ଆଜି ଭୟଙ୍କର ଚନ୍ଦ୍ର ଗ୍ରହଣ । ଆଜି ପରଠୁ ଏହି ରାଶିର ଲୋକ ସାବଧାନ

lunar eclipse

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ 8 ନଭେମ୍ବର ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଅନ୍ତମ ଚନ୍ଦ୍ର ଗ୍ରହଣ ଲାଗିବା ପାଇଁ ଯାଉଛି । ଏହି ଚନ୍ଦ୍ର ଗ୍ରହଣ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ଏହି ଚନ୍ଦ୍ର ଗ୍ରହଣ ଏକ ଲମ୍ବା ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ତେବେ ଏହି ଚନ୍ଦ୍ରଗ୍ରହଣ ଓଡିଶା ସହିତ ସଂମ୍ପର୍ଣ୍ଣ ଭାରତ ରେ ଦେଖାଯିବ । ଏହା ସହିତ ଏହି ଗ୍ରହଣ ଅନ୍ୟ ଦେଶ ମାନଙ୍କରେ ଦୃଶ୍ୟ ମାନ ହେବାକୁ ଯାଉଛି । ଏହି ମହାସଂଯୋଗ 499 ବର୍ଷ ପରେ ହେବାକୁ ଯାଉଛି । ତେବେ ବନ୍ଧୁଗଣ ଚନ୍ଦ୍ରଗ୍ରହଣ ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ସୂଚନା ଦେବାକୁ ଚାହିଁବୁ ।

ବନ୍ଧୁଗଣ ସାଧାରଣତଃ ଗ୍ରହଣ ଲାଗିବାର 3 ଘଣ୍ଟା ପୂର୍ବରୁ ଏବଂ ପରାଗ ଲାଗିବାର 4 ଘଣ୍ଟା ପୂର୍ବରୁ ପାକ ନିଶେଧ ବା ହାଣ୍ଡି ଛାଡ କରାଜାଇ ଥାଏ । ଏହି ସମୟ ସୀମା କୁ ସୂତକ ସମୟ ମଧ୍ୟ କୁହାଯାଏ । ଏହି ଗ୍ରହଣ ଲାଗିବା ସମୟ ରେ ଖାଦ୍ୟ ଗ୍ରହଣ କରିବାକୁ ଗ୍ରହଣ କରାଜାଇଛି । କାରଣ ଗ୍ରହଣ ବା ପରାଗ ଲାଗିବା ସମୟ ରେ ପେଟରେ କିଛି ଖାଦ୍ୟ ପଦାର୍ଥ ନ ରହିବା ହିଁ ଭଲ । ତେବେ ସାଧାରଣତଃ ଚନ୍ଦ୍ରଗ୍ରହଣ ଲାଗିବାର 9 ଘଣ୍ଟା ପୂର୍ବରୁ ହାଣ୍ଡି ଛାଡ ହୁଏ ।

lunar eclipse

ତେବେ ଏହି ଚନ୍ଦ୍ରଗ୍ରହଣ ର ପାକ ନିଶେଧ ସମୟ ହେଲା 8 ନଭେମ୍ବର 2022 ମଙ୍ଗଳବାର ସକାଳ 5.39 ମିନିଟ ରୁ ଆରମ୍ଭ ହେବ ଏବଂ 6.16 ମିନିଟ ଯାଏ ରହିବ । ଏହି ସମୟ ରେ ରନ୍ଧନ ନୀତି କୁ ବାରଣ କରାଜାଇଛି । ତେବେ ପଞ୍ଚାଙ୍ଗ ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ର ସମୟ ସୀମା ହେଉଛି ଅପରାହ୍ନ 2 ଟା 38 ମିନିଟ୍ 14 ସେକେଣ୍ଡ ରେ ଆରମ୍ଭ ହେବ ମଧ୍ୟକାଳ ସମୟ 4 ଟା 28 ମିନିଟ୍ 17 ସେକେଣ୍ଡ ରେ ହେବ ସଂନ୍ଧ୍ୟା 6 ଟା 18 ମିନିଟ୍ 47 ସେକେଣ୍ଡ ରେ ଗ୍ରହଣ ଶେଷ ହେବ ।

ଏହି ସମୟ ରେ ଗର୍ଭବତୀ ମହିଳା ଙ୍କ ପାଇଁ ବହୁତ ଅଶୁଭ ହୋଇଥିବାରୁ ସେମାନଙ୍କୁ ବିଶେଷ ସାବଧାନ ରହିବା ସହ ଚନ୍ଦ୍ର ଗ୍ରହଣ ଦେଖିବା ପାଇଁ ମଧ୍ୟ କାରଣ କରାଯାଇଛି। ତେବେ ଏହି ସମୟ ରେ ଗର୍ଭବତୀ ମହିଳା ମାନେ କୈଣସି କଟା କଟି ଜିନିଷ ଆଦି କରିବା ଉଚିତ ନୁହଁ ନେଚତ । ଏହାର କୁ ପ୍ରଭାବ ଆପଣ ଙ୍କ ଉପରେ ପଡିପାରେ । ତେବେ ଆପଣ ଏହି ସମୟ ରେ ଆପଣ ମାନେ କୈଣସି ପ୍ରକାର ର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରନ୍ତୁ ନାହିଁ ଏବଂ ଏହି ସମୟ ରେ ଆପଣ ମାନେ ଠାକୁର ର ପୂଜା କରନ୍ତୁ ନାହିଁ ।

ତେବେ ଏହି ଚନ୍ଦ୍ର ଗ୍ରହଣ ସମୟ ରେ ବିବାହିତା ମହିଳା ଏବଂ ପୁରୁଷ ମାନେ ଶାରୀରିକ ସମ୍ବନ୍ଧ ନରଖିବା ଉଚିତ ଏବଂ ଏହି ସବୁ କଥା ବିଷୟ ରେ ଆମ ଶାସ୍ତ୍ର ରେ ମଧ୍ୟ ବିସ୍ତାର ଭାବରେ ଉଲ୍ଲେଖ କରାଯାଇଛି । ତେଣୁ ଆପଣ ମାନେ ଏହି ଚନ୍ଦ୍ର ଗ୍ରହଣ ସମୟ ରେ ଏହି ସବୁ କଥା ଗୁଡିକ ମାନିଲେ ଏହା ଆପଣ ଙ୍କ ପାଇଁ ଭଲ ହେବ ।

Astrology

ଏହି ଚନ୍ଦ୍ର ଗ୍ରହଣ ହେତୁ କେତେକ ଗ୍ରହ ଏବଂ ନକ୍ଷେତ୍ର ମାନଙ୍କ ର ସ୍ଥାନ ଏବେ ପରିବର୍ତ୍ତନ ହେବା ପାଇଁ ଯାଉଛି ଯାହା ଦ୍ୱାରା ଏହି ଚନ୍ଦ୍ର ଗ୍ରହଣ ହେତୁ ଏବେ 6 ଗୋଟି ରାଶି ମାନଙ୍କ ର ଭାଗ୍ୟ ଏବେ ଚମକିବାକୁ ଯାଉଛି ତେବେ ସେହି ଭାଗ୍ୟଶାଳି ରାଶି ଗୁଡିକ ହେଉଛି ମେଷ ରାଶି , କର୍କଟ ରାଶି , ତୁଳା ରାଶି , ମକର ରାଶି , କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମାନେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *