ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅ-ଶ୍ଲୀ-ଳ ଭିଡ଼ିଓ ସୁଟିଂ କରୁଥିଲେ ଶିକ୍ଷୟତ୍ରୀ ତାଙ୍କୁ ଆଡଲ୍ଟ ସାଇଟ ମଧ୍ୟ ବ୍ୟାନ କରିଲା । ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ଆମେରିକା ରୁ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଶିକ୍ଷୟତ୍ରୀ ନିଜର ବିଦ୍ୟାଳୟ ଶ୍ରେଣୀ ଗୃହରେ ନିଜପର ଅ-ଶ୍ଲୀ-ଳ ଭିଡ଼ିଓ ସୁଟିଂ କରୁଥିଲେ । ଏହା ପରେ ଏହି ଶିକ୍ଷୟତ୍ରୀ ଙ୍କୁ ଚାକିରୀ ରୁ ନିଲମ୍ବିତ କରାଜାଇଛି ।
ସୂଚନା ଅନୁସାରେ ଅ଼ନୁସାରେ ଅଡଲ୍ଟ ୱେବସାଇଟ ବି ମଧ୍ୟ ସାମନ୍ଥା ପେର ମାନଙ୍କ ଏହି ଶିକ୍ଷୟତ୍ରୀ ଙ୍କୁ ବାରଣ କରିଛି । ସାମ୍ପତିକ ଭାବେ ଏହି ୱେବସାଇଟ ଆମେରିକା ରେ ବହୁତ ଲୋକପ୍ରିୟତା ହାସଲ କରିଛି । ଏହି ୱେବସାଇଟ ରୁ ସବୁ ମୋଡେଲ ପ୍ରତି ମାସରେ କୋଟି କୋଟି ଟଙ୍କା ରୋଜଗାର କରୁଥିବା ବେଳେ ତାଙ୍କର ଏକାଉଣ୍ଟ କୁ ନିସ୍କ୍ରିୟ ହୋଇଛି ବୋଲି ସେ ଟୁଇଟ କରି ଲେଖିଛନ୍ତି ।
ତାଙ୍କର କହିବା ଅନୁସାରେ ଗ୍ରାହାକ ଙ୍କ ଟଙ୍କା ଫେରସ୍ତ କରାଜାଇଛି । ଏବଂ ସେମାନଙ୍କ ଏକାଉଣ୍ଟ ସୃଷ୍ଟି କରିବାକୁ ବାରଣ କରାଜାଇଛି । ପରେ ଭିଡ଼ିଓ ପୋଷ୍ଟ କରିବା ସମୟ ରେ ସାମନ୍ଥା କ୍ଷେମା ମାଗିଥିଲେ । ସେ କହିଥିଲେ ଯେ ଘରର ଖର୍ଚ୍ଚ ଚଳେଇବା କଷ୍ଟକର ହୋଇ ପଡିଥିବାରୁ ସେ ଏମିତି କରିଛନ୍ତି । ସେ କହିଥିଲେ ଯେ ସ୍କୁଲ ପରେ ସେ ଶ୍ରଣୀ ଗୃହରେ ଭିଡ଼ିଓ ପ୍ରସ୍ତୁତ କରୁଛି ।
କେବଳ ଅର୍ଥର ଅଭାବ ରହିଥିବାରୁ ଏମିତି ପରିସ୍ଥିତି ରେ ମୁଁ ଏହାକୁ ହିଁ ଗୋଟିଏ ଉପାୟ ବୋଲି ଭାବି ଏପରି କରିଛି । ଆଉ ଜାହା ମୋ ପରିବାର କୁ ଚଳେଇ ପାରିବ । ତେବେ ସାମନ୍ଥା ପେର ନାମକ ଏହି ଶିକ୍ଷୟତ୍ରୀ ଆମେରିକା ର ଆରିଜୋନା ରେ ରହିଥାନ୍ତି ।
ସେ ଆୱାସନ ବ୍ରଦର ର ଆରିଜୋନା ରେ ମିଟିଂ ସ୍କୁଲ ରେ ବିଜ୍ଞ୍ୟନ ଶିକ୍ଷୟତ୍ରୀ ଥିଲେ । ସାମନ୍ଥା ଶ୍ରେଣୀ ଗୃହରେ ଏକ ଭିଡ଼ିଓ ସୁଟ କରିଥିଲେ । ଯେଉଁ ଭିଡ଼ିଓ ପଛରେ କିଛି ଛାତ୍ରମାନେ ଦୃଶ୍ୟମାନ ହୋଇଥିଲେ । ତାଙ୍କର ଏହି ଭିଡ଼ିଓ ଭାଇରଲ ହୋଇଥିବା ବେଳେ ସାମନ୍ଥା କ୍ଷେମା ମାଗିଥିଲେ କି ଏହି ଭିଡ଼ିଓ ରେ କୈଣସି ନାବାଳକ ମାନେ ନାହାଁନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।