ହାବୁଡେ ପଡିଲା ଲକ୍ଷେ ଟଙ୍କିଆ ମାଛ |

fish

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେଖିବାକୁ ଯେତିକି ବଡ ଓଜନ ବି ସେତିକି ବେଶି ଅଟେ । ତେବେ ଏଠାରେ ଆପଣ ମାନେ ଦେଖିବାକୁ ପାଉଥିବା ମାଛ ର ନାମ ହେଲା ତେଲିଆ ଭେଲା ମାଛ ଏବଂ ଏହା ଜାଲରେ ବହୁତ କମ୍ ପରିମାଣ ରେ ପଡିଥାଏ । ଦାମ୍ ଲକ୍ଷେ ଟଙ୍କାରୁ ବି ଅଧିକ ଅଟେ ।

ସୁଣିଲେ ଆଶ୍ଚର୍ଯ୍ୟ ଲାଗିଲେବି ଜାହା ହାବୁଡ ରେ ଏହା ପଡିଛି ତାକୁ ଲକ୍ଷ ପତି କରି ଛାଡିଛି । ପଶ୍ଚିମ ଓଡିଶା ସୀମାନ୍ତ ଦିଘା ମୁହାଁଣ ରେ ମତ୍ସ୍ୟଜିବି ଙ୍କ ଜାଲରେ ଲାଗିଛି ଏହି ବିରାଟ ତେଲିଆ ଭେଲା ମାଛ । ପାଖା ପାଖି 36 କିଲୋ ଓଜନ ର ଏହି ମାଛକୁ 56 ଲକ୍ଷ ଟଙ୍କାରେ ବୀକ୍ରି କରିଛନ୍ତି ଏହି ମତ୍ସ୍ୟଜିବି ।

fiss

ତାଙ୍କର କହିବା ଅନୁସାରେ ଏହି ପରି ଭେଲା ମାଛର କିଲୋପ୍ରତି ମୂଲ୍ୟ 60 ରୁ 70 ହଜାର ଟଙ୍କା ରହିଥାଏ । ଯଦି ବଡ ମାଛ ଲାଗେ ତେବେ ଏହି ମୂଲ୍ୟ କିଲୋ ପ୍ରତି 90 ରୁ 1 ଲକ୍ଷ ଟଙ୍କା ଯାଏ ପଳାଏ ସାଧାରଣତଃ ବିଭିନ୍ନ ଉପାଦୟ ଏବଂ ଔଷଧୀ ନିମନ୍ତେ ବିଭିନ୍ନ ଫାର୍ମାସିଟିକାଲ କମ୍ପାନୀ ଏହି ମାଛ କିଣିଥାନ୍ତି ।

ଏହା ସହିତ କିଛି ଲିକର କମ୍ପାନୀ ବି ଏହି ମାଛ କିଣିବା ପାଇଁ ଆଗ୍ରହୀ ଥାନ୍ତି । ଏହି ଭେଲା ମାଛ ଏମିତି ରେ ମିଳନ୍ତି ନାହିଁ ସାଧାରଣ ଲଘୁଚାପ ରେ ସମୁଦ୍ର ଟିକିଏ ଶାନ୍ତ ହେଲେ ଏହି ମାଛ ହାବୁଡ ରେ ପଡନ୍ତି । ଏମିତି ଏକ ମାଛ ହାବୁଡ ରେ ପଡିଥିବାରୁ ସେ ବହୁତ ଖୁସୀ ରେ ରହିଛନ୍ତି । ଗୋଟିଏ ମାଛ ହିଁ ଆଜି ତାଙ୍କୁ ଲକ୍ଷପତି କରି ଦେଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *