ପ୍ରେମିକ ଯୁଇର ଶେଜରେ, ପ୍ରେମିକା ଟଙ୍କାର ଶେଜରେ.. ପ୍ରେମିକକୁ ମାରିଦେଲା ପ୍ରେମିକା…

lover

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କଣ କରିବି କହିଲୁ ମୁଁ ବାଧ୍ୟ ହେଲି ତତେ ମାରିବାକୁ ମୁଁ ତୋ ସହିତ ରହିବାକୁ ଚାହୁଁ ନଥିଲି ଆଉ ତୁବି ମୋ ପିଛା ଛାଡୁନଥିଲୁ । ପୂରା ଫେବିକୁଇକ୍ ଅଠା ପରି ମୋ ଦେହରେ ଲାଗି ରହିଥିଲୁ । ଏପଟେ ମୋ ଘର ଲୋକବି ମୋ ବାହାଘର ଗୋଟେ ପଇସା ବାଲା ପୁଅ ସହିତ ଠିକ୍ କରିଥିଲେ । ଆଉ ମୁଁ ବି ସେହି ପୁଅ କୁ ବିବାହ କରିବା ପାଇଁ ଚାହୁଁଥିଲି ହେଲେ ତୁ ମୋ ରାସ୍ତାରେ କଣ୍ଟା ହେଲୁ ।

ଆଉ ଏପଟେ ଜ୍ୟୋତିଷ ବି କହିଲା ମୁଁ ଜାହାକୁ ବିବାହ କରିବି ତାର ମୃ-ତ୍ୟୁ ହୋଇଯିବ । ଆଉ ଏହାକୁ ମୁଁ ସହିପାରିଲି ନାହିଁ । କାରଣ ଏତେ ବଡ ପଇସା ବାଲା ପୁଅକୁ ମୁଁ ଛାଡିବାକୁ ଚାହୁଁନଥିଲି । ଆଉ ଜ୍ୟୋତିଷ କୁ ପଚାରି ମୁଁ ପ୍ରତିକାର ବାହାର କଲି ଆଉ ସେହି ପ୍ରତିକାରରେ ଥିଲା ତତେ ମାରିବା । ମାନେ ପ୍ରେମିକ ଙ୍କୁ ମାରିଲେ ମୁଁ ସ୍ୱାମୀ ସହିତ ଖୁସୀରେ ରହିବି ସେହିଥି ପାଇଁ ତ ମୁଁ ତୋ ଜିବନ ନେଇଗଲି ।

lover

ଆଉ ତୁ ବି ପାଗଳ ମୋ ଉପରେ ଭରଷା କରି ସେ ବିଷ ମିଶା ଖାଇବାକୁ ଖାଇ ଦେଲୁ । ଆଉ ତା ପରେ ତୋର ମୃ-ତ୍ୟୁ ହେଲା ଆଉ ମୁଁ ସେ ପୁଅ ସହ ଖୁସୀରେ ରହିଲି । ଟଙ୍କାର ଗଦିରେ ସୁଇଲି ଏବେ ତୁ ଚାଲିଗଲୁ ଆଉ ମୁଁ ଏବେ ରାଣୀ ହୋଇ ବଞ୍ଚିବି । ହଁ ବନ୍ଧୁଗଣ ପ୍ରେମିକ କୁ ବିଷ ଦେଇ ହ-ତ୍ୟା କରିଲା ପ୍ରେମିକା ପ୍ରେମିକା ର କହିବା ଅନୁସାରେ ପ୍ରେମିକା ଜଣଙ୍କ ନଭେମ୍ବର ପୂର୍ବରୁ ଜାହାକୁ ବିବାହ କରିବେ ତାହାର ମୃ-ତ୍ୟୁ ହୋଇଯିବ ।

ଏହି ଅନ୍ଧ ବିଶ୍ୱାସ କୁ ଦୂର କରିବା ପାଇଁ ପ୍ରେମିକା ହ-ତ୍ୟା କରିବାର ଯୋଜନା କରିଥିଲା । ପ୍ରେମିକା ଜଣଙ୍କ ପ୍ରେମିକ ଜୁସ୍ ରେ ବିଷ ଦେଇ ତାର ଜିବନ ନେଲା । ତେବେ ଏହି ଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି କେରଳ ର ଧୁରୁ ଅନନ୍ତ ପୁରମ୍ ରେ । ସୂଚନା ଅନୁସାରେ ସାରଅନ ଏବଂ ଖ୍ରୀଷ୍ମା ଙ୍କ ମଧ୍ୟରେ ଦୀର୍ଘଦିନ ଧରି ପ୍ରେମ ସଂ-ମ୍ପର୍କ ରହିଆସୁଥବା ବେଳେ ଖ୍ରୀଷ୍ମା ଙ୍କ ପରିବାର ଲୋକ ଜଣେ ପଇସା ବାଲା ଙ୍କ ସହିତ ତାର ବିବାହ ଠିକ୍ କରିଥିଲେ ।

ଝିଅର ବିବାହ ପାଇଁ ପରିବାର ଲୋକ ଏକ ଜ୍ୟୋତିଷ ଙ୍କ ପରାମର୍ଶ ନେଇଥିଲେ । ଏବଂ ପରେ ଜ୍ୟୋତିଷ ଙ୍କ କହିବା ଅନୁସାରେ ପ୍ରେମିକା ଜଣଙ୍କ ନଭେମ୍ବର ପୂର୍ବରୁ ଜାହାକୁ ବିବାହ କରିବେ ତାହାର ମୃ-ତ୍ୟୁ ହୋଇଯିବ । ଏହି ଅନ୍ଧ ବିଶ୍ୱାସ କୁ ଦୂର କରିବା ପାଇଁ ପ୍ରେମିକା ହ-ତ୍ୟା କରିବାର ଯୋଜନା କରିଥିଲା । ପ୍ରେମିକା ଜଣଙ୍କ ପ୍ରେମିକ ଜୁସ୍ ରେ ବିଷ ଦେଇ ତାର ଜିବନ ନେଲା । ଏବଂ ଜାହା ସୂଚନା ରହିଛି ସାରନ ଙ୍କୁ ଖ୍ରୀଷ୍ମା ଏକା ନୁହେଁ ବରଂ ଏହିଥିରେ ତାର ପରିବାର ଲୋକ ବି ସାମିଲ ରହିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *