ପୃଥିବୀ ଜୋର୍ ରେ ଘୂରୁଛି, Baba Vanga ଙ୍କ କଥା ସତ ହୋଇ ଯିବନି ତ ? ଭାରତ ହେଲାଣି ଛାନିଆ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଘଟୁଥିବା ସ୍ଥିତି କୁ ମହାନ ବ୍ୟକ୍ତି ମାନେ ବହୁତ ଦିନ ପୂର୍ବରୁ ଭବିଷ୍ୟବାଣୀ ରୂପରେ କହିଦେଇଛନ୍ତି । ଏପରି କି ମାଳିକା ର କଥା କୁ ବିଚାର ବିମର୍ଶ କରିଲେ । ବାବା ଭେଙ୍ଗା ମଧ୍ୟ କହି ଜାଇଥିବା ସବୁ ବିଷୟ ଗୁଡିକ ବର୍ତମାନ ସମୟ ରେ ଧିରେ ଧିରେ ସତ୍ୟ ହେବାରେ ଲାଗିଛି । ତେବେ ବାବା ଭେଙ୍ଗା ଏହିପରି କହିଥିଲେ କି ପରିସ୍ଥିତି ଏପରି ଆସି ପହଁଚିବ ଜାହା ଫଳ ରେ ଦେଶ ଦେଶ ମଧ୍ୟରେ ଯୁଦ୍ଧର ପରିସ୍ଥିତି ସୃଷ୍ଟି ହେବ ।

ଏହା ସହିତ 2022 ପରେ ଧିରେଧିରେ ଦୁନିଆର ଅନେକ ବଡ ବଡ ହସ୍ତୀ ମାନେ ଦୁନିଆରୁ ଚାଲିଯିବେ । ଏମିତିରେ କିଛିଦିନ ତଳେ ବ୍ରିଟେନ ରାଣୀ ଏଲିଜାବେଲଙ୍କ ମୃ-ତ୍ୟୁ ହେଉ ବା ପରମଗତିକୁ ପ୍ରାପ୍ତ ହୋଇଥିବା ବ୍ୟବସାୟୀ ସାଇରସ୍ ମିଶ୍ରିତ । ଏମାନଙ୍କ ମୃ-ତ୍ୟୁ କୁ ଦେଖି ବାବା ଭେଙ୍ଗାଙ୍କର କରିଥିବା ଭବିଷ୍ୟବାଣୀ ସତ ହେଉଥିବା ଭଳି ଜଣା ପଡୁଛି ।

Vanga

ସେମିତିରେ ବାବା ଭେଙ୍ଗା କହିଥିଲେ କି ବହୁତ ଶୀଘ୍ର କିଛି ଅଞ୍ଚଳ ରେ ମରୁଢୀ ଦେଖିବାକୁ ମିଳିବ । ଏମିତି ବେଳେ ଏହି ବର୍ଷ ବ୍ରିଟେନ, ଇଟାଲୀ ଆଦି ଦେଶର କିଛି କିଛି ସ୍ଥାନରେ ରେ ମରୁଢୀ ର ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି । ଦେଶରେ ଜଳ କୁ ବଞ୍ଚାଇ ରଖିବାକୁ ମଧ୍ୟ ବାବା କହିଛନ୍ତି । ବନ୍ଧୁଗଣ ବାବା ଭେଙ୍ଗା ଭାରତ ଉପରେ 2022 ରେ ନିଜର ଭବିଷ୍ୟତ ବାଣୀ କରି କହିଛନ୍ତି ଯେ ଭାରତରେ ନଅଙ୍କ ଦୂର୍ଭିକ୍ଷ ପରି ମରୁଡି ପଡିବ ।

ଲୋକେ ଖାଇବାକୁ ପାଇବେ ନାହିଁ । କୀଟ ପତଙ୍ଗ ଫସଲ ନଷ୍ଟ କରିଦେବେ । ତାପମାତ୍ରା ମଧ୍ୟ ବହୁତ ମାତ୍ରାରେ ବଢିଯିବ । ଦେଶ ରେ ଅକାଳ ସ୍ଥିତି ମଧ୍ୟ ଆସି ଯାଇ ପାରେ । ଯଦି ବାବା ଭେଙ୍ଗା ଙ୍କର ଏହି ଭବିଷ୍ୟ ବାଣୀ ସତ ରେ ସତ ହୁଏ । ତେବେ ବନ୍ଧୁଗଣ ଆପଣ ଭାବି ପାରୁଛନ୍ତି ଆମ ଦେଶର ଅବସ୍ତା କଣ ହେବ।

ତେଣୁ ସମୟ ପୂର୍ବରୁ ଭଲ କର୍ମ ମାନ କରି ସଚେତନ ହୋଇ ଯାଆନ୍ତୁ । ଯେଉଁଥି ପାଇଁ ଆପଣ ମାନେ ସତ କର୍ମ ଏବଂ ସଠିକ୍ ଜିବନ ଶୈଳି ବଞ୍ଚିବାର ଉପାୟ କୁ ଗ୍ରହଣ କରିବାକୁ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *