ଭୟଙ୍କର ହେଲା ଲଘୁଚାପ । ଆସ୍ତା 24 ଘଣ୍ଟାରେ 16ଟି ଜିଲ୍ଲାକୁ ପ୍ରବଳ ବର୍ଷା ।

Laghuchpa

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ତାଜା ଅପଡେଟ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଘନିଭୂତ ହେବାର ଲାଗିଛି ଲଘୁଚାପ 48 ଘଣ୍ଟାରେ ନେବ ଅବପାତ ର ରୂପ ଜାଣନ୍ତୁ ପାଣିପାଗ ର ସଂମ୍ପର୍ଣ୍ଣ ରିପୋର୍ଟ ତେବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ପର୍ଶ୍ୱବର୍ତ୍ତି ଅଞ୍ଚଳରେ ସୃଷ୍ଟି ଲଘୁଚାପ ଘନିଭୂତ ହେଉଛି । ଲଘୁଚାପ ସହିତ ଯୋଡିତ ଘୃର୍ଣ୍ଣିଂ ବଳୟ ବାୟୁ ମଣ୍ଡଳରେ 7.6 କିଲୋମିଟର ଯାଏ ବ୍ୟାପିଛି ।

ଆସନ୍ତା 48 ଘଣ୍ଟା ରେ ଏହା ଅବପାତ ର ରୂପ ନେବ । ଏହା ପରେ ପଶ୍ଚିତ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ତାମିଲନାଡୁ , ପୁଦୁଚେରୀ , ଏବଂ ଦକ୍ଷିଣ ଅନ୍ଧ୍ରପ୍ରଦେଶ ର ଉପକୂଳ ଆଡକୁ ମୁହାଁଇବ କାଲି ଠାରୁ ଆରମ୍ଭ ହୋଇଯିବ ବର୍ଷା । ଏହାର କୈଣସି ସିଧା ସଳଖ ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

rains

ତେବେ ଲଘୁଚାପ ବାହ୍ୟବଳରେ ଯେଉଁ ସମୟ ରହିବ । ତାହା ପ୍ରଭାବରେ ଦକ୍ଷିଣ ଓଡିଶାର ଅଳ୍ପ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଦକ୍ଷିଣ ଓଡଶା ରେ 21 ଏବଂ 22 ତାରିଖ ରେ କେତେକ ଜିଲ୍ଲାରେ ବର୍ଷା ହୋଇ ପାରେ ମୂଖ୍ୟତଃ ମାଲକାନା ଗିରି , ରାୟଗଡା , ଗଜପତି , ଗଞାମ୍ , ଏବଂ କନ୍ଧମାଳ ଆଦି ଜିଲ୍ଲାରେ ବର୍ଷା ହୋଇପାରେ ବାକି ଓଡିଶା ର ଅଧିକାଶଂ ଜିଲ୍ଲାରେ ବର୍ଷା ହେବ ନାହିଁ ।

ବର୍ଷା ଏବଂ ଲଘୁଚାପ ଯୋଗୁଁ ରାଜ୍ୟକୁ ସାମୁଦ୍ରିକ ବାୟୁ ର ପ୍ରଭାବ ରହିବ । ପରେ ରାଜ୍ୟରେ ବଢିବ ରାତି ତାପମାତ୍ରା ଏବଂ ଶୀତ କମିବ ଆଗାମୀ ତିନି ଦିନ ଯାଏ ରାତିର ତାପମାତ୍ରା ବିଶେଷ ପରିମାଣ ରେ ପରିବର୍ତନର ସମ୍ଭାବନା ନାହିଁ ।

ତେବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ 48 ଘଣ୍ଟାରେ ନେବ ଅବପାତ ରୂପ ଏହାର ସିଧା ସଳଖ ପ୍ରଭାବ ଓଡିଶା ରେ ନଥିଲେ ମଧ୍ୟ ମାଲକାନା ଗିରି , ରାୟଗଡା , ଗଜପତି , ଗଞାମ୍ , ଏବଂ କନ୍ଧମାଳ ଆଦି ଜିଲ୍ଲାରେ ବର୍ଷା ହୋଇପରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *