ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣନ୍ତି କି ବର୍ତ୍ତମାନ ସମୟରେ ବହୁତ ସାରା ୟ୍ୟୁଟୁବ୍ ମାନେ ଭିଡିଓ ବନେଉଛନ୍ତି । ଆଉ ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡ଼ିଆ ରେ ଅନେକ ସମୟ ରେ କିଛି ନା କିଛି ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ । ଆଉ ସୋସିଆଲ୍ ମିଡ଼ିଆ ବର୍ତମାନ ଏପରି ଗୋଟିଏ ପ୍ଲାର୍ଟଫର୍ମ ବନି ଜାଇଛି ଯାହା ପାଇଁ ସମସ୍ତ ଙ୍କୁ ନେଇ ଆସୁଛି ସୁବର୍ଣ୍ଣ ସୁଯୋଗ ।
ତେବେ ବନ୍ଧଉଗଣ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଆମେ ମାନେ ବିଭିନ୍ନ ପ୍ରକାର ର ଭିଡିଓ ଦେଖିବା ପାଇଁ ପାଇଥାଉ । ଆପଣ ମାନେ ଜାଣି ଥିବେ କି ବର୍ତ୍ତମାନ ସମୟ ରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ବ୍ୟବହାର କରିବାରେ ବ୍ୟସ୍ତ ରହିଥାନ୍ତି । ଏବେ ସମସ୍ତ ଙ୍କ ହାତ ରେ ମୋବାଇଲ ଥିବା ଯୋଗୁଁ ଯେ କୌଣସି ଖବର ହେଉ କି ଭିଡିଓ ଏବଂ ଫଟୋ ମାନ ସବୁକିଛି ଏହି ସୋସିଆଲ୍ ମିଡ଼ିଆ ରେ ଦେଖିବାକୁ ପାଇପାରୁ ।
ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଜଣେ ୟ୍ୟୁଟବର ଙ୍କ ବିଷୟ ରେ ଜଣେଇବାକୁ କୁ ଯାଉଛୁ ଯିଏ ନିଜ ର ଭିଡିଓ ମାଧ୍ୟମ ରେ ଦର୍ଶକ ମାନଙ୍କୁ ହସେଇବାରେ ବ୍ୟସ୍ତ ରୁହନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଅନୁଗୁଳିଆ ବଣ୍ଟି ଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । ସେ ତାଙ୍କ ର କମେଡି ଭିଡିଓ ମାଧ୍ୟମ ରେ ସମସ୍ତ ଓଡିଶା ବାସୀ ଙ୍କ ହୃଦୟ ରେ ନିଜ ପାଇଁ ସ୍ଥାନ ତିଆରି କରି ପାରିବାରେ ସଫଳ ହୋଇଛନ୍ତି ।
ତାଙ୍କ ସୁନ୍ଦର ଅଭିନୟ ପାଇଁ ଦର୍ଶକ ମାନେ ତାଙ୍କୁ ବହୁତ ଭଲ ମଧ୍ୟ ପାଆନ୍ତି । ସେ ବହୁତ ଭିଡିଓ ବନେଇଛନ୍ତି ଯେଉଁ ଭିଡ଼ିଓ ଦର୍ଶକ ମାନଙ୍କୁ ବହୁତ ଭଲ ଲାଗେ । ବନ୍ଧୁଗଣ ବର୍ତ୍ତମାନ ସମୟରେ ଅନୁଗୁଳିଆ ବାଣ୍ଟି ଗୋଟିଏ ବାହାଘର ରେ ନଜର ରେ ଆସିଛନ୍ତି । ମିଳିଥିବା ସୂଚନା ଅନୁସାରେ ତାଙ୍କ ଜଣେ ବନ୍ଧୁ ଙ୍କ ର ବିବାହ ହେଇଛି । ଯେଉଁ ଥିରେ ସେ ବହୁତ ମଜ୍ଜା ମସ୍ତି କରି ଥିବାର ନଜର ରେ ଆସିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।