ସମସ୍ତଙ୍କ ମୁହଁରେ ଦମନ ଚର୍ଚା । ବଲିଉଡରେ ଦମନର କ୍ରେଜ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କେବଳ ଓଡିଶା ରେ ନୁହେଁ ବରଂ ଓଡିଶା ବାହାରେ ବି ଓଡିଆ ଫିଲ୍ମ ଦମନ ର ଚର୍ଚ୍ଚା । ବଲିଉଡ ରୁ ବି ଛୁଟି ଆସିଛି ଓଡିଆ ଫିଲ୍ମ ଦମନ ପାଇଁ ଶୁଭେଚ୍ଛା ର ଶୁଅ । ପ୍ରଥମ ଥର ପାଇଁ ଗୋଟିଏ ଓଡିଆ ଫିଲ୍ମ ର ନିଡ ଡାଉନ ରେ କ୍ରେଜ୍ ଚର୍ଚ୍ଚ ର ବିଷୟ ପାଲଟିଛି । କେବଳ ଓଡିଆ ସିନେ କ୍ରିଟିକ୍ସ ନୁହଁନ୍ତି ବଲିଉଡ ଫିଲ୍ମ ରେ ବି ଭିୟୁଅର ଏବଂ କ୍ରିଟିକ୍ସ ଙ୍କ ଠାରୁ ମିଳିଛି ଦମନ କୁ ଭଳି ଭଳି ପ୍ରଶଂସା ।

ତେବେ ଏକ କ୍ରିଟିକ୍ସ ନିଜର ଇୟୁଟ୍ୟୁବ ଚେନ୍ନାଲ ରେ ନିଜର ଏକ ଫିଲ୍ମ ରିଭ୍ୟୁ ଭିଡ଼ିଓ ରେ ଦମନ ବିଷୟ ରେ ସେ କହିଥିବା ବେଳେ ସେହିଥିରେ ସେ ଏହି ଫିଲ୍ମ ର ଭଳି ପ୍ରଶଂସା କରିଥିବା ବେଳେ ସେ କହିଛନ୍ତି । ଆପଣ ମାନଙ୍କ ମଧ୍ୟରୁ ବହୁତ କମ୍ ଲୋକ ମାନେ ହିଁ ରହିଥିବେ ଯେଉଁ ମାନେ ଓଡିଶା ରୁହନ୍ତି ନାଁ ଓଡିଆ ଫିଲ୍ମ ଦେଖନ୍ତି । ହେଲେ ଆମେ ଆଜି ଯେଉଁ ଫିଲ୍ମ ବିଷୟ ରେ ଏଠାରେ କହୁଛୁ ତାହାର ନାମ ଦମନ ଅଟେ ଏବଂ ଏହା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ବହୁତ ଇମ୍ପଟାଣ୍ଟ ଫିଲ୍ମ ଅଟେ ।

film Daman

ଏହା ଏମିତି ଏକ ଫିଲ୍ମ ଅଟେ ଜାହା ଇଣ୍ଡଷ୍ଟ୍ରୀକୁ ଏକ ନୂଆ ରୂପ ଦେବାକୁ ଚେଷ୍ଟା କରୁଛି । ଏବଂ ଏଠାକାର ଓଡିଏନ୍ସ ମାନଙ୍କ ମନରେ ଓଡିଆ ଫିଲ୍ମ ର କ୍ରେଜ୍ ବନେଇବା ପାଇଁ ପୁଣି ଥରେ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି । ତେବେ ଏହି ଫେମସ ବଲିଉଡ କ୍ରିଟିକ୍ସ ଜଣଙ୍କ ଦମନ ର ଟ୍ରେଲର ଦେଖି ଏତେ ପରିମାଣ ରେ ଖୁସୀ ହୋଇଥିଲେ କି ସେ ଏହି ଫିଲ୍ମ ର ପ୍ରଶଂସା ନ କରି ରହି ପାରି ନଥିଲେ ।

ଏହି ଫିଲ୍ମ ର ପ୍ରଶଂସା କରି ସେ ଏକ ଭିଡ଼ିଓ ବନେଇ ଇୟୁଟ୍ୟୁରେ ଛାଡିଥିଲେ ଜାହାକୁ ବର୍ତମାନ ସମୟ ରେ ଲକ୍ଷାଧିକ ଲୋକ ମାନେ ଦେଖି ସାରିଛନ୍ତି । ତେବେ ବନ୍ଧୁଗଣ ଏହି ଫିଲ୍ମ କୁ ନେଇ ଆପଣ ମାନଙ୍କ ମନରେ କେତେ ଆଶା ରହିଛି ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *