ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଚାର୍ଯ୍ୟ ଶୁକ୍ରାଚାର୍ଯ୍ୟ ଙ୍କ ବିଷୟ ରେ ଆପଣ ମାନେ ବହୁତ କଥା ଜାଣିଥିବେ ସେ ବହୁତ ବଡ ଜ୍ଞ୍ୟାନୀ ଥିଲେ ଆଉ ସଂସାର ରେ ସବୁ ପ୍ରାଣୀ ଙ୍କ ବିଷୟ ରେ ଗମ୍ଭୀରତା ର ସହିତ ବିଚାର ମଧ୍ୟ କରୁଥିଲେ । ତେବେ ଆଶ୍ଚର୍ଯ୍ୟ ଯେ ସବୁ କଥା ବିଷୟ ରେ ସେ ଆଲୋଚନା କରିଛନ୍ତି ହେଲେ ଆପଣ ମାନେ ଜାଣନ୍ତି କି ସେ ଅତ୍ୟନ୍ତ କାମୀ ପୁରୁଷ ଙ୍କ ବିଷୟ ରେ ବି କିଛି କଥା ଉଲ୍ଲେଖ କରିଛନ୍ତି ।
ତାଙ୍କ କଥା ଅନୁସାରେ କାମୀ ପୁରୁଷ ମାନଙ୍କ ଠାରୁ ସ୍ତ୍ରୀ ମାନଙ୍କୁ ଦୂରେଇ ରହିବା ଉଚିତ । ଏହି ଭଳି ପରି ପୁରୁଷ ମାନଙ୍କ ମନରେ ମାନସମ୍ମାନ ଆଉ ଦୟା ଭଳି ଭାବନା ନଥାଏ । ଏହି ଭଳି ଲୋକ ମାନେ ଭାସନା ରେ ବୁଡି ରୁହନ୍ତି । ତେବେ ଆସନ୍ତୁ ବନ୍ଧୁଗଣ ସେହି ଲକ୍ଷଣ ବିଷୟ ରେ ବିସ୍ତାର ଭାବେ ଜାଣିବା ।
1. ଅତ୍ୟନ୍ତ କାମୁକ ପୁରୁଷ ସ୍ତ୍ରୀ ମାନଙ୍କ ସହ କଥା ହବା ପାଇଁ ଭିନ୍ନ ଭିନ୍ନ ପ୍ରକାର ବାହାନା କରିଥାନ୍ତି । ଯେଉଁ ସ୍ଥାନରେ ସ୍ତ୍ରୀ ନଥାନ୍ତି ସେଠି ତାଙ୍କ ମନ ଲାଗି ନଥାଏ । ସେ ନିଜ ଭାବନା ଚାହିଁକି ବି ଲୁଚାଇ ପାରନ୍ତି ନାହିଁ । ସେ ଗୋଟେ ସ୍ତ୍ରୀ ସହ କେବେ ସଂ-ମ୍ପର୍କ ରଖନ୍ତି ନାହିଁ ତାଙ୍କୁ ଅଲଗା ଅଲଗା ସ୍ତ୍ରୀ ପସନ୍ଦ ଆସିଥାନ୍ତି ।
2. ଶାସ୍ତ୍ର ଅନୁଯାଇ କୁହାଯାଏ କି ଅତ୍ୟନ୍ତ କାମୀ ପୁରୁଷ ସ୍ତ୍ରୀ ମାନଙ୍କ ପ୍ରତି ଲୋଭ ଭାବନା ରଖିଥାଏ । ଏହି ଭଳି ଲୋକ ସ୍ତ୍ରୀ ମାନଙ୍କ ଆକର୍ଷଣ କେନ୍ଦ୍ର ହବାକୁ ଚେଷ୍ଟା କରିଥାନ୍ତି । ଏହି ଭଳି ପୁରୁଷ ସ୍ତ୍ରୀ ମାନଙ୍କୁ ପଚାରି ସବୁ ପ୍ରକାର କାମ କରନ୍ତି । ଏହି ଭଳି ଲୋକ ସ୍ତ୍ରୀ ମାନଙ୍କ କଥା ମାନି ନିଜ ଗୋଡ ଉପରେ ନିଜେ କୁରାଢି ମାରନ୍ତି ।
3. ଅତ୍ୟନ୍ତ କାମୁକ ପୁରୁଷ ସ୍ତ୍ରୀ ମାନଙ୍କୁ ଲୁଚି ଲୁଚି ଦେଖିବା ପସନ୍ଦ କରିଥାଏ । ଏହି ଭଳି ପୁରୁଷ ସ୍ତ୍ରୀ ମାନଙ୍କୁ ଦେଖିଲେ ତାଙ୍କ ସହ ଭୋଗ ବିଳାସ କଥା ଭାବିଥାଏ । ତେବେ ଏହି ଭଳି ପୁରୁଷ ସ୍ତ୍ରୀ ମାନଙ୍କ ଚିତ୍ର ଦେଖି ମଧ୍ୟ ତାଙ୍କ ସହିତ ଦୁ-ଷ୍କ-ର୍ମ କରିବା ବିଷୟରେ ଭାବନ୍ତି ।
4. ଅତ୍ୟନ୍ତ କାମୀ ପୁରୁଷ କେବେ ମା ବାପା ବା ଭଗବାନ ବିଷୟରେ ଭାବିବା ପାଇଁ ତାଙ୍କ ପାଖରେ ସମୟ ହୋଇ ନଥାଏ । ତେବେ ଏହି ଭଳି ପୁରୁଷ ଜୀବନରେ କେବେ କାହା ସହ ସ-ମ୍ପର୍କ ଗଢି ପାରନ୍ତି ନାହିଁ । ଏହି ଭଳି ପୁରୁଷଙ୍କ ମନରେ କେବଳ ସ୍ତ୍ରୀ ଯୌବନ ହିଁ ଦେଖାଯାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।