ନିଜ ପସନ୍ଦର ଖେଳାଳିଙ୍କ ପାଇଁ ପଡିଆ(Field) ମଝିରେ ଏହି ଝିଅ କରିଦେଲା ଲଜ୍ଜା ଜନକ କାମ, ଦେଖିକି ଆପଣ ବି କହିବେ ଇଏ କଣ…

Field

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଖେଳ ଦେଖିବା ବଦଳରେ ବହୁତ ଆଗକୁ ବଢିଜାଆନ୍ତି ।ଏମାନେ ଏମିତି କିଛି କରି ଦିଅନ୍ତି ଯାହା ଆପଣ ସ୍ୱପ୍ନରେ କେବେ ଭାବିନଥିବେ ଏବଂ ଏହା ଆପାଣଙ୍କର ହୋସ ଉଡେ୍ଇ ଦେବ। ଏହି ଫୁଟବଲ ମ୍ୟାଚ୍ ବେଳେ ଦର୍ଶକ ମାନଙ୍କ ଭିଡ ଷ୍ଟାଡିୟମ୍ ଗ୍ୟାଲେରୀ ନୁହେଁ ବରଂ ପାଡିଆରେ ଦେଖିବାକୁ ମିଳିଲା ଯେମିତି ଏକ ଦର୍ଶକ ପଡିଆ ଭିତରକୁ ଡେଇଁ ପଡିଲା ତ ତା ପଛରେ ଲୋକଙ୍କ ଭିଡ଼ ହୋଇଗଲେ ଏହିକଥା ବୁଝିବା କଷ୍ଟକର ଯେ ଯଦି ଗୋଟିଏ ଟିମ୍ ର ପ୍ଲେୟର କାହାକୁ ପସନ୍ଦ ନୁହଁନ୍ତି ତାଙ୍କୁ ମ୍ୟାଚ୍ ସମୟରେ ଧରି ମାରିବା କେତେ ଠିକ୍ ଅଟେ ଏମିତିବି ପାଗଳ ଲୋକ ଏହି ଦୁନିଆରେ ରହିଛନ୍ତି।

ପାକିସ୍ତାନ କ୍ରିକେଟ୍ ଟିମ୍ ର ପୂର୍ବତନ କ୍ୟାପଟେନ ସର୍ଫରାଜ ନିଜ ପୁଅଙ୍କ ସହିତ ମହଲରେ ବୁଲୁଥିଲେ ହେଲେ ଏହି ସମୟରେ ତାଙ୍କର ଖରାପ ପ୍ରଫର୍ମାନ୍ସରେ ବିରକ୍ତ ହୋଇ ଜଣେ କ୍ରିକେଟ ଫ୍ୟାନ ତାଙ୍କୁ ଗାଳି କରିବା ଆରମ୍ଭ କରିଦେଲେ ଏମିତିକି ତାଙ୍କୁ ଘୁଷୁରି ଭଳି ମୋଟା କହିବାକୁ ପଛାଇଲେ ନାହିଁ । ଫୁଟବଲକୁ ରୋକିଥିବା ଏହି ଲୋକ ଜଣଙ୍କ କୌଣସି ଗୋଲ୍ କିପର ନୁହଁନ୍ତି ବରଂ ଜଣେ ଫୁଟବଲ ଫ୍ୟାନ ନୁହଁନ୍ତି ନିଜ ପସନ୍ଦର ଦଳକୁ ମ୍ୟାଚ୍ ଜିତାଇବା ପାଇଁ ସେ ପଡ଼ିଆରେ ବସି ଫୁଟବଲ୍ କୁ ରୋକିଦେଲେ ଏବଂ ଏହାପରେ ଷ୍ଟାଡିୟମ୍ ରେ ସଂମ୍ପର୍ଣ୍ଣ ଡ୍ରାମା ହେଇଗଲା ବିପକ୍ଷ୍ୟ ଦଳର ଖେଳାଳି ତାଙ୍କୁ ମାରିବା ପାଇଁ ତାଙ୍କ ପଛରେ ଗୋଡ଼େଇଲେ ।

girl fan

ଅର୍ଦ୍ଧନ-ଗ୍ନ ଅବସ୍ଥାରେ ଖେଳ ପଡିଆ ମଝିରେ ଦୈଡ଼ୁଥିବା ବେଳେ ଏହି ମହିଳା ଦର୍ଶକ ଏହି ଗେମ୍ ର ପ୍ଲେୟରଙ୍କୁ ଧକ୍କା ମାରିବା ମଧ୍ୟ ଆରମ୍ଭ କରିଦେଇଥିଲେ ଏହାପରେ କିଛି ପ୍ଲେୟରକୁ ଧକ୍କା ମାରି ସେ ଯେତିକି ସ୍ପିଡରେ ଆସିଥିଲା ସେତିକି ସ୍ପିଡରେ ରିଟର୍ନ ମଧ୍ୟ ଚାଲିଗଲା ଅବଶ୍ୟ ପରେ ତାଙ୍କୁ ଆରେଷ୍ଟ କରି ନିଆଗଲା । ଇଂଲଣ୍ଡ ଆଉ ଅଷ୍ଟ୍ରେଲିଆ ମ୍ୟାଚ୍ ସମୟରେ ରନି ଇରାନି ଟିକେ ବଡ୍ଡିକୁ ଫ୍ରୀ କରିବା ପାଇଁ ୱାର୍କଆଉଟ କରୁଥିଲେ ଏହାକୁ ସାଙ୍ଗେ ସାଙ୍ଗେ କପି କରି ଦର୍ଶକମାନେ ଥଟ୍ଟା କରିବା ପାଇଁ ଚାହିଁଲେ ଓ ଏହା କ୍ରିକେଟ୍ ଇତିହାସରେ ଏକ ସ୍ମରଣିୟ ମୁମେଣ୍ଟ ହେଇଗଲା ।

ଏହି ଫୁଟବଲ ମ୍ୟାଚ୍ ରେ ବେଲଜିୟମ ଟିମ୍ ର ଫ୍ୟାନ୍ସ ବୋହୁତ ପରିମାଣରେ ଟୋଇଲେଟ ପେପର ଫୋପାଡ଼ିବାକୁ ଲାଗିଥିଲେଲେ ଯେଉଁଥି ରେ ମ୍ୟାଚ୍ କୁ ସ୍ଥଗିତ କରିବାକୁ ପଡ଼ିଲା ହେଲେ ଏହିକଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା କି ଦର୍ଶକ ମାନେ ଏମିତି କଣ ପାଇଁ କରିଲେ ଆଉ ସେମାନଙ୍କ ପାଖରେ ଏତେ ପରିମାଣରେ ଟୋଇଲେଟ୍ ପେପର ଆସିଲା କେଉଁଠୁ ।

ରୋଚକ ଫେଡ୍ରର୍ ଦର୍ଶକଙ୍କ ମଧ୍ୟରୁ ଗୋଟିଏ ଛୋଟ ପିଲାକୁ ନିଜ ସହ ଖେଳିବା ପାଇଁ ପର୍ମିସନ୍ ଦେଲେ କିନ୍ତୁ ସେ ଜାଣିନଥିଲେ ଯେ ଏହା ତାଙ୍କୁ ଭାରି ପଡ଼ିଯିବ କାରଣ ସେହି ପିଲାଟି ତାଙ୍କୁ ତାଙ୍କରି ଗେମ୍ ରେ ହରାଇ ଦେଲା । ଚମ୍ପିୟାନ ଲିଗ୍ ର ଫାଇନାଲ ମ୍ୟାଚରେ ଜଣେ ମହିଳା ଫୁଟବଲ ଫେନ ବୋହୁତ ଛୋଟ କପଡ଼ାରେ ପଡିଆ ଭିତରକୁ ଆସି ଦୌଡ଼ିବାକୁ ଲାଗିଲେ ହେଲେ ପରେ ଜଣାପଡିଲା ଯେ ଏହି ମହିଳା ସୋସିଆଲ ମିଡିଆରେ ନିଜ ଫଲୋୟାର ବଢେଇବା ପାଇଁ ଏହି ପରି କାର୍ଯ୍ୟ କରିଥିଲା ବୋଲି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *