ସରକାର କଲେ ବଡ଼ ଘୋଷଣା । ଏହି ତାରିଖ ଠାରୁ ଘର ବଣ୍ଟନ ଆରମ୍ଭ ହେବ ।

Awas Yojana

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ ଆସୁଛି କିଛି ନୂଆ ସୂଚନା ଓଡିଶା ରେ ବହୁତ ଜଲ୍ଦି ଆବଣ୍ଟିତ ହେବାକୁ ଯାଉଛି PMAY ଯୋଜନା ଅଧିନ ରେ ଘର ନିର୍ମାଣ । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ନଜର ପକେଇବା ଖୁବ ଶୀଘ୍ର ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ରେ ଓଡିଶା ର ଯୋଗ୍ୟ ହୀତାଧିକାରୀ ଙ୍କୁ ସାମିଲ କରିବା ପାଇଁ ବାଟ ଫିଟିଛି ।

ଏହି ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମନ୍ତ୍ରୀ ରନେନ୍ଦ୍ର ମୋଦି ସରକାର ଗରିବ ଙ୍କ ମୁଣ୍ଡ ଉପରେ ସମ୍ମାନ ର ସହିତ ପକ୍କାଘର ପ୍ରଦାନ କରିବାର ଲକ୍ଷ ରଖିଛନ୍ତି । 2022/23 ଆର୍ଥିକ ବର୍ଷରେ ଭାରତ ସରକାର ପିଏମ୍ ଗ୍ରାମିଣ ଏବୟ ସହରୀ ଆୱାସ ଯୋଜନା ପାଇଁ 48 ହଜାର କୋଟି ଟଙ୍କା ବେୟ ବରାଦ କରିଛନ୍ତି ।

pm

ସେହିଥି ମଧ୍ୟରୁ ଓଡିଶାର ଭାଗ ରହିଛି ପ୍ରାୟ 7 ହଜାର କୋଟି ଟଙ୍କା । ଏହିଥି ପାଇଁ ପ୍ରଧାନ ମନ୍ତ୍ରୀ ଙ୍କୁ ଧନ୍ୟାବାଦ ଜଣେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ତେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପିଏମ ଆୱାସ ପୋର୍ଟାଲ ରେ ଯୋଗ୍ୟ ହୀତାଧିକାରୀ ଙ୍କ ପାଇଁ 8 ଲକ୍ଷ ଘର ଯୋଡାଯିବ ।

ତେବେ ଯଦି ଆପଣ ମାନେ ଭାବୁଥିବେ କେଉଁ ୱେବସାଇଟ ଯୋଗେ ଲିଷ୍ଟ ପାଇ ପାରିବେ ତେବେ ଜାହାର ଲିଙ୍କ୍ ଆମେ ଏଠାରେ ଆପଣ ମାନଙ୍କୁ ପ୍ରଦାନ କରିଛୁ ଆପଣ ମାନେ ଚେକ୍ କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *