ବିଶ୍ୱର ସବୁଠାରୁ ଅପରିଷ୍କାର ଏବଂ ଅଗାଧୁଆ ମଣିଷ ଏବେ ଆରପାରିରେ ..

man

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ବିଶ୍ୱର ସବୁଠାରୁ ପୁରୁଣା ଏବଂ ଅଗାଧୁିଆ ମଣିଷ ଏବେ ଆରପାରି କୁ ଚାଲିଗଲେ । ଆଜ୍ଞା ହଁ ବନ୍ଧୁଗଣ ଏ ହେଉଛନ୍ତି ସେହି ମଣିଷ ଯିଏକି ବର୍ଷ ବର୍ଷ ଧରି ଗାଧୋଇ ନଥିଲେ , ବିଶ୍ୱର ସବୁଠାରୁ ଅପରିଷ୍କାର ବ୍ୟକ୍ତି ଭାବେ ସେ ରେକର୍ଡ କରିଥିଲେ ।

ତେବେ ସେ ସାରା ବିଶ୍ୱରେ ଅପରିଷ୍କାର ବ୍ୟକ୍ତି ତଥା ଅଗାଧୁଆ ମଣିଷ ଭାବରେ ପରିଚିତ ଥିଲେ । ଆଉ ଏମିତିରେ ମଙ୍ଗଳ ବାର ଦିନ ଏହି ଅଗାଧୁଆ ଅପରିଷ୍କାର 94 ବର୍ଷୀୟ ବ୍ୟକ୍ତି ଙ୍କ ର ପରଲୋକ ହୋଇଯାଇଛି । ଏଠାରେ ଏଭଳି ଏକ ନିଆରା ଏବଂ ଅଯବ ବ୍ୟକ୍ତି ଙ୍କ କଥା ଯିଏ ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ । ସିଏ ଏମିତି ଏକ ମଣିଷ ଥିଲେ ଯିଏକି 60 ବର୍ଷ ରୁ ଅଧିକ ହେବ ଗାଧୋଇ ନାହାନ୍ତି ।

man

ସେ କେବେବି ପରିଷ୍କାର ପରିଚ୍ଛନ ରହିବା କଥା ସ୍ୱପ୍ନ ରେ ବି ଚିନ୍ତା କରନ୍ତିନି । ତଳେ ସୁଅନ୍ତି ଏବଂ ଯେଉଁଠାରେ ଇଚ୍ଛା ସେଇଠାରେ ଖାଆନ୍ତି ଏବଂ ଏହା ସହ ସେ ଯେଉଁ କପଡା ପିନ୍ଧିଛନ୍ତି ତାହାକୁ ହିଁ ପିନ୍ଧିକି ହିଁ ସେ ରହନ୍ତି । ତାଙ୍କ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ , ସେ ଆଜି ଯାଏ କେବେ ଗାଧୋଇ ନାହାନ୍ତି କି ଭଲରେ ପରିଷ୍କାର ସୁଦ୍ଧା ହୋଇ ନାହାନ୍ତୁ । ଯେଉଁଠି ପାରନ୍ତି ସେଇଠି ଶୋଇ ଯାଆନ୍ତି ।

ପଥର ହେଉ କିମ୍ବା ଧୂଳି ବାଲି ହେଉ , ଯେଉଁଠି ପାରନ୍ତି ସେଠି ଖାଆନ୍ତି ଆଉ ଏମିତି ହିଁ ଅପରିଷ୍କାର ଭାବରେ ସେ ଜୀବନ କାଟି ଆସୁଛନ୍ତୁ । ହଁ ଆଜ୍ଞା ମଣିଷ ପୁଣି ବର୍ଷ ବର୍ଷ ଧରି ଗାଧୋଇବ ନାହିଁ , ତେବେ ଏହା ଶୁଣିଲେ କେହି ବିଶ୍ୱାସ କରିବେ ନାହିଁ । ତେବେ ଇରାନ ରେ ବାସ କରୁଥିବା ଏହି 94 ବର୍ଷୀୟ ବୃଦ୍ଧା ହେଉଛନ୍ତି ଆମଭାଜୀ । ଆଜି ଯାଏ ସାରା ବିଶ୍ୱ ରେ ଅପରିଷ୍କାର ବ୍ୟକ୍ତି ଭାବରେ ସେ ପରିଚିତ ଥିଲେ ।

man

ଏହି ଚର୍ଚ୍ଚିତ ବ୍ୟକ୍ତି ଜଣକ 60ବର୍ଷ ହେବ ଗାଧୋଇ ନାହାନ୍ତି ବୋଲି ଜଣା ପଡିଛି । ଇରାନ ଫାର୍ସ ର ଦେହାଗା ଗାଣ ଭିତରେ ଗୋଟିଏ ପରିତ୍ୟକ୍ତ ଘରେ ଆମଭାଜା ବସ ବାସ କରନ୍ତି । ତେବେ ଆମ ଙ୍କ ଘର ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ , ଅତ୍ୟନ୍ତ ଅପରିଷ୍କାର ଘରେ ସେ ବାସ କରୁଥିଲେ ତେବେ ଏଠାରେ ଜଣା ପଡିଛି ଯେ ସେ ସେହି ପରି ଭାବରେ ସେ ସେହି ଘରେ ରହୁଥିଲେ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *