିଷ୍ଟ ସଂମ୍ପର୍କ ଥିଲା ।

Archana g

ଏମିତି ସଂମ୍ପର୍କ ଥିଲା ଯେ ବାବୁ ଜଣଙ୍କ ରିତିମତ ଅର୍ଚ୍ଚନା ଙ୍କ ସତ୍ୟ ବିହାର ଘରକୁ ରିତିମତ ଭାବେ ଯିବା ଆସିବା କରୁଥିଲେ । ଏମିତି କି ଅର୍ଚ୍ଚନା ର ପୁଅ ଜନ୍ମ ଦିନରେ ସୁନା ଦେଇଥିଲେ । ଏବଂ ଏହା ପରେ ଅର୍ଚ୍ଚନା ର ଶଙ୍ଖ ମଲ ମଲ ରାଜ ଉଆସ ରେ ରାଜକିୟ ଡାଇନିଂ ସେଟ ଉପରେ ବସି ପେଟ ପୁରା ଖାଇଥିଲେ ଏହି ଯୁବ ଆଇଏସ ଅଫିସର ।

ଖାଇ ସାରିବା ପରେ ସୁନା ଦେଇ ଫେରି ଆସିଥିଲେ । କାରଣ ମନ ପରା ଭରି ଜାଇଥିଲା ଖାଦ୍ୟରେ ଆତ୍ମତୃପ୍ତି ଥିଲା । ଯେଉଁ ସୁନା କୁ ଆଇଏସ ଅଫିସର ଦେଇଥିଲା ଖଗା ଠାରୁ ସୁଣି ସାରିବା ପରେ ସେହି ଦାମୀ ଉପହାର କେଉଁ ଦୋକାନ ରୁ କିଣା ଜାଇଥିଲା ତାହାର ଅନୁସନ୍ଧାନ ଆରମ୍ଭ କରି ଦେଇଛି ଇଡି ।

ତେଣୁ ଉକ୍ତ ଅଫିସର ଏବେ ଇଡି କ୍ଲାନର ରେ ବି ଅଛନ୍ତି । ଆଉ ପ୍ରମାଣ ମିଳିଲେ ତାଙ୍କୁ ମଧ୍ୟ ନୋଟିସ କରି ପାରେ ବୋଲି ବିଶେଷ ସୂତ୍ର ରୁ ଖବର ମିଳିଛି । ଆଉ ଇଡି ତାଲିକା କୁ ଅଫିସର ଜଣଙ୍କ ନାଁ ଆସିବା ପରେ ଏହାକୁ ନେଇ ପ୍ରଶାସନିକ ମହଲ ରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ କିଏ ସେହି ଆଇଏସ ଅଫସର ଜାଣିବାକୁ ବାକି ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *