Teethwhitening- ଯେତେ କଳା ଓ ହଳଦିଆ ଦାନ୍ତ ହେଇଥିଲେ ବି ମୋତି ଭଳି ଚମକିବ କେବଳ ୨ ମିନିଟରେ, ବାସ ଜାଣି ରଖନ୍ତୁ ଏହି ଉପାୟ

teeth

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦାନ୍ତ ବ୍ୟକ୍ତିର ହସକୁ ସୁନ୍ଦର କରିଥାଏ । ଏହା ସହିତ ସୁନ୍ଦର ଦାନ୍ତ ପାଇଁ ସୁନ୍ଦର ମୁଖ ମଣ୍ଡଳର ସୁନ୍ଦରତା ମଧ୍ୟ ଅଧିକ ପରିମାଣ ରେ ରହିଥାଏ । ତେଣୁ ପ୍ରତ୍ୟୋକ ବ୍ୟକ୍ତିର ସୁନ୍ଦର ଏବଂ ଚମତ୍କାର ଦାନ୍ତ କୁ ସମସ୍ତେ ପସନ୍ଦ କରିଥାନ୍ତି । କିଛି ବ୍ୟକ୍ତି ମାନଙ୍କର କିଛି କାରଣ ଯୋଗୁଁ ସେମାନଙ୍କ ଦାନ୍ତ ଧାଳା ରୁ ଧିରେ ଧିରେ ହଳଦିଆ ହେବାରେ ଲାଗେ । ଏହା ସହିତ ଦାନ୍ତ ଗୁଡିକ ବହୁତ ଅପରିସ୍କାର ଦେଖାଯାଏ ।

ସେହିଥି ପାଇଁ ବନ୍ଧୁଗଣ ଆପଣ ମାନେ ଧଳା ଏବଂ ସୁନ୍ଦର ଦାନ୍ତ ପାଇବା ପାଇଁ ଆପଣ ମାନେ ଏହି ଉପାୟ କୁ ଫୋଲ କରନ୍ତୁ । ଏହି ଉପାୟ ପ୍ରସ୍ତୁତ କରିବା ପାଇଁ ଆପଣ ମାନଙ୍କୁ ତିନୋଟି ସାମଗ୍ରୀ ର ଆବଶ୍ୟକତା ରହିଛି । ତେବେ ସେହି ସାମଗ୍ରୀ ହେଲା ବିଲାତି, ଲେମ୍ବୁ ଓ ଟୁଥ ପେଷ୍ଟ । ଏହି ସବୁ ସାମଗ୍ରୀ ବହୁତ ସହଜ ରେ ଘରେ ଉପଲବ୍ଧ ହୋଇଯିବ ।

teethhh

ବିଲାତି ଆପଣଙ୍କ ଦାନ୍ତର ହଳଦିଆ ପଣ ଦୂର କରିବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥାଏ । ତେବେ ଆପଣ ମାନେ ଗୋଟେ ବିଲାତି ଆଣି ତାହାକୁ ଚାରି ପାଖରୁ ଧିରେ ଧିରେ କରି ପିଟି ଦିଅନ୍ତୁ । ଏବଂ ପରେ ଏକ ପାତ୍ରରେ ତାହାର ରସ ବାହାର କରି ଆପଣ ମାନେ ଏକ ପାତ୍ରରେ ରଖନ୍ତୁ ।

ତେବେ ସେହି ରସ ବାହାରି ଆସିବା ପରେ ଆପଣ ମାନେ ସେହି ପାତ୍ରରେ ଗୋଟେ ଲେମ୍ବୁ ଚିପୁଡି ତାହାର ରସ ବି ବାହାର କରି ଦିଅନ୍ତୁ । ଏବଂ ପରେ କୈଣସି ଏକ ଧଳା ପେଷ୍ଟ ଆଣି ସେତିକି ପରିମାଣ ରେ ନିଅନ୍ତୁ ଯେତିିକି ପରିମାଣ ରେ ଆପଣ ଦାନ୍ତ ଘଷିବେ ।

teeth

ତେବେ ଆପଣ ମାନେ ଏବେ ତିନୋଟି ସାମଗ୍ରୀ କୁ ସମାନ ପରିମାଣ ରେ ନେଇ ମିଶ୍ରଣ କରନ୍ତୁ ଏବଂ ପରେ ସେହିଥିରେ ଟୁଥ ପେଷ୍ଟ ମିଶ୍ରଣ କରି ଆପଣ ମାନେ ଘଷନ୍ତୁ । ତେବେ ଆପଣ ମାନେ ଏହିପରି କିଛି ଦିନ ପର୍ଯ୍ୟନ୍ତ ଲଗାତର କରିବା ଦ୍ଵାରା କଳା ଓ ହଳଦିଆ ଭଳି ଅସୁନ୍ଦର ଦାନ୍ତ ଧୀରେ ଧୀରେ କରି ଧଳା ଓ ଚମକଦାର ହୋଇଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *