ଭୟଙ୍କର ଚନ୍ଦ୍ର ଗ୍ରହଣ । ଏହି ରାଶି ସାବଧାନ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦିର୍ଘ 46 ବର୍ଷ ପରେ ଦୃଶ୍ୟ ମାନ ହେବ ବିରଳ ଚନ୍ଦ୍ର ଗ୍ରହଣ । ତେବେ ଜାଣନ୍ତୁ ପାକ କର୍ମ ଏବଂ ଦେବନୀତି ର ସମୟ । ତେବେ ଚଳିତ ମାସ 8 ତାରିଖ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ଦିନ ବର୍ଷର ଅନ୍ତିମ ଚନ୍ଦ୍ର ଗ୍ରହଣ ଲାଗିବା ପାଇଁ ଯାଉଛି । ତେବେ ଚନ୍ଦ୍ର ଉଦୟ ପୂର୍ବରୁ ଏହି ଗ୍ରହଣ ସ୍ପର୍ଶ ହେଉଥିବା ହେତୁ ଏହା କ୍ରୋସ୍ତଦୟ ଚନ୍ଦ୍ର ଗ୍ରହଣ ମଙ୍ଗଳବାର 8 ତାରିଖ ପୁରୀ ଓଡିଶା ତଥା ଦେଶର ଏକ ସମୟ ରେ ଅର୍ଥାତ ଗ୍ରହଣ ସ୍ପର୍ଷ ଦିନ 2.39 ମିନିଟ ସମୟ ରେ ଏବଂ ଗ୍ରହଣ ସମୟ ଦିନ 4.19 ମିନିଟ ସମୟ ଏବଂ ଗ୍ରହଣ ଦୃଶ୍ୟ ର ଆରମ୍ଭ ସଂନ୍ଧ୍ୟା 5.6.29 ସେକେଣ୍ଡ ରେ ହେବ ।

ଏବଂ ଗ୍ରହଣ ର ମୋକ୍ଷ୍ୟ ସଂନ୍ଧ୍ୟା 6.19 ମିନିଟ ସମୟରେ ହେବ । ଚନ୍ଦ୍ର ଗ୍ରହଣ ଦିନ 2.39 ମିନିଟ ରେ ହେଉଥିବା ହେତୁ ଶାସ୍ତ୍ର ମତରେ ଗ୍ରହଣ ମତରେ 9 ଘଣ୍ଟା ପୂର୍ବରୁ ଅର୍ଥାତ 8 ତାରିଖ ମଙ୍ଗଳବାର ପ୍ରାତଃହ 8.39 ମିନିଟ ପୂର୍ବରୁ ପାକ ତ୍ୟାଗ , ରନ୍ଧାରନ୍ଧି ଏବଂ ଠାକୁର ପୂଜା ନିଶେଦ୍ଧ ହେବ ।

lunar eclipse

ପ୍ରତ୍ୟୋକ ଗୃହି ଏହି ନିୟମ ମାନି 8 ତାରିଖ ମଙ୍ଗଳବାର 5.39 ମନିଟ ଠାରୁ ସଂନ୍ଧ୍ୟା 6.198 ମିନିଟ ମଧ୍ୟରେ ପାକ କର୍ମ ଆଦି ସହିତ ଅର୍ଣ୍ଣ୍ନ ଭୋଜନ ଏବଂ ଦେବନୀତି କରିବେ । ଏବଂ ତା ପର ଠାରୁ କୈଣସି ପ୍ରକାରର ଅର୍ଣ୍ଣ୍ନ ଭୋଜନ କିମ୍ବା ପାକ କର୍ମ କରିବା ନିଶେଧ ଅଟେ । କିନ୍ତୁ ବାଳକ ବୃଦ୍ଧି ଏବଂ ରୋଗୀ ଙ୍କ ପକ୍ଷେ ଏହି ନିୟମ ଲଙ୍ଘନିୟ ଅଟେ ।

କୈଣସି ଗର୍ଭବତୀ ମାନେ ଗ୍ରହଣ କୁ ନଦେଖି ଘର ମଧ୍ୟରେ ରହି ଘର ମଧ୍ୟରେ ରହିବେ ଏହି ସମୟ ରେ ଶ୍ରୀ ବିଷ୍ଣୁ ଏବଂ ଗଣେଷ ଙ୍କ ସ୍ମରଣ କରିବା ସହିତ ସଂନ୍ଧ୍ୟା 6 ଟା ପର ଠାରୁ ଦେବପୂଜା ପାକ କର୍ମ ଏବଂ ଅର୍ଣ୍ଣ ଆଦି ଭୋଜନ କରାଜାଇ ପାରିବ ନାହିଁ । ଏହା ପୂର୍ବରୁ 2018 ମସିହା ରେ ଜାନୁଆରୀ 1 ତାରିଖ ରେ କ୍ରୋସ୍ତଦୟ ଚନ୍ଦ୍ର ଗ୍ରହଣ ଅନୁଷ୍ଟିତ ହୋଇଥିଲା ଏବଂ ଏହା ପରେ 2068 ମସିହା ନଭେମ୍ବର 9 ତାରିଖ ଶୁକ୍ରବାର ଦିନ ଏହି ପରି ଏକ ଚନ୍ଦ୍ର ଗ୍ରହଣ ସଂଙ୍ଗଠିତ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *